ବିଶିଷ୍ଟ ମୃଦଙ୍ଗ ବାଦକ ଡି.ଧନୁର୍ଦ୍ଧର ରେଡ୍ଡୀଙ୍କ ବିୟୋଗ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଜଣେ ସୁନାମଧନ୍ୟ ବିଶିଷ୍ଟ ମୃଦଙ୍ଗ ବାଦକ ଡି.ଧନୁର୍ଦ୍ଧର ରେଡ୍ଡୀଙ୍କ ୬୫ ବର୍ଷ ବୟସରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ନିଜ ବାସଭବନରେ ତାଙ୍କର ବିୟୋଗ ଘଟିଥିବା ଜଣାପଡିଛି । ସେ ଗତ ଦେଢ଼ ମାସ ହେଲା ଅସୁସ୍ଥ ଥିଲେ ।!-->…
Read More...
Read More...