Browsing Tag

loisingha news

ଲୋଇସିଂହା ବିଜେପିରେ ବିଦେଶୀ ହଟାଓ ଅଭିଯାନ : ସ୍ଥାନୀୟ ପ୍ରାର୍ଥୀ ସପକ୍ଷରେ କର୍ମୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ବିରୋଧରେ କର୍ମୀ ଅସନ୍ତୋଷ ବୃଦ୍ଧି ପାଇଛି । ଏପରିକି ମୁକେଶ ହଟାଓ, ଲୋଇସିଂହା ବଚାଓ ନାରା ସହ ବିଦେଶୀ ହଟାଓ, ଲୋଇସିଂହା ବଚାଓ ନାରା ଲୋଇସିଂହା ରାଜନୀତି ପାଣିପାଗକୁ ଆହୁରି ସରଗରମ କରିଛି । ବିଜେପି ମଣ୍ଡଳ…
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହାରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଶିବପ୍ରସାଦ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁରୁମା ମନୀଷା ମହାକୁର ଉଦ୍ଦେଶ୍ୟ କଥନ କରିଥିବା ବେଳେ ମମତା ଦାଶ…
Read More...

ଲୋଇସିଂହାକୁ ଏନ୍ଏସି ଘୋଷଣା ନେଇ ରାଜଧାନୀରେ ବିଜେଡି ନେତା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ରାଜ୍ୟ ସରକାରଙ୍କ ଘୋଷିତ ୩୪ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ତାଲିକାରେ ଲୋଇସିଂହା ତଥା ବୀରମହାରାଜପୁର ସ୍ଥାନ ପାଇ ନଥିଲା । ପରବର୍ତ୍ତୀ ସମୟରେ ବୀରମହାରାଜପୁରକୁ ସରକାର ଏନ୍‌ଏସି ମାନ୍ୟତା ଦେଇଥିଲେ ହେଁ ଲୋଇସିଂହାକୁ ବାଦ୍ ଦେଇଥିଲେ । ଏହାକୁ ନେଇ…
Read More...

ଅନ୍ୟ ଜାତିରେ ବାହା ହେବାରୁ ଶବ ଛୁଇଁଲେନି ପରିବାର ଲୋକେ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଜି ବି ଗାଁ ଗହଳିରେ ଜାତିପ୍ରଥା ନିଜର ଆସ୍ଥାନ ବଜାୟ ରଖିଛି । ଜାତିଭାଇଙ୍କ ବାସନ୍ଦ ଭୟରେ ଅନ୍ୟ ଜାତିରେ ବାହା ହୋଇଥିବା ବ୍ୟକ୍ତିଙ୍କ ଶବକୁ ନିଜ ପରିବାର ଲୋକେ ମଧ୍ୟ ଛୁଇଁ ନ ଥିବା ବେଳେ ସ୍ଥାନୀୟ ସରପଞ୍ଚ ଏବଂ କିଛି ସମାଜସେବୀଙ୍କ ଉଦ୍ୟମରେ ଶବ ସତ୍କାର…
Read More...

ଲୋଇସିଂହା ଠାରେ ବନାଗ୍ନି ସଚେତନତା ଶିବିର ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବନାଗ୍ନି ସଚେତନତା ଶିବିର ରେଞ୍ଜ ଅଧିକାରୀ ପାଉଲ ହରପାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପ୍ରଦାନ କରିବା ସକାଶେ ଜନ…
Read More...

ଲୋଇସିଂହାରେ ବିଧାୟକଙ୍କ ବିରୋଧରେ ଗର୍ଜିଲେ ବିଜେପି କର୍ମୀ

ଲୋଇସିଂହା, (କେପିଏନ୍‌ଏସ୍‌) : ମୁକେଶ ମହାଲିଙ୍ଗ ହଟାଓ, ଲୋଇସିଂହା ବଚାଓ ନାରା ନେଇ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ବିରୋଧରେ ଏକ ବୈଠକରେ ଗର୍ଜିଛନ୍ତି ବିଜେପି କର୍ମୀ । ଲୋଇସିଂହା ବିଧାୟକ ଡ. ମହାଲିଙ୍ଗ ବିଜେପି ଠିକାଦାରମାନଙ୍କୁ ଛାଡ଼ି ବିଜେଡ଼ି ଓ କଂଗ୍ରେସର…
Read More...

ଲୋଇସିଂହା ଯାଦବ ସମାଜର ବନ୍ଧୁମିଳନ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ପଞ୍ଚାୟତ ଯାଦବ ସମାଜର ବନ୍ଧୁମିଳନ କାର୍ଯ୍ୟକ୍ରମ ହରିହର ଦୀପଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଯତୀନ ପଟେଲ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଅନୁସୂଚିତ ଜନଜାତି ଉନ୍ନୟନ…
Read More...

ଲୋଇସିଂହାକୁ ଏନ୍‌ଏସି ଘୋଷଣା ଦାବିରେ ରାସ୍ତାରୋକ ତଥା ବିକ୍ଷୋଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ୩୪ଟି ନୂତନ ବିଜ୍ଞାପିତ ଅଂଚଳ ପରିଷଦ ତାଲିକାରେ ଲୋଇସିଂହା ସ୍ଥାନ ପାଇ ନ ଥିବାରୁ ସ୍ଥାନୀୟ ଆଂଚଳିକ ବିକାଶ ପରିଷଦ ତଥା ବିଜେପି ପକ୍ଷରୁ ଲୋଇସିଂହା ଠାରେ ଜାତୀୟ ରାଜପଥ ଅବରୋଧ କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ…
Read More...

ଲୋଇସିଂହାରେ ସୂଚନା ଅଧିକାର ଆଇନ ମହାସମ୍ମିଳନୀ ଆୟୋଜିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡ଼ିଶା ରାଜ୍ୟ ସୂଚନା ଅଧିକାର ଅଭିଯାନ ତରଫରୁ ସୂଚନା ଅଧିକାର ଆଇନ ଓ ତାହାର କାର୍ଯ୍ୟକାରିତା ଉପରେ ଏକ ଦ୍ଵିଦିବସୀୟ ଆନ୍ତଃ ଜିଲ୍ଲା ମହାସମ୍ମିଳନୀ ଲୋଇସିଂହା ଆଦିବାସୀ ଭବନ ଠାରେ ଆୟୋଜିତ ହୋଇଯାଇଛି । ସୂଚନା ଅଧିକାର କର୍ମୀ କେଦାର ନନ୍ଦଙ୍କ ଆବାହକତ୍ୱରେ…
Read More...

ଏନ୍ଏସି ସାଇଡ ଇଫେକ୍ଟ : ମୁଖ୍ୟମନ୍ତ୍ରୀଙ୍କ ଫଟୋଦାହ କଲା କଂଗ୍ରେସ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ରାଜ୍ୟ ସରକାରଙ୍କ ଘୋଷିତ ୩୪ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରୁ ଲୋଇସିଂହା ବାଦ୍ ପଡ଼ିଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ତୀବ୍ରତର ହେବାରେ ଲାଗିଛି । ଶନିବାର ସନ୍ଧ୍ୟାରେ ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଷ୍ଟାଡିୟମ୍ ସମ୍ମୁଖରେ କଂଗ୍ରେସ ଦଳ…
Read More...