Browsing Tag

bramhapur news

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ‘ନିର୍ବାଚନର ପର୍ବ ଦେଶର ଗର୍ବ’ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, କ୍ଷେତ୍ର କାର୍ଯ୍ୟାଳୟ ବ୍ରହ୍ମପୁର ତଥା ଜାତୀୟ ସେବା ଯୋଜନା ବ୍ୟୁରୋ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ
Read More...

ଭାରତରେ ବିକଳ୍ପ ରାଜନୈତିକ ଶକ୍ତିର ଆବଶ୍ୟକତା ରହିଛି : ସମାଜବାଦୀ ନେତା ସନ୍ଦିପ ପାଣ୍ଡେ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତୀୟ ସମ୍ବିଧାନର ସୁରକ୍ଷା ସହିତ ଦେଶରେ ସମତା ପ୍ରତିଷ୍ଠା କରିବା ପାଇଁ ଏକ ନୂତନ ରାଜନୈତିକ ଶକ୍ତିର ଆବଶ୍ୟକତା ରହିଛି ବୋଲି ମେଗାସେସ୍ ପୁରସ୍କାରପ୍ରାପ୍ତ ତଥା ବିଶିଷ୍ଟ ସମାଜବାଦୀ ନେତା ସନ୍ଦିପ ପାଣ୍ଡେ ପ୍ରକାଶ କରିଛନ୍ତି । ସ୍ଥାନୀୟ ବିଜିପୁର
Read More...

ବରିଷ୍ଠ ଲେଖିକା ପୁଷ୍ପାଞ୍ଜଳି ପଟ୍ଟନାୟକଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗରର ବରିଷ୍ଠ ସାହିତ୍ୟିକା ପୁଷ୍ପାଞ୍ଜଳି ପଟ୍ଟନାୟକ (୭୪)ଙ୍କର ରବିବାର ପୂର୍ବାହ୍ନରେ ସ୍ଥାନୀୟ ଗଜପତି ନଗର ୭ମ ଲାଇନ୍ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଅସୁସ୍ଥତା ଯୋଗୁଁ ସେ କିଛି ଦିନ ଧରି ଚିକିତ୍ସାଧୀନ ଥିଲେ । ସାରସ୍ୱତ
Read More...

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପାଠଚକ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ଏବଂ ଆଇ.କ୍ୟୁ.ଏସି.ର ମିଳିତ ଆନୁକୂଲ୍ୟରେ ଏକ ପାଠଚକ୍ର ଶନିବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ବିଜ୍ଞାନ ମହାବିଦ୍ୟାଳୟରେ ରକ୍ତଦାନ ସମ୍ପର୍କିତ ସଚେତନତା କର୍ମଶାଳା ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଯୁବ-ରେଡକ୍ରସ ତଥା ରେଡ୍‌ ରିବନ୍‌ କ୍ଲବ ତରଫରୁ ରକ୍ତଦାନ ଏକ ମହତ୍ ଦାନ ବୋଲି ଏକ ସଚେତନତା ସମ୍ପର୍କିତ କର୍ମଶାଳା ଶନିବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅଜୟ କୁମାର
Read More...

ଗଞ୍ଜାମର ଦୁଇ ଟାଣୁଆ ବିଧାୟିକା ନାମାଙ୍କନ ଭରିଲେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଟାଣୁଆ ନେତ୍ରୀ କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କୁ ପୁଣି ସୁଯୋଗ ମିଳିଛି । ଲତିକା ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଆସି ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ
Read More...

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗର ଦିନିକିଆ ପାଠଚକ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗ ଓ ଆକ୍ୟୁଏସିର ମିଳିତ ଆନୁକୂଲ୍ୟରେ ଏକ ପ୍ରାଣୀ ବିଜ୍ଞାନ ପାଠଚକ୍ର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ
Read More...

ନବୀନଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ ରଜନୀ ପାଢ଼ୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବହୁ ଚର୍ଚ୍ଚିତପୂର୍ଣ୍ଣ ହିଞ୍ଜିଳି ବିଧାନସଭା ଆସନ ଅଳଙ୍କୃତ କରିବା ପାଇଁ କିଏ ବା' କାହିଁକି ବ୍ୟାଗ୍ର ନୁହଁ କି । ଏହି ଆସନରୁ ଲଢ଼ିବା ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ରଜନୀ କାନ୍ତ ପାଢ଼ୀ ଗୁରୁବାର ଶହସ୍ରାଧିକ ଲୋକଙ୍କ ମେଳରେ ନେତା ଓ
Read More...

ଗଞ୍ଜାମର ଅତୀତ ଓ ବର୍ତ୍ତମାନ ସ୍ମାରକୀ ଗ୍ରନ୍ଥ ପ୍ରକାଶନ ନିଷ୍ପତ୍ତି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସମଗ୍ର ଓଡ଼ିଶା ତଥା ଭାରତ ବର୍ଷର ସାହିତ୍ୟ, ସଂସ୍କୃତି, ଐତିହ୍ୟ, ସ୍ୱାଧୀନତା, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଛାତ୍ର ଆନ୍ଦୋଳନ, କଳା, ରାଜନୀତି ପ୍ରଭୃତି କ୍ଷେତ୍ରରେ ଗଞ୍ଜାମ (ଅବିଭକ୍ତ) ଜିଲ୍ଲାର ଅବଦାନ ସ୍ୱତନ୍ତ୍ର । ଗଞ୍ଜାମର ଐତିହ୍ୟ
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ପାଠଚକ୍ର ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ ଏକ ପାଠଚକ୍ର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବାଣିଜ୍ୟ ବିଭାଗ ସଂକ୍ରାନ୍ତୀୟ ପାଠଚକ୍ର ଅନୁଷ୍ଠିତ
Read More...