Browsing Tag

kalahandi news

ପରିବାରରେ ଜଣେ କରୋନା ପଜିଟିଭ୍‌ରେ ମୃତ୍ୟୁ ପରେ ସହଯୋଗ କଲେନି ଗାଁ ଲୋକେ, ସମସ୍ତଙ୍କ ଟେଷ୍ଟିଂ ରିପୋର୍ଟ ଆଣିବାକୁ…

ମ.ରାମପୁର, (ହେମନ୍ତ ସାହୁ) : କରୋନା କାଳରେ ଭିନ୍ନ ଭିନ୍ନ ଦୃଶ୍ୟ ସବୁ ଦେଖିବାକୁ ମିଳୁଛି । ମଣିଷ ନିଜ ଭିତରୁ ସମବେଦନାକୁ ହଜେଇ ଦେଇ କଠୋର ହେଇଯାଉଛି । କରୋନାରେ ଜଣଙ୍କର ମୃତ୍ୟୁ ପରେ ସେହି ପରିବାରର ଅନ୍ୟସମସ୍ତଙ୍କ ରିପୋର୍ଟ ଆଣିଲେ ହିଁ ଗାଁରେ ଅନ୍ୟ କିଛି କାମରେ ସହଯୋଗ କରାଯିବ ବୋଲି
Read More...

କରୋନାରେ ଘରେ ସୁସ୍ଥ ହେଇଥିବା ଜଣେ କରୋନା ବିଜୟୀଙ୍କ କଥା

କଳାହାଣ୍ଡି, (ହେମନ୍ତ ସାହୁ) : ଏବେ ସାରା ବିଶ୍ୱ କରୋନାର କବଳରେ । ଭାରତରେ ଦିନକୁ ଲକ୍ଷାଧିକ କରୋନା ସଂକ୍ରମିତଙ୍କ ସଂଖ୍ୟା ନଜରକୁ ଆସୁଥିବାବେଳେ ଓଡ଼ିଶାରେ ପାଖାପାଖି ଆଠହଜାର ସଂକ୍ରମିତ ପ୍ରତିଦିନ । କରୋନା ଆକ୍ରାନ୍ତଙ୍କ ଅବସ୍ଥାକୁ ଦେଖି ଘରେ ପୃଥକବାସରେ ରହି ଚିକିତ୍ସା ପାଇଁ ପରାମର୍ଶ
Read More...

ସ୍ୱର୍ଗତ ପଦ୍ମନାଭ ଦୁବେଙ୍କ ପତ୍ନୀ ବିୟୋଗ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପାଇକପଡ଼ାର ଶିକ୍ଷକ ମିହିର କୁମାର ଦୁବେଙ୍କ ମାଆ ଗିରିଜା ଦୁବେ(୭୧)ଙ୍କର ଗତକାଲି ସକାଳ ପ୍ରାୟ ବାର ଘଂଟା ସମୟରେ ପରଲୋକ ହେଇଯାଇଛି । ସେ ସ୍ୱର୍ଗତ କବି ତଥା ସଂସ୍କୃତିବିତ ପଦ୍ମନାଭ ଦୁବେଙ୍କ ପତ୍ନୀ ତଥା ଓଡ଼ିଶାର ଆଗଧାଡ଼ିର ଦୁଇ
Read More...

କରୋନା ସଚେତନତା ପାଇଁ ବରିଷ୍ଠ ଶିଳ୍ପୀ କେଦାରନାଥ ମହାରଣାଙ୍କ ନିଆରା ପ୍ରୟାସ

କଳାହାଣ୍ଡି, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ କରୋନା ଏବେ ବିଶ୍ୱବାସୀଙ୍କ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି । ଭାରତ ବର୍ଷରେ ଦୈନିକ ଚାରି ଲକ୍ଷରୁ ଉର୍ଦ୍ଧ୍ୱ ଓ ରାଜ୍ୟରେ ପ୍ରତିଦିନ ପ୍ରାୟ ଆଠ ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ହାର ବି କମ୍‌ ନୁହେଁ, ଯାହାକୁ ନେଇ ବିଭିନ୍ନ
Read More...

ମ.ରାମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର : କରୋନା ଟେଷ୍ଟିଂ ସଂଖ୍ୟା ବଢାଇବାକୁ ଦାବୀ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ କରୋନା ପଜିଟିଭଙ୍କ ସଂଖ୍ୟା ୩୦୦ ପାର ହେଇସାରିଛି । ଏବେ ଲୋକଙ୍କ ମନରେ ଭୟ ପ୍ରକାଶ ପାଇବା ସ୍ୱାଭାବିକ । ତେବେ କରୋନା ଟେଷ୍ଟିିଂ ସଂଖ୍ୟା ବଢିଲେ ଆହୁରି କରୋନା ପଜିଟିଭ ସଂଖ୍ୟା ସାମ୍ନାକୁ ଆସିବା ସହିତ ଲୋକେ ଶୀଘ୍ର
Read More...

ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ : ଯୁବକ ଗିରଫ

କଳାହାଣ୍ଡି, (ପି. କେ. ସାହୁ ) : ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଛି । ଏହି ଘଟଣାରେ ଡଙ୍ଗାଜୋର ଗାଁର ସୋମନାଥ ହରପାଲ(୧୮) ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଶ୍ୱନାଥପୁର ପୋଲିସ । ଜାମିନ
Read More...

ମେ’ ୨ ତାରିଖ ଯାଏଁ ସଟଡ଼ାଉନ ଘୋଷଣା କଲା ବଣିକ ସଂଘ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ କରୋନା ପଜିଟିଭ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମ.ରାମପୁର ବ୍ୟବସାୟୀ ସଂଘ ତରଫରୁ ଗତକାଲି ଏକ ବୈଠକ ସଂପାଦକ ପ୍ରଶାନ୍ତ ସାମନ୍ତରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହେଇ ଅପ୍ରେଲ୨୮ ତାରିଖରୁ
Read More...

କେନ୍ଦୁଘାଟିରେ ଅଟୋ ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ, ଜଣେ ଗୁରୁତର

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଥାନା ଅନ୍ତର୍ଗତ କେନ୍ଦୁଘାଟିଠାରେ ଗତ ରାତି ପ୍ରାୟ ଏଗାରଟା ବେଳେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେଇଥିଲା । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବା ବେଳେ ଅନ୍ୟଜଣେ ଗୁରୁତର ହେଇଥିବା ଜଣାପଡ଼ିଛି । ସୂତନାମୁତାବକ ମ.ରାମପୁର
Read More...

ଆମ ଜଙ୍ଗଲ ଯୋଜନା ଓ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ରେଂଜ କାର୍ୟ୍ୟାଳୟଠାରେ ଆମ ଜଙ୍ଗଲ ଯୋଜନା ଓ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ରେଂଜ ଅଧିକାରୀ ଅସିତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବନକର୍ମଚାରୀମାନଙ୍କୁ ଆମ ଜଙ୍ଗଲ ଯୋଜନା
Read More...

ଅଞ୍ଚଳବାସୀଙ୍କ ଦାବୀ ପରେ ବି ଲାଞ୍ଜିଗଡ଼ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ନୋହିଲା : ଜନତା-ପ୍ରଶାସନ ମଧ୍ୟରେ ସରଗରମ ଆଲୋଚନା,…

କଳାହାଣ୍ଡି, (ପି. କେ, ସାହୁ) : ଲାଞ୍ଜିଗଡ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ସମଗ୍ର ଲାଞ୍ଜିଗଡ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଥିବାବେଳେ ଲାଞ୍ଜିଗଡ ସହରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସହିତ ଲାଞ୍ଜିଗଡଠାରେ
Read More...