ଇନ୍ଦ୍ରାବତୀ ପାୱାର ଚ୍ୟାନେଲରେ ଭାସିଯାଇ ବୃଦ୍ଧ ନିଖୋଜ
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଛତା ବାନ୍ଦୁ ଗୁଡ଼ା ନିକଟ ଇନ୍ଦ୍ରାବତୀ ପାୱାର ଚ୍ୟାନେଲକୁ ଶୌଚ ପାଇଁ ଯାଇ ପ୍ରଖର ସ୍ରୋତରେ ଜଣେ ବୃଦ୍ଧ ଭାସି ଯାଇ ନିଖୋଜ ହୋଇ ଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରୁ ପ୍ରକାଶ ଯେ, ମଙ୍ଗଳପୁର ମାଝୀ ପଡାର କବି ମାଝୀ (୬୪)!-->…
Read More...
Read More...