Browsing Tag

bhubaneswar news

ସାହିତ୍ୟ ଅକାଦେମିର ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନା ଚକ୍ର ଉଦ୍‌ଯାପିତ

କବିସନ୍ଧିରେ ଯୋଗଦେଲେ ଶତ୍ରୁଘ୍ନ ପାଣ୍ଡବ ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଆୟୋଜିତ ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନା ଚକ୍ର ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ଏହି ଆଲୋଚନା ଚକ୍ରର ଦ୍ଵିତୀୟ ଦିବସର ପ୍ରଥମ ଅଧିବେଶନରେ…
Read More...

୪୮ ଘଣ୍ଟା ମଧ୍ୟରେ ଚାଷୀ ପାଇବେ ଏମ୍.ଏସ୍.ପି ସହାୟତା ରାଶି

ଭୁବନେଶ୍ୱର : ଚଳିତ ଖରିଫ ଋତୁରେ ସମଗ୍ର ରାଜ୍ୟରେ ଧାନକିଣା ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି । ପଞ୍ଜୀକୃତ ଚାଷୀ ମଣ୍ଡିରେ ଧାନ ବିକିବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟତା ମୂଲ୍ୟ ପାଇପାରୁଛନ୍ତି । ଏଥି ନିମନ୍ତେ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…
Read More...

ବାହାର ରାଜ୍ୟର ଧାନ ଗାଡି ଉପରେ ନଜର : ବିଭିନ୍ନ ଜିଲ୍ଲାରେ ନିଯୁକ୍ତ ଅଛନ୍ତି ଏନଫୋର୍ସମେଣ୍ଟ ଟିମ

ଭୁବନେଶ୍ୱର : ରାଜ୍ୟରେ କୃଷକମାନଙ୍କ ଠାରୁ ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯୋଗ୍ୟ ଚାଷୀ ସେମାନଙ୍କ ଧାନକୁ ସରକାରୀ ସ୍ତରରେ ବିକ୍ରୟ କରିପାରିବେ ଏଥି ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ବାହାର ରାଜ୍ୟରୁ ଯେଭଳି ଧାନ…
Read More...

ସାହିତ୍ୟ ଏକାଡେ଼ମୀର ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଉଦ୍‌ଘାଟିତ

ଓଡ଼ିଆ କବିତାରେ ନବ୍ୟ - ଆଧୁନିକତାର ପ୍ରବର୍ତ୍ତକ ଗୁରୁପ୍ରସାଦ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଆ କବିତାରେ ଆଧୁନିକତାର ଧାରା ପ୍ରବର୍ତ୍ତକ ହେଉଛନ୍ତି ପ୍ରସିଦ୍ଧ କବି ଗୁରୁପ୍ରସାଦ ମହାନ୍ତି । ସମକାଳର କବିତାକୁ ସମକାଳର ଭାଷାରେ ପ୍ରକାଶ କରୁଥିବା କବି ହେଉଛନ୍ତି ପ୍ରାଚ୍ୟ -…
Read More...

ନିର୍ଦ୍ଦେଶ ନିୟନ୍ତ୍ରଣ ଏବଂ ଅଭିଜ୍ଞତା କେନ୍ଦ୍ର ଉଦ୍‌ଘାଟିତ

ଧାନ ସଂଗ୍ରହ ସମୟରେ ରହିବ ତୀକ୍ଷ୍ଣ ନଜରଟୋଲଫ୍ରି ନଂ ୧୯୬୭ ମାଧ୍ୟମରେ କରିହେବ ଅଭିଯୋଗ ଭୁବନେଶ୍ୱର : ରାଜ୍ୟରେ କୃଷକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯୋଗ୍ୟ ଚାଷୀ ଯେଭଳି ନିଜର ପ୍ରାପ୍ୟ ପାଇବାରୁ ବଞ୍ଚିତ ନହୁଅନ୍ତି ଏଥି ନିମନ୍ତେ ସମସ୍ତ…
Read More...

ଜାତିୟ ଜୁନିଅର ବ୍ୟାଡମିନ୍ଟନ ଚାମ୍ପିଅନ୍‌ସିପ୍‌ ଉଦ୍‌ଯାପିତ

ପ୍ରକ୍ରିତି ଭାରତ ବାଳିକା ସିଙ୍ଗଲ ଚାମ୍ପିୟାନ୍‌ପ୍ରଣୟ ସେଟ୍ଟିଗାର ବାଳକ ଚାମ୍ପିୟନ୍‌ବିଶାଖା ଟପ୍ପୋ - ଲାଲରାମ ସାଙ୍ଗା ମିକ୍ସଡ଼ ଡବଲସ୍‌ ଚାମ୍ପିୟନ୍‌ବାକଳ ଡବଲସ୍‌ରେ ଅର୍ଶ ମୋହମ୍ମଦ ଓ ସଂସ୍କାର ସାରସ୍ୱତ ଏବଂ ବାଳିକା ଡବଲସ୍‌ରେ ଲାଲ ରେମ୍ପୁଇ ତନୁ ଚନ୍ଦ୍ରା ଚାମ୍ପିୟନ ଭୁବନେଶ୍ୱର :…
Read More...

ଜାତୀୟ ଜୁନିଅର ବ୍ୟାଡ୍‌ମିଣ୍ଟନ ଚାମ୍ପିଅନ୍‌ସିପ୍‌

ତନଭି ସିଙ୍ଗିଲସ୍‌ରେ ପ୍ରଗତି ଓ ବିଶାଖା ଡବଲ୍ସ ଟାଇଟଲ ରେସ୍‌ରୁ ବାହାରସିଙ୍ଗଲସ ବାଳିକାରେ ତାମିଲନାଡୁର ପ୍ରକ୍ରିତି ଭରଥ ଓ ମହାରାଷ୍ଟ୍ରର ଅଲିଶା ନାଏକ ମଧ୍ୟରେ ମୁକାବିଲାସିଙ୍ଗଲସ୍‌ ବାଳକରେ କର୍ଣ୍ଣାଟକର ତୁଷାର ସୁବୀର ଓ ମହାରାଷ୍ଟ୍ରର ପ୍ରଣୟ ସେଟିଗାର ମଧ୍ୟରେ ମୁକାବିଲା ଭୁବନେଶ୍ୱର :…
Read More...

୨୮ରୁ ସାହିତ୍ୟ ଅକାଦେମିର ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର

କବିସନ୍ଧିରେ ଯୋଗଦେବେ ଶତ୍ରୁଘ୍ନ ପାଣ୍ଡବ ଭୁବନେଶ୍ୱର : ସାହିତ୍ୟ ଅକାଦେମି ପକ୍ଷରୁ ଆସନ୍ତା ୨୮ ଓ ୨୯ ତାରିଖରେ ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଭୁବନେଶ୍ୱରର ବୁଦ୍ଧମନ୍ଦିର ସଭାଗୃହରେ ୨୮ ତାରିଖ ସକାଳ ୧୦ଟା ୩୦ରେ ଆରମ୍ଭ ହେବାକୁଥିବା ଏହି…
Read More...

ସୁପ୍ରିମକୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ ସ୍ଥାୟୀ ବଦଳରେ ଠିକା ନିଯୁକ୍ତି ବୃଦ୍ଧି ଯୋଗୁଁ ଏଚ୍‌ଏମ୍‌ଏସ୍‌ ଉପାଧ୍ୟକ୍ଷ ରବି…

ଭୁବନେଶ୍ୱର : ଦେଶର ବିଭିନ୍ନ ସଂସ୍ଥା ଠିକା ନିଯୁକ୍ତିକୁ ଆପଣାଇବାର ଅଲଗା କାରଣ ସବୁ ଥାଇପାରେ । ନିଯୁକ୍ତି ଓ ଶ୍ରମ ଆଇନ କଡାକଡି ଥିବାରୁ ତାକୁ ଏଡାଇବାକୁ ଖର୍ଚ କମାଇବା ଏବଂ ଶିଳ୍ପ ଉଦ୍ୟୋଗର ବଦଳୁ ଥିବା ପଦ୍ଧତିକୁ ନେଇ ଏହା ହୋଇ ଥାଇପାରେ । ଉଦ୍ୟୋଗ ଭିତ୍ତିକ ବିଭିନ୍ନ ଗବେଷଣାରୁ…
Read More...

ଓଡିଶା ଘରୋଇ ଆଇଟିଆଇ ସଂଘର ବାର୍ଷିକ ସାଧାରଣ ବୈଠକ

ଭୁବନେଶ୍ୱର : ଓଡିଶା ଘରୋଇ ଆଇ. ଟି. ଆଇ ସଂଘ (ସ୍ପିଟିଆ)ର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ଡ. ଅରୁଣ କୁମାର ନାୟକଙ୍କ ସଭାପତିତ୍ୱରେ ଆଜିର ଏହି ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଆଜିର ଏହି ବୈଠକରେ ହାଇକୋର୍ଟରେ ଚାଲିଥିବା କେଶ…
Read More...