Browsing Tag

kalahandi news

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ତରଫରୁ ଆଜି ଗୋଲାମୁଣ୍ଡା ବ୍ଲକର ନକଟିକାନୀ ଗ୍ରାମର ବିଜୁ ପଟ୍ଟନାୟକ ଆଦିବାସୀ ହାଇସ୍କୁଲଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଯୁବ ସ୍ୱେଚ୍ଛାସେବୀ ରାହୁଲ ତାଣ୍ଡି
Read More...

ସମାଜସେବୀଙ୍କ ପ୍ରୟାସରେ ୨୧ ଭୂମିହୀନ ପରିବାରକୁ ମିଳିବ ଘରଡିହ ପଟ୍ଟା

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଘୋଡାବନ୍ଧ ପଞ୍ଚାୟତ ବ୍ରାହ୍ମଣୀ ଗାଁ କଲୋନୀପଡ଼ାରେ ସରକାରୀ ଜମିରେ ଘରକରି ୨୧ ପରିବାର ରହୁଛନ୍ତି । ସୂଚନା ଅନୁସାରେ ଦୀର୍ଘ ୩୩ ବର୍ଷ ଧରି ସରକାରୀ ଜମିରେ ଘର କରି ରହୁଥିଲେ ସୁଧା ଏମାନଙ୍କ ପ୍ରତି ପ୍ରଶାସନର ଦରଦ ନାହିଁ ।
Read More...

ପ୍ରଧାନମନ୍ତ୍ରୀ ଉଜ୍ୱଲା ଯୋଜନା ୨ୟ ପର୍ଯ୍ୟାୟର ଶୁଭାରମ୍ଭ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ମଙ୍ଗଳବାର ଦିନ ଭାରତୀ ଭାରତ ଗ୍ୟାସ ଗ୍ରାମୀଣ ବିତରକ ଦ୍ୱାରା ପ୍ରଧାନମନ୍ତ୍ରୀ ଉଜ୍ୱଲା ଯୋଜନା ୨ୟ ପର୍ଯ୍ୟାୟର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମରେ ଏଜେନ୍ସି ଗ୍ୟାସ ବିତରକ ତଥା ଓକିଲ ନରେଶ
Read More...

ଜୟପାଟଣା ଥାନାର ୪ ପୋଲିସ ଅଧିକାରୀ ନିଲମ୍ବିତ ହେଲେ

କଳାହାଣ୍ଡି, (ପିକେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ନିଲମ୍ବିତ ପୋଲିସ ଅଧିକାରୀ ମାନେ ହେଲେ ଏଏସ୍‌ଆଇ ସନ୍ତୋଷ ସାହୁ, ୨ କନଷ୍ଟେବଲ ତଥା ସୂର୍ଯ୍ୟ ମିଶ୍ର ଓ ହେମନ୍ତ ବାଗ୍ ଥିବା ସୂଚନା ମିଳିଛି । ଏହା ସହ ଥାନାରେ
Read More...

ମଦନପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ଦଶମ ପାସ ହାର ୯୭.୭୩% ଓ ଯୁକ୍ତ ଦୁଇରେ ଶତ ପ୍ରତିଶତ

କଳାହାଣ୍ଡି, (ପି. କେ.ସାହୁ), କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ସିବିଏସ୍‌ଇ ପରୀକ୍ଷାରେ ଯୁକ୍ତ ଦୁଇ ରେଜଲ୍ଟ ଶତ ପତିସତ ଥିବା ବେଳେ ଦଶମ ଶ୍ରେଣୀ ରେଜଲ୍ଟ ୯୭.୭୩% ଅଛି । ଯୁକ୍ତ ଦୁଇରେ ସୁପ୍ରିୟା ନାୟକ ସର୍ବାଧିକ ୯୨.୨% ମାର୍କ ରଖି ଟପ୍ପର ଓ
Read More...

ମୁଖ୍ୟ ଶାସନ ସଚିବ ଓ ‘୫ଟି’ ସଚିବଙ୍କ କଳାହାଣ୍ଡି ଗସ୍ତ : ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା

କଳାହାଣ୍ଡି, (ପି. କେ. ସାହୁ) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ '୫ଟି' ସଚିବ ଭି.କାର୍ତ୍ତୀକେୟନ ପାଣ୍ଡିୟାନ ଓ ସ୍ୱତନ୍ତ ସଚିବ ଭିନିଲ କ୍ରିଷ୍ଣା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ
Read More...

ବୋଲେରୋରୁ ବିପୁଳ ପରିମାଣର ଗଞ୍ଜେଇ ଜବତ : ୩ ଗିରଫ

କଳାହାଣ୍ଡି, (ପି.କେ. ସାହୁ) : ଦିନକୁ ଦିନ ବେଆଇନ ଗଞ୍ଜେଇ ଚାଲାଣ ବଢି ବଢି ଚାଲିଥିବା ବେଳେ ଗତକାଲି ରାତିରେ ପେଟ୍ରୋଲିଂ ବେଳେ କଳାହାଣ୍ଡି ଜିଲ୍ଲା ଟେମରା ମଦଭାଟି ନିକଟରୁ ଏକ ବୋଲେରୋ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରଇଚି କୋକସରା ପୋଲିସ । ଏହି ଘଟଣାରେ ୩ ଜଣଙ୍କୁ ମଧ୍ୟ ଗିରଫ
Read More...

ପ୍ରକାଶ ପାଇଲା + ୨ ବିଜ୍ଞାନ ପରୀକ୍ଷା ଫଳ : କଳାହାଣ୍ଡି ଜିଲ୍ଲା ଟପ୍ପର ହେଲେ ପ୍ରଗତି କଲେଜର ଖୁସ୍‌ବୁ ସାହୁ

କଳାହାଣ୍ଡି, (ପି.କେ. ସାହୁ) : ଉଚ୍ଚ ମାଧ୍ୟମିକ ପରିଷଦ ଓଡିଶା ତରଫରୁ + ୨ ବିଜ୍ଞାନ ପରୀକ୍ଷା ଫଳ ଶନିବାର ପ୍ରକାଶ ହୋଇଯାଇଛି । ତେବେ ଏଥିରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ପ୍ରଗତି କଲେଜର ଖୁସ୍‌ବୁ ସାହୁ ୫୭୭ ମାର୍କ ରଖି କଳହାଣ୍ଡି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ତାଙ୍କର ଏହି
Read More...

ଜୟଦେବ ସାହୁଙ୍କ ଦେହାନ୍ତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଭୀମକେଲା ଗ୍ରାମ ପଞ୍ଚାୟତ, ଲାଖପଦର ଗ୍ରାମର ଜୟ ଦେବ ସାହୁ (୪୮)ଙ୍କ ଭୁବନେଶ୍ୱର ସ୍ଥିତ ଏମ୍‌ସ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସେ ଗତ ୧୨/୦୭/୨୧ ରଥଯାତ୍ରା ଦିନ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ
Read More...

ମର୍ମନ୍ତୁଦ ଦୁର୍ଘଟଣା : ମାଆ ସହ ୨ ଶିଶୁଙ୍କ ମୃତ୍ୟୁ, ୨ ଗୁରୁତର

କଳାହାଣ୍ଡି, (କେ.ପି ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମାଆ ସହ ୨ ଶିଶୁ ମୃତ୍ୟୁ ବରଣ କରିଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଭବାନୀପାଟଣାରୁ ଟିଟିଲାଗଡ଼ ନିଜ ଘରକୁ ଏକ ସୁଇଫ୍ଟ ଡିଜାୟର କାର୍‌ରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ କାରଟି
Read More...