କନ୍ଧମାଳ ଜିଲ୍ଲାରେ ଆମ୍ବ ଚାରା ରୋପଣରେ ଦୁର୍ନୀତି ଅଭିଯୋଗ : ଗଛ ନାହିଁ କିନ୍ତୁ ଫଳକ ଅଛି, ତଦନ୍ତ ଦାବୀ
କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଏମ୍ଏନ୍ଆର୍ଇଜିଏସ୍ରେ ଫୁଲବାଣୀ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ୨୫୦ ଏକର ଜମିରେ ୨୫,୦୦୦ ଆମ୍ବ ଚାରା ରୋପଣ କରା ଯାଇଥିଲା । ଏଥିପାଇଁ ମୋଟ ୮୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।!-->…
Read More...
Read More...