Browsing Tag

chandigarh news

ଅମୃତସର ସ୍ୱର୍ଣ୍ଣ ମନ୍ଦିର ପାଖରେ ୩୬ ଘଣ୍ଟାରେ ୨ ବିସ୍ଫୋରଣ

ଚଣ୍ଡିଗଡ଼ : ସୋମବାର ସକାଳେ ପଞ୍ଜାବର ଅମୃତସରର ସ୍ୱର୍ଣ୍ଣ ମନ୍ଦିରର ହେରିଟେଜ୍ ଛକରେ ପୁଣି ଏକ ବିସ୍ଫୋରଣ ଘଟିଛି । ଗତ ୩୬ ଘଣ୍ଟା ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବିସ୍ଫୋରଣ । ଶନିବାର ଦିନ ପ୍ରାୟ ୧୨ଟା ସମୟରେ ସରାଗଡ଼ି ପାର୍କିଂ ନିକଟରେ ଏକ ବିସ୍ଫୋରଣ ଘଟିଥିଲା, ଏହି କାରଣରୁ ରେଷ୍ଟୁରାଣ୍ଟର
Read More...

ଚଣ୍ଡିଗଡ଼ର ନୂତନ ମେୟର ଭାବେ ଅନୁପ ଗୁପ୍ତା ନିର୍ବାଚିତ

ଚଣ୍ଡିଗଡ଼ : ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଯଶବୀର ସିଂଙ୍କୁ ମାତ୍ର ଗୋଟିଏ ଭୋଟରେ ପରାସ୍ତ କରି ଭାଜପାର ଅନୁପ ଗୁପ୍ତା ମଙ୍ଗଳବାର ଚଣ୍ଡିଗଡ଼ର ନୂଆ ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ଗୁପ୍ତାଙ୍କୁ ୧୫ ଭୋଟ ମିଳିଥିବା ବେଳେ ଏଏପି ପ୍ରାର୍ଥୀଙ୍କୁ ୧୪ଟି ଭୋଟ ମିଳିଥିଲା ।
Read More...

ବିଏସଏଫ ଯବାନଙ୍କ ଦ୍ୱାରା ଡ୍ରଗ୍ସ ତସ୍କରୀ ଯୋଜନା ପଣ୍ଡ

ଚଣ୍ଡିଗଡ଼ : ପଞ୍ଜାବର ଅନ୍ତର୍ଜାତୀୟ ସୀମାରେ ଡ୍ରୋନ ସାହାଯ୍ୟରେ ମାଦକ ଦ୍ରବ୍ୟ ପଠାଉଥିବା ଏକ ପାକିସ୍ତାନୀ ଡ୍ରୋନ୍‌କୁ ଅକାମୀ କରିଛି ସୀମା ସୁରକ୍ଷା ବଳ(ବିଏସଏଫ), ଫଳରେ ଡ୍ରୋନଟି ଅନ୍ୟ ଏକ ପାର୍ଶ୍ୱରେ ପଡ଼ିଯାଇଥିଲା । ଜଣେ ବରିଷ୍ଠ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି
Read More...

ଉପୁଡିଲା ୨୫୦ ବର୍ଷ ପୁରୁଣା ଗଛ : ୧ ମୃତ, ୧୩ ଆହତ

ଚଣ୍ଡିଗଡ : ଚଣ୍ଡିଗଡ଼ର ସେକ୍ଟର ୯ର କାର୍ମେଲ କନଭେଣ୍ଟ ସ୍କୁଲରେ ଏକ ୨୫୦ ବର୍ଷ ପୁରୁଣା ଓସ୍ତ ଗଛ ଉପୁଡିପଡିଥିଲା । ଏଥିରେ ଜଣେ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ସିଭିଲ ଡିଫେନ୍ସ ଏବଂ ପୋଲିସ କଟର
Read More...

ବଲିଉଡ ଅଭିନେତ୍ରୀ ମାହି ଗିଲ୍‌ ବିଜେପିରେ ଯୋଗଦେଲେ

ଚଣ୍ଡିଗଡ଼ : ଆଉ କିଛି ଦିନ ବ୍ୟବଧାନରେ ପଞ୍ଜାବର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ ନିର୍ବାଚନ ପୂର୍ବରୁ ନିଜ ଦଳରେ ବିଜେପି ଏପରି କିଛି ଚେହେରାଙ୍କୁ ସାମିଲ କରୁଛି, ଯାହାଙ୍କ ଦ୍ୱାରା ଭୋଟର୍‌ମାନଙ୍କର ଭୋଟ ହାତେଇବା ପାଇଁ ସହଜ ହେବ । ବିଜେପି ଏବେ ପଂଜାବ ରାଜନୀତିକୁ ହାତେଇବା
Read More...

ଚରଣଜିତ୍‌ ସିଂହ ଚନ୍ନି ହେଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ : ଚରଣଜିତ୍‌ ସିଂହ ଚନ୍ନି ହେଲେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏନେଇ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ୍‌ ରାୱତ । ଟ୍ୱିଟ୍‌ କରି ହରିଶ୍ ରାୱତ କହିଛନ୍ତି, 'ଚରଣଜିତ୍ ସିଂହ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ
Read More...

ସେପ୍ଟେମ୍ବର ୬ ଯାଏଁ ହରିୟାଣାରେ ବଢ଼ିଲା ଲକଡାଉନ ଅବଧି

ଚଣ୍ଡିଗଡ଼ : ସେପ୍ଟେମ୍ବର ୬ ଯାଏଁ ହରିୟାଣାରେ ବଢ଼ିଛି ଲକଡାଉନ ଅବଧି । ଏନେଇ ହରିୟାଣା ସରକାର ଘୋଷଣା କରିଛନ୍ତି । ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଛି । ତେବେ ଏହି ନୂଆ ଗାଇଡଲାଇନ୍ ଅନୁସାରେ, କଟକଣାରେ କିଛିଟା କୋହଳ କରିଛନ୍ତି ରାଜ୍ୟ ସରକାର । ଲକଡାଉନ ସମୟରେ ହୋଟେଲ
Read More...

ଶ୍ରେଷ୍ଠ ଧାବକ ଫ୍ଲାଇଂ ଶିଖ୍‌ ମିଲ୍‌ଖା ସିଂହଙ୍କ ଦେହାନ୍ତ

ଚଣ୍ଡିଗଡ଼ : ଶ୍ରେଷ୍ଠ ଧାବକ ଫ୍ଲାଇଂ ଶିଖ୍‌ ମିଲ୍‌ଖା ସିଂହ(୯୧)ଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ପାଖାପାଖି ମାସେ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ ଗତରାତି ପ୍ରାୟ ସାଢେ଼ ୧୧ଟାରେ ତାଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି । ତାଙ୍କ ବିୟୋଗରେ କ୍ରୀଡ଼ା ଜଗତରେ ଶୋକର
Read More...