Browsing Tag

kaprakhol news

ଏଲ୍‌ବିସିସି ଫ୍ଲଡ୍ ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଖପ୍ରାଖୋଲ, (ପୁସ୍ତମ୍ ଯୁଆଡି) : ବେନ୍ଦେରଠାରେ ଏଲ୍‌ବିସିସି ଫ୍ଲଡ୍ ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ୍‌ ମ୍ୟାଚ୍‌ରେ ବଡଗୁର୍ଜିଭଟା ଦଳ ବନମାଲ୍ ଦଳକୁ ହରାଇ ଚାମ୍ପିୟନ ହୋଇଛି । ବଡଗୁର୍ଜିଭଟା ଟସ୍ ଜିଣି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତି ନେଇଥିଲେ ।
Read More...

କିଛି ଦିନର ନୀରବତା ପରେ ପୁଣି ବେଆଇନ ଖଇର କାଠ ଚାଲାଣ ହେବାକୁଥିଲା : ମାଡ଼ି ବସିଲା ଖପ୍ରାଖୋଲ ବନବିଭାଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବନ ବିଭାଗ ଗତ ୭ ତାରିଖ ଦିନ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ କରିଥିବା ବେଳେ ଏହାର ସାତଦିନ ପରେ ପୁଣି ବିପୁଳ ପରିମାଣର ଖଇର କାଠ ଜବତ କରିବାରେ ସଫଳ ହୋଇଛି ବନ ବିଭାଗ । ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱସ୍ତ ସୂତ୍ରରୁ
Read More...

ଜଲପାଙ୍କେଲ୍ ଗ୍ରାମରେ ବସୁଧା ଯୋଜନା ଫେଲ୍

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ସରକାର ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ବସୁଧା ଯୋଜନା କରିଛନ୍ତି । କିନ୍ତୁ ଯନ୍ତ୍ରୀ, ଠିକାଦାର ମାନଙ୍କ ମନମୁଖୀ କାର୍ୟ୍ୟ ଯୋଗୁଁ ଲୋକେ ‌ସ୍ୱଚ୍ଛ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖପ୍ରାଖୋଲ ବ୍ଲକ
Read More...
error: Content is protected !!