ଦୁର୍ଘଟଣାରେ ଯୁବକ ମୃତ
କଳାହାଣ୍ଡି, (ପି.କେ. ସାହୁ) : ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ମୂଷାନାଳ ଓ ବନ୍ଧପାରି ମଝିରେ ଥିବା ରାଏଲଝୁଲା ନିକଟରେ ଭାରସାମ୍ୟ ହରାଇ ବାଇକରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରାତୁଲ ଗ୍ରାମର ଡାଲ ଦୋରା(୪୮) ବୋଲି!-->…
Read More...
Read More...