Browsing Tag

khaprakhol news

୨୧ ଦିନରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଗଣଧାରଣା ଜାରି : ଆନ୍ଦୋଳନରେ ଯୋଗଦେଲେ ବିରୋଧୀ ଦଳ ନେତା ସହ ବିଭିନ୍ନ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗନ୍ଧମାର୍ଦ୍ଦନକୁ ବଞ୍ଚାଇବାକୁ ନେଇ ଗଣଧାରଣା ୨୧ ଦିନରେ ପହଞ୍ଚି ଥିବାବେଳେ ବିରୋଧୀଦଳ ନେତା ମାନଙ୍କ ସହ ଅଞ୍ଚଳର ବିଭିନ୍ନ ସଂଗଠନ ୠୁଡ଼ିକ ଆନ୍ଦୋଳନରେ ଯୋଗ ଦେଇଛନ୍ତି । ବଲାଙ୍ଗିର ଜିଲ୍ଲାର ପ୍ରାକୃତିକ ସମ୍ପଦ ଓ ଜୈବ ବିବିଧତାରେ ପରିପୂର୍ଣ୍ଣ
Read More...

ରୋଜଗାରିଆ ପୁଅର ବାଇକ ଦୁର୍ଘଟଣାରେ ମୃତ୍ୟୁ : ପରିବାର ସ୍ତବ୍ଧ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଆମବାହାଲି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ନିମ୍ବ ଗଛରେ ପିଟି ହେବା ଫଳରେ ଜଣେ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ କନ୍ଦ୍ରାଭଟା ଗ୍ରାମର ଖଗ ଭୁଏଙ୍କ ପୁତ୍ର କେଶବ ଭୁଏ (୨୫) ବୋଲି
Read More...

କପସିପାଲି ଗ୍ରାମରେ ଲକ୍ଷ୍ମୀ ପୂଜା ମହୋତ୍ସବ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ କପସିପାଲି ଗ୍ରାମରେ ମହା ସମାରୋହରେ ଜଗତ ଜନନୀ ମାଁ ଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ଆରମ୍ଭ ହୋଇଯାଇଛି । ଗ୍ରାମବାସୀଙ୍କ ଦ୍ଵାରା ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମେ କଳସ ଶୋଭାଯାତ୍ରାରେ ଗ୍ରାମ ପୋଖରୀରୁ ଯଥା
Read More...

ବାଇକ ଓ ବୋଲେରୋ ମୁହାଁମୁହିଁ : ୩ ଗୁରୁତର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପାଟଣାଗଡ଼ ଥାନା ଅନ୍ତର୍ଗତ ବନକାବିଅର ଛକ ନିକଟରେ ଏକ ବାଇକ ଓ ବୋଲେରୋ ମୁହାଁମୁହିଁ ଧକ୍କାରେ ବାଇରେ ଥିବା ୩ ଜଣ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ବୋଲେରୋ ଡ୍ରାଇଭର ଫେରାର ମାରିଥିବା ବେଳେ ଦୁର୍ଘଟଣାରେ ଗୁରୁତର ହୋଇଥିବା ତିନି ଜଣଙ୍କୁ
Read More...

ଶିଶୁ ଅଧିକାର ଶିଶୁ ସୁରକ୍ଷା ପାଇଁ ବ୍ଲକ ସ୍ତରୀୟ ସଚେତନତା ଶିବିର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଶିଶୁ ଅଧିକାର, ଶିଶୁ ସୁରକ୍ଷା, ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତିପାଳନ ଶିଶୁର ଯତ୍ନ ଉପରେ ଆଧାରିତ ଏକ ସଚେତନତା କାର୍ଯ୍ୟକ୍ରମ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡ଼ଙ୍ଗୀଙ୍କ
Read More...

ଖପ୍ରାଖୋଲ ମହୋତ୍ସବ ପାଇଁ କଂସ ବରଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ଠାରେ ଜାନୁଆରୀ ୬ ତାରିଖରୁ ହେବାକୁ ଥିବା ଖପ୍ରାଖୋଲ ମହୋତ୍ସବରେ କଂସ ଦରବାର ପାଇଁ ଆଜି ଖପ୍ରାଖୋଲ ମହୋତ୍ସବ କମିଟି ତରଫରୁ ଜଣାଶୁଣା ବିଶିଷ୍ଟ କଳାକାର ଆର୍ତ୍ତତ୍ରାଣ ସୁନାନୀ ଯାଦବଙ୍କୁ କଂସ ବରଣ କରାଯାଇଛି । ଏହି
Read More...

ଖପ୍ରାଖୋଲ ପୋଲିସ ଦ୍ଵାରା ୨ ଶିଶୁ ସମେତ ୪ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ୨ ଶିଶୁ ସମେତ ୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଶୁକ୍ରବାର ରାତି ୧୦ଟା ସମୟରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ ବେଳେ ଧଣ୍ଡାମୁଣ୍ଡା ଛକ ନିକଟରେ ଦୁଇଟି ବାଇକରେ ୨ ଶିଶୁ ସମେତ
Read More...

ପାଟଣାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମିଳିଲା ମଞ୍ଜୁରୀ : ଖୁସିବ୍ୟକ୍ତ କଲେ ଅଞ୍ଚଳବାସୀ ଓ ବିଜେପି କର୍ମୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : କେନ୍ଦ୍ର ସରକାର ଓଡିଶା ପାଇଁ ୮ଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମଞ୍ଜୁରୀ ତାଲିକା ପ୍ରକାଶ କରିଥିବାବେଳେ ତାଲିକାରେ ବଲାଙ୍ଗିର ଜିଲ୍ଲାରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ତାଲିକା ଆସିଛି । ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ
Read More...

ଗନ୍ଧମାର୍ଦ୍ଦନ ବଚାଓ ଦାବୀରେ ଚାଲିଥିବା ଗଣଧାରଣାରେ ସାମିଲ ହେଲେ ପୂର୍ବତନ ବିଧାୟକ ସରୋଜ ମେହେର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗନ୍ଧମାର୍ଦ୍ଦନ ପାହାଡର ସ୍ଥାୟୀ ସୁରକ୍ଷା ଦାବୀରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ଖପ୍ରାଖୋଲ ତହସିଲ ସମ୍ମୁଖରେ ଚାଲିଥିବା ଗଣଧାରଣା ଶୁକ୍ରବାର ୧୨ ଦିନରେ ପହଞ୍ଚିଛି । ଏହି ଅବସରରେ ପାଟଣାଗଡ଼ର ପୂର୍ବତନ ବିଧାୟକ ସରୋଜ କୁମାର ମେହେର ଯୋଗଦେଇ
Read More...

ମାଟିଆଭଟା ଗାଁ ନିକଟରେ ମୋଟର ସାଇକେଲ ଦୁର୍ଘଟଣା : ବାଇକ୍ ଚାଳକ ମୃତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ମାଟିଆଭଟା ଗ୍ରାମ ନିକଟରେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ଖପ୍ରାଖୋଲ ଥାନା ମାଟିଆଭଟା ପଞ୍ଚାୟତ ଅନ୍ତର୍ଗତ ଅନକାମରା ଗାଁର ଅଜୁ ତାଣ୍ଡି (୨୦)
Read More...