Browsing Tag

khaparakhol news

ଭାଇ ଜିଉନ୍ତିଆରେ ଡାଲଖାଇର ଧୁମ୍, ଲୋକନୃତ୍ୟରେ ମହକୁଛି ଖପ୍ରାଖୋଲ ଅଞ୍ଚଳ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ଭାଇ ଜିଉନ୍ତିଆ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଖପ୍ରାଖୋଲ ବ୍ଲକ ଅଞ୍ଚଳ। ଗାଁ ଗାଁରେ ଡାଲଖାଇ ନାଚ ପାଇଁ କୁଆଁରୀ ଝିଅମାନେ ଉତ୍ସାହିତ ହୋଇ ଉଠିଛନ୍ତି ବିଶେଷକରି ପଶ୍ଚିମ ଓଡ଼ିଶାରେ ଏହି ଡାଲଖାଇ ନାଚ ଦେଖିବାକୁ ମିଳିଥାଏ। ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି…
Read More...

ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ମାମଲା : ପ୍ରତିବାଦରେ ଖପ୍ରାଖୋଲରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଜଣେ ଅଧ୍ୟାପକଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ନେଇ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିଲେ । ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହେବା ସହ ବିଭିନ୍ନ ଅଞ୍ଚଳରେ ତୀବ୍ର…
Read More...

ଖପ୍ରାଖୋଲ ନୂତନ ଏସ୍‌ଓଜି ଦଳଙ୍କ ପ୍ରଶଂସନୀୟ କାର୍ଯ୍ୟ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍ୱଚ୍ଛ ଭାରତ ମିଶନ ଗାଁ ମାନଙ୍କରେ ଫେଲ୍‌ ମାରିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ସଦର ଖପ୍ରାଖୋଲରେ ଦେଖିବାକୁ ମିଳୁଛି । ଗ୍ରାମ ଭିତରେ ନା ଅଛି ଡ୍ରେନ ସୁବିଧା ନା ରାସ୍ତାଘାଟ ସଫା । ବିଭିନ୍ନ ସରକାରୀ କାର୍ଯ୍ୟଳୟ ଭିତର ଠୁ…
Read More...

ବ୍ଲକ ସ୍କୁଲ କ୍ରୀଡା ସଙ୍ଘ ତରଫରୁ ବାର୍ଷିକ ସମୀକ୍ଷା ବୈଠକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକର ଫୁଳକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡ଼ା ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ସଭା ଅବସରରେ ମୁଖ୍ୟ ଅତିଥି ଭାବରେ ଡିପିଇଓ ପ୍ରଦୀପ କୁମାର ପାତ୍ର ଓ ଖପ୍ରାଖୋଲ…
Read More...

ବେକରେ ଦଉଡି ଲଗାଇ ଶ୍ରମିକଙ୍କ ଆତ୍ମହତ୍ୟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ । ବେକରେ ଦଉଡି ଲଗାଇ ଶ୍ରମିକଙ୍କ ଆତ୍ମହତ୍ୟା । ନୟାଗଡ ଜିଲ୍ଲାରୁ ବଲାଙ୍ଗିର ଜିଲ୍ଲାକୁ ଖଟିବାକୁ ଆସିଥିବା ଜଣେ ଦାଦନ ଶ୍ରମିକ ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା…
Read More...

ସାନଉଡେନ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ପଡିଆବାହାଲ ପଂଚାୟତ ଅନ୍ତର୍ଗତ ସାନଉଡେନ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି । ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ଉତ୍ସବରେ ପାଟଣାଗଡ ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ସରୋଜ…
Read More...

ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡାଙ୍କୁ ବିଦାୟ ସମ୍ବର୍ଦ୍ଧନା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡାଙ୍କ ବିଦାୟ ସମ୍ବର୍ଦ୍ଧନା ସଭା ଖପ୍ରାଖୋଲ ଏବିଇଓ ମିନିକେତନ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ…
Read More...

ଝଲିଆଲିଟି ରେଲୱେ ଫାଟକ ଠାରେ ଗୋଟିଏ ରାତିରେ ଦୁଇଟି ଦୂର୍ଘଟଣା

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଝଲିଆଲିଟି ରେଲୱେ ଫାଟକ ଠାରେ ଗୁରୁବାର ରାତିରେ ଦୁଇ ଦୁଇଟି ଦୂର୍ଘଟଣା ଘଟିଛି । ସୂଚନା ଅନୁସାରେ ଗତ ରାତି ୮ ଟା ସମୟରେ ଏକ କାର୍ ଓଡି୨୬ଏ୯୭୦୦ ଲାଠୋର ପଟୁ ଉଦ୍ୟାନବନ୍ଧ ପଟକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ…
Read More...