Browsing Tag

kalahandi news

ପ୍ରଧାନ ଶିକ୍ଷକ ଯୁବରାଜ ଜାନୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଳାହାଣ୍ଡି, (ନରୋତ୍ତମ ସେଲମା) : ନର୍ଲା ବ୍ଲକ୍ ଅନ୍ତର୍ଗତ ପଲମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଥିବା ଯୁବରାଜ ଜାନୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟର ଶିକ୍ଷକ ବୃଷକେତୁ ଦାସ, ମୀନକେତନ ବେହେରା, ହୃଷିକେଶ ପଟେଲ, ଶିକ୍ଷୟତ୍ରୀ
Read More...

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ : କ୍ଷତିପୂରଣ ଦାବୀରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

କଳାହାଣ୍ଡି, (ପି କେ ସାହୁ) : ଏକ ଅଜଣା ଗାଡି ଧକ୍କାରେ କାଉଗୁଡା ଗ୍ରାମର ଗଜିନ୍ଦ୍ର ହରିଜନ(୩୫)ଙ୍କ ମୃତ୍ୟୁ ଘଟିଛି । ପରିବାରବର୍ଗ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଭବାନୀପାଟଣା ରାୟଗଡା ୬ନଂ ରାଜ୍ୟ ରାଜପଥରେ ଗଛ ପକେଇ ଅବରୋଧ କରିଥିଲେ । ପ୍ରାପ୍ତ ସୂଚନା ମୁତାବକ ରବିବାର ଅପରାହ୍ନ
Read More...

ବେଦାନ୍ତ ପକ୍ଷରୁ କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ : ଭର୍ଚୁଆଲ ମାଧ୍ୟମରେ ହସ୍ପିଟାଲର…

କଳାହାଣ୍ଡି, (ପି.କେ ସାହୁ) : ଭାରତର ଅଗ୍ରଣୀ ଆଲୁମିନିୟମ ତଥା ମୂଲ୍ୟଯୁକ୍ତ ଉତ୍ପାଦର ନିର୍ମାତା ବେଦାନ୍ତ ଲିମିଟେଡ୍ ଗୁରୁତର ଅସୁସ୍ଥ ରୋଗୀଙ୍କୁ ଯଥା ସମୟରେ ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ୨୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କୋଭିଡ
Read More...

ଯୁବକଙ୍କୁ ଗୁଣି ଗାରଡି ସନ୍ଦେହରେ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ ହେଲେ

କଳାହାଣ୍ଡି, (ଭରତ ବିଶି) : ଯୁବକଙ୍କୁ ଗୁଣି ଗାରଡି ସନ୍ଦେହରେ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ସିମେଲିଭଟା ଗ୍ରାମରେ ଗତ ୧୮ ତାରିଖ ରାତିରେ ବାହାରେ ଶୋଇଥିବା ବେଳେ ନୀଳମଣି ଦଣ୍ଡସେନାଙ୍କୁ ତଣ୍ଟି କାଟି
Read More...

କୋଶଲ ସେନା କଳାହାଣ୍ଡିରୁ ଡୁଲେ ରେପର ନାଁରେ କୋକସରା ଥାନାରେ ଏତଲା

କଳାହାଣ୍ଡି, (ଭରତ ବିଶି) : ଡୋଳେଶ୍ୱର ତାଣ୍ଡି ଓରଫ ଡୁଲେ ରେପର ଦିନେ ଶ୍ରମିକ ମାନଙ୍କ ଦୁଃଖକୁ ରେପ୍ ଗୀତ ମାଧ୍ୟମରେ ଗାଇ ବେଶ୍ ଚର୍ଚ୍ଚାରେ ଥିଲେ । ଓଳିଉଡର ଅନେକ ବଡ ବଡ କଲାକାର ଠୁ ପ୍ରଶଂସା ସାଉଁଟି ଥିଲା । ବୁଧବାର ଦିନ ରାତିରେ ନିଜ ୟୁଟ୍ୟୁବ ଚ୍ୟାନାଲରେ ଏକ ଅଶୋଭନୀୟ ରାପ୍ ଗୀତ ରିଲିଜ
Read More...

ବଜ୍ରପାତରେ ନାବାଳକ ମୃତ, ୩ ଆହତ

କଳାହାଣ୍ଡି, (ପି.କେ ସାହୁ) : କାଳ ବୈଶାଖୀ ପ୍ରଭାବରେ ଝଡତୋଫାନ ସହିତ ବଜ୍ରପାତ ଘଟିବାରୁ ଲାଞ୍ଜିଗଡ ଥାନା ଅଧିନସ୍ଥ ଗୋପୀନାଥପୁର ଗାଁର ଜଣେ ନାବାଳକଙ୍କ ଜୀବନ ହାନି ହୋଇଥିବା ବେଳେ ଅନ୍ୟ ୩ଜଣ ଆହତ ହୋଇଛନ୍ତି। ମୃତ ବାଳକ ଜଣକ ହେଉଛନ୍ତି ଗୋପୀନାଥପୁର ଗାଁର ଜଳନ୍ଧର ମାଝୀଙ୍କ ପୁଅ ଛାୟାକାନ୍ତ
Read More...

ମଦନପୁରରେ ଗଛ ପଡି ଘର ଓ ମାର୍କେଟ କମ୍ପ୍ଲେକ୍ସ ସମ୍ପୂର୍ଣ୍ଣ ନଷ୍ଟ : କ୍ଷତି ପୂରଣ ଓ ସାହାଯ୍ୟ ପାଇଁ ନିବେଦନ

କଳାହାଣ୍ଡି, (ପି କେ ସାହୁ) : କଳାହାଣ୍ଡି ଜ଼ିଲ୍ଲା ମ.ରାମପୁର ବ୍ଲକ ମଦନପୁର ଅଞ୍ଚଳରେ ଗୁରବାର ସନ୍ଧ୍ୟାରେ ମଦନପୁର ରଣାପଡା ଛକ ଠାରେ ପୁରୁଣା ଏକ ତେନ୍ତୁଲିଗଛ ଭାଙ୍ଗି ଯିବାରୁ ଅର୍ଜୁନ ସିଙ୍ଗଙ୍କ ଘର ସମୂର୍ଣ୍ଣ ଭାଙ୍ଗିଯାଇ ନଷ୍ଟ ହୋଇ ଯାଇଥିବା ବେଳେ, ମାର୍କେଟ କମ୍ପ୍ଲେକ୍ସ ଉପରେ ପଡ଼ି
Read More...

ପୂର୍ବତନ ପାଣି ପଞ୍ଚାୟତ ଅଧ୍ୟକ୍ଷ ପ୍ରଦିପ କୁମାର ସାହୁଙ୍କ ପରଲୋକ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକ ପୁଟି ଗାଁର ପୂର୍ବତନ ପାଣି ପଞ୍ଚାୟତ ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ (୪୬)ଙ୍କ ଦେହାନ୍ତ ହୋଇଯାଇଛି । ସେ କରୋନା ସଂକ୍ରମିତ ହୋଇ ୮ ଦିନ ହେଲା ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ଚିକିତ୍ସିତ ହେଉଥିଲେ, ସ୍ୱାସ୍ଥ୍ୟ
Read More...

ଶିକ୍ଷକଙ୍କୁ କରୋନା ସର୍ଭେ କାର୍ଯ୍ୟରୁ ନିବୃତ୍ତ ରଖିବା ସହିତ କରୋନା ଯୋଦ୍ଧା ମାନ୍ୟତା ପ୍ରଦାନ ପାଇଁ ବ୍ଲକ ପ୍ରାଥମିକ…

କଳାହାଣ୍ଡି, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ କରୋନାର ଦିତ୍ୱୀୟ ଲହରରେ ଏବେ ବିଶ୍ୱବାସୀ ଅତିଷ୍ଠ ହୋଇ ପଡ଼ିଲେଣି । ପ୍ରତିଦିନ କରୋନା ସଂକ୍ରମଣ ଗ୍ରାଫ୍ ଉର୍ଦ୍ଧ୍ୱମୁଖୀ ହେଉଥିବା ଦେଖିବାକୁ ମିଳିଛି । ଗତ ଏକ ବର୍ଷରୁ ବେଶି ହେଲା କରୋନା ରୋଗ ତାର କାୟା ବିସ୍ତାର କରିଚାଲିଛି । ତେବେ ଏହି
Read More...

କର୍ଲାମୁଣ୍ଡା ବ୍ଳକରେ ଡୋର୍‌ ଟୁ ଡୋର୍‌ ସର୍ଭେ ଆରମ୍ଭ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଳକରେ ଗତକାଲି ଠାରୁ ଡୋର୍‌ ଟୁ ଡୋର୍‌ ସର୍ଭେ ଆରମ୍ଭ ହୋଇଯାଇଛି । ଏଥିପାଇଁ ପ୍ରସ୍ତୁତ ଏକସନ ପ୍ଳାନ ଅନୁଯାଇ ୭ ତାରିଖ ଦିନ ଯୋରାଡବରା, ୮ ତାରିଖ ଦିନ ସାପଲହରା, ୧୦ ତାରିଖ ଦିନ ରେଗେଡା, ୧୧ ତାରିଖ ଦିନ ବୋରପଦର, ୧୩ ତାରିଖ ଦିନ ରିଂଜା
Read More...