Browsing Tag

khariar news

ଆଦର୍ଶ ଡିଗ୍ରୀ କଲେଜର ବାର୍ଷିକ କ୍ରୀଡା ମହୋତ୍ସବ

ଖଡିଆଳ, (କେପିଏନ୍‌ଏସ୍‌) : ଖଡିଆଳଠାରେ ଅବସ୍ଥିତ ଆଦର୍ଶ ଡିଗ୍ରୀ କଲେଜର ବାର୍ଷିକ କ୍ରୀଡା ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ପ୍ରଥମେ ମାଁ ସମଲେଶ୍ଵରୀ ମନ୍ଦିରରୁ ମଶାଲ ଜ୍ୟୋତି କ୍ରୀଡାବୀତମାନେ ଆଣିବା ପରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମେଜର ଡଃ. ରାମଚନ୍ଦ୍ର ମିଶ୍ର ଏହାକୁ ସ୍ଥାପନ ଓ…
Read More...

ଖଡ଼ିଆଳ ବ୍ଲକ ବଡ଼ମହେଶ୍ଵର ଗ୍ରାମରେ ଅନୁଷ୍ଠିତ ହେଉଥିବା ରୟାଲ କ୍ରିକେଟ କ୍ଲବ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି

ଖଡ଼ିଆଳ, (ନିରାକାର ମେହେର) : ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଓ ଅନ୍ୟତମ ଅତିଥି ଭାବରେ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ବିଦୁର ଶବର ରହିଥିବା…
Read More...

‘କୋସଲି ସ୍ବାଭିମାନ ଦିନ’ ପାଳିତ

ଖଡ଼ିଆଳ, (ପୁସ୍ତମ ଯୁଆଡି) : କୋସଲ ରତ୍ନ ପଣ୍ଡିତ ପ୍ରୟାଗ ଦତ୍ତ ଯୋଷୀଙ୍କ ଜନ୍ମ ଦିନ ଅବସରରେ ପ୍ରୟାଗଦତ୍ତ ଜୟନ୍ତୀ ପାଲନ କମିଟୀ ତରଫରୁ ଖରିଆରରେ ଥିବା କଲ୍ୟାଣ ମଣ୍ଡପ ଠାରେ କୋସଲି ସ୍ବାଭିମାନ ଦିନ ମହା ସମାରୋହରେ ପାଳିତ ହୋଇଯାଇଛି । ଖରିଆରରେ ଥିବା ବଡଗୁଡିରୁ ଶୋଭାଯାତ୍ରାରେ ବାହାରି…
Read More...

ବିଦ୍ୟୁତ ତାର ଛିଣ୍ଡି ପଡ଼ିଯିବାରୁ ଜଳିଗଲା ଧାନଖରି

ଖରିଆର, (କେପିଏନ୍‌ଏସ୍‌) : ବିଦ୍ୟୁତ ତାର ଛିଣ୍ଡି ପଡ଼ିଯିବାରୁ ଧାନଖରି ଜଳି ଯାଇଥିବା ଭଳି ଏକ ଖବର ଆସିଛି । ନୂଆପଡ଼ା ଜିଲ୍ଲା ଖରିଆର ଥାନା ସାନଦୋହେଲ ଗାଁରେ ଖଳାରେ ଥିବା ଧାନଖରି ଜଳିଯାଇଥିବା ଖବର ମିଳିଛି । ଖରିଆର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ସବୁତକ ଧାନ ପୋଡ଼ି…
Read More...