Browsing Tag

delanga news

ଭକ୍ତ ଦାସିଆ ଜୟନ୍ତୀ ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଭକ୍ତ ଶିରୋମଣି ଦାସିଆଙ୍କ ପବିତ୍ର ଜୟନ୍ତୀ ଉତ୍ସବ ଚଳିତ ମହା କାର୍ତ୍ତିକ ଶୁକ୍ଳ ଏକାଦଶୀ ନଭେମ୍ବର ୨୩ ତାରିଖ ଗୁରୁବାର ପାଳିତ ହେବା ଅବସରରେ ଭକ୍ତ ଦାସିଆ ସ୍ମୃତି କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଭାପତି ଡଃ. ପ୍ରତିଭା ମହାରଥୀଙ୍କ
Read More...

ଡେଲାଙ୍ଗ ବ୍ଲକର ପୂର୍ବତନ ଅଧକ୍ଷ ସତ୍ୟବାଦୀ ସ୍ୱାଇଁଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଳା ଡେଲାଙ୍ଗ ବ୍ଳକ୍ ଅଧିନ ହାକପଡା ଗ୍ରାମର ଡେଲାଙ୍ଗ ବ୍ଲକର ପ୍ରାକ୍ତନ ଅଧକ୍ଷ ସତ୍ୟବାଦୀ ସ୍ୱାଇଁ( ୮୨)ଙ୍କ ନଭେମ୍ବର ୧୨ତାରିଖ ରବିବାର ରାତ୍ର ୯ଟା ରେ ଭୁବନେଶ୍ୱର କେୟାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି ।
Read More...

ଡେଲାଙ୍ଗରେ କୃଷି ଭିତ୍ତିକ ଯନ୍ତ୍ର ପ୍ରଦର୍ଶନୀ ମେଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୃଷି ସୂଚନା ପରାମର୍ଶ କେନ୍ଦ୍ର ଓ ଡେଲାଙ୍ଗ କୋଠବାଡ଼ ଗ୍ରାମ ପଞ୍ଚାୟତର ମିଳିତ ଆୟୋଜନରେ କୃଷି ଓ କୃଷକ ସଶକ୍ତିକରଣ ନେଇ ତଥା ଆଧୁନିକ ବୈଷୟିକ ଯନ୍ତ୍ରପାତି ଓ ଜ୍ଞାନ କୌଶଳ ପ୍ରୟୋଗ କରି କୃଷି ବିକାଶ ଓ କୃଷକର ସମୃଦ୍ଧି ପାଇଁ ଶୁକ୍ରବାର ଡେଲାଙ୍ଗ
Read More...

ସବ୍ୟସାଚୀ ସେନାପତି ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାକୁ ମନୋନୀତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ନଭେମ୍ବର ୬ ତାରିଖରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଉଦ୍‌ଯାପିତ ହୋଇଯାଇଛି । କୁଇଜ ବରିଷ୍ଠ ବିଭାଗ ପ୍ରତିଯୋଗିତାରେ ପୁରୀ ଜିଲ୍ଲାର ୧୧ଗୋଟି ବ୍ଲକର କୃତି ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଡେଲାଙ୍ଗ
Read More...

ଡେଲାଙ୍ଗରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଆଭା ଅନୁଷ୍ଠାନ, ଡଂପୁର ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ପୁରୀ ଜିଲ୍ଲା ପ୍ରଶାସନ ଓ ଡେଲାଙ୍ଗ ବ୍ଲକ ପ୍ରଶାସନର ଆୟୋଜନରେ ସୋମବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର
Read More...

ଯୁଦ୍ଧ ଏବଂ ସଶସ୍ତ୍ର ଦ୍ୱନ୍ଦ ହେତୁ ଘଟୁଥିବା ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଆର୍ନ୍ତଜାତୀୟ ଦିବସ

ଡେଲାଙ୍ଗ, (ଦୀଲ୍ଲୀପ କୁମାର ଧାଉଡ଼ିଆ) : ଯୁଦ୍ଧ ଏବଂ ସଶସ୍ତ୍ର ଦ୍ୱନ୍ଦ ହେତୁ ଘଟୁଥିବା ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଆର୍ନ୍ତଜାତୀୟ ଦିବସ ପାଳନ ଅତ୍ୟନ୍ତ‌ ଗୁରୁତ୍ୱପୂର୍ଣ୍ଣ ଅଟେ ୬ ନଭେମ୍ବରରେ ପାଳିତ ହେଉଥିବା ଏହି ଦିବସ ପରିବେଶ ତଥା ପ୍ରାକୃତିକ ସମ୍ପଦ ଉପରେ ଯୁଦ୍ଧର ଭୟଙ୍କର ପ୍ରଭାବ
Read More...

ଆଜି ସ୍ମାର୍ଟ ହୋମ ଡେ’

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୩ ନଭେମ୍ବରରେ “ସ୍ମାର୍ଟ ହୋମ୍ ଡେ” ବା "କୁଶଳ ଗୃହ ଦିବସ" ପାଳନ କରାଯାଏ । ଆଲୋକ, ଉତ୍ତାପ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ସହିତ ସଜ୍ଜିତ ଏକ ସ୍ମାର୍ଟ ଘର ଯାହା ସ୍ମାର୍ଟଫୋନ୍ କିମ୍ବା କମ୍ପ୍ୟୁଟର ଦ୍ୱାରା ଦୂରରୁ ନିୟନ୍ତ୍ରିତ ହୋଇପାରିବ ।
Read More...

ବିଶ୍ୱ ମିତବ୍ୟୟିତା ଦିବସରେ ସଞ୍ଚୟ ରଥକୁ ସ୍ୱାଗତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୂଲ୍ୟରେ ସୋମବାର ବିଶ୍ୱ ମିତବ୍ୟୟିତା ଦିବସ-୨୦୨୩ ପାଳିତ ହୋଇଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ଜନସାଧାରଣଙ୍କ ସଞ୍ଚୟକୁ ଏକ ଅଭ୍ୟାସରେ ପରିଣତ କରିବା ଏବଂ ଅନାବଶ୍ୟକ ଖର୍ଚ୍ଚକୁ
Read More...

ରେଡକ୍ରସ ସ୍ୱେଚ୍ଛାସେବୀମାନଙ୍କ ପ୍ରଶିକ୍ଷଣ କର୍ମଶାଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ରେଡକ୍ରସ୍ ୟୁନିଟ୍ ଆନୁକୂଲ୍ୟରେ ନୂତନ ରେଡକ୍ରସ୍ ସ୍ୱେଛାସେବୀମାନଙ୍କ ପାଇଁ ଏକ ଦିବସୀୟ ପ୍ରବେଶ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହେବା ସହିତ ଚଳିତ ନଭେମ୍ବର ୧୮-୨୦ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ତ୍ରିଦିବସୀୟ
Read More...

ବିଶ୍ଵ ନିରାମିଷଭୋକ୍ତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଶ୍ୱ ଭେଗାନ୍ ଡେ" ବା "ବିଶ୍ଵ ନିରାମିଷଭୋକ୍ତା ଦିବସ" ନଭେମ୍ବର ୧ରେ ଏହା ଏକ ବାର୍ଷିକ କାର୍ଯ୍ୟକ୍ରମ ଯାହାକି ସମଗ୍ର ବିଶ୍ୱରେ ଲୋକଙ୍କୁ ଉଦ୍ଭିଦ ଜାତ ଖାଦ୍ୟ ଗ୍ରହଣ କରିବାକୁ ଉତ୍ସାହିତ କରିବା ଉପରେ ଧ୍ୟାନ ଦେଇଥାଏ । ଏକ ଶାକାହାରୀ ଜୀବନଶୈଳୀ
Read More...