ସୀତାନଗରରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ସୀତାନଗରରୁ ଏକ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି । ଉକ୍ତ ଗ୍ରାମରେ ଏକ ଜାଲରେ ସାପଟି ଛନ୍ଦି ହୋଇଯାଇଥିବା ସ୍ଥାନୀୟ ଅଂଚଳବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ବନ୍ୟ ପ୍ରାଣୀ ସୁରକ୍ଷା!-->…
Read More...
Read More...