Browsing Tag

bhubaneswar news

ସକାଳ ୭ରୁ ୧୦ ଓ ସନ୍ଧ୍ୟା ୫ରୁ ୮ ମଧ୍ୟରେ ରାସନ ବଣ୍ଟନ

ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ଜିଲ୍ଲାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଜାରି କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ରାସନ ସାମଗ୍ରୀ ସକାଳ ସାତଟାରୁ ୧୦ଟା…
Read More...

ଆହତ କର୍ମୀଙ୍କ ପାଇଁ ତାରା ବଜାଇଲେ ଘଣ୍ଟ

ଭୁବନେଶ୍ୱର : ଜିଦ୍‌ରେ ଅଟଳ କଂଗ୍ରେସ । ରାଲିରେ ଆହତ କର୍ମୀଙ୍କ ପାଇଁ ତାରା ଘଣ୍ଟ ବଜାଇ ଗଲେ ମନ୍ଦିର । ଖାଲି ମନ୍ଦିର ଯାଇନଥିଲେ ତ ଆର୍ଯ୍ୟ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ଗୁରୁବାର ବିକ୍ଷୋଭ ସ୍ଥଳରେ ପୋଲିସ ଆକ୍ରମଣରେ ଆହତ ହୋଇଥିବା କଂଗ୍ରେସ କର୍ମୀଙ୍କ…
Read More...

ଏଚ୍‌ଏଲ୍‌ସିଏ ବୈଠକରେ ୧.୬୫ ଲକ୍ଷ କୋଟିର ନିବେଶକୁ ମଞ୍ଜୁରି

ଭୁବନେଶ୍ୱର, : ଭାରତର ନିବେଶ ହବ୍‌ ଭାବେ ସ୍ଥିତି ମଜଭୁତ କରୁଛି ଓଡ଼ିଶା । ଏହି କ୍ରମରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ୪୦ତମ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ)ଙ୍କ ବୈଠକରେ ୧୦ଟି ପ୍ରମୁଖ ଶିଳ୍ପ ପ୍ରସ୍ତାବକୁ ମିଳିଛି ଅନୁମୋଦନ ।…
Read More...

ମଧ୍ୟାହ୍ନ ଭୋଜନରେ ସାମିଲ ହେଲା ପୁଷ୍ଟିକର ଲଡୁ

ଭୁବନେଶ୍ୱର : ମଧ୍ୟାହ୍ନ ଭୋଜନରେ ଏଣିକି ପିଲାଙ୍କୁ ମିଳିବ ଲଡୁ । ଅଣ୍ଡା ସହ ପୁଷ୍ଟିକର ଲଡୁ ମଧ୍ୟାହ୍ନ ଭୋଜନରେ ଦିଆଯିବ । ସପ୍ତାହକୁ ୩ ଦିନ ମିଳିବ ପୁଷ୍ଟିକର ଲଡୁ । ମଙ୍ଗଳବାର, ଗୁରୁବାର, ଶନିବାର ପୁଷ୍ଟିକର ଲଡୁ ମିଳିବ । ସେହିଭଳି ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ଅଣ୍ଡା ଦିଆଯିବ ।…
Read More...

ବିରୋଧୀଙ୍କୁ ବିଜେପିର ଟାର୍ଗେଟ : ଗୃହର ମର୍ଯ୍ୟାଦା ରହିବା ଜରୁରୀ

ଭୁବନେଶ୍ୱର : ରାଜନୀତି ହାଇଡ୍ରାମା । ପ୍ରଥମେ ବିଧାନସଭା, ପରେ ରାଜରାସ୍ତା, ଆଉ ଏବେ ପ୍ରେସ୍‌ମିଟ୍‌ ଜରିଆରେ ଚାଲିଛି ଆରୋପ -ପ୍ରତ୍ୟାରୋପ । ବୁଧବାର କଂଗ୍ରେସ ପ୍ରେସମିଟ୍‌ କରି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଗୁରୁବାର ଦିନ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ହୋଇଥିଲା…
Read More...

ଗଙ୍ଗାଜଳ ଛିଞ୍ଚି ଛିଞ୍ଚି ବିଧାନସଭାରେ ପ୍ରବେଶ କଲେ ବିଜେଡି ସଦସ୍ୟ

ଭୁବନେଶ୍ୱର : ବିଧାନସଭାରେ କେବେ ପୋଲିସ ପସିନଥିଲା କିମ୍ବା ବିଧାୟକଙ୍କ ଉପରକୁ କେବେ ଆକ୍ରମଣ କରିନଥିଲା । ଯାହାଦ୍ୱାରା ବିଧାନସଭା ଅପବିତ୍ର ହୋଇଛି । ସେଥିପାଇଁ ବିଧାନସଭାରେ ପଶିବା ପୂର୍ବରୁ ବିଧାନସଭା ଚାରିପଟେ ମାଟି କଳସରେ ଗଙ୍ଗା ଜଳ ଧରି ଆମ୍ବଡାଳରେ ସିଞ୍ଚନ କରିଛନ୍ତି ବିଜେଡ଼ି ସଦସ୍ୟ…
Read More...

ହୋମଗାର୍ଡ ପରୀକ୍ଷାର୍ଥୀଙ୍କ ମୃତ୍ୟୁ

ଭୁବନେଶ୍ୱର : ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାଇଥାନ୍ତେ ହୋମଗାର୍ଡ ଚାକିରି । ହେଲେ ଅଧୁରା ରହିଗଲା ସ୍ୱପ୍ନ । ଫିଜିକାଲ୍‌ ଟେଷ୍ଟରେ ଦୌଡିବା ସମୟରେ ଅସୁସ୍ଥ ହୋଇ ଚାଲିଗଲା ପରୀକ୍ଷାର୍ଥୀଙ୍କ ଜୀବନ । ମୃତକ ହେଲେ ବୁଡିଦୋ ଗ୍ରାମର ପ୍ରଦୀପ କୁମାର ଦେହୁରୀଙ୍କ ପୁଅ ସାହେବ ଦେହୁରୀ (୧୯) ।…
Read More...

କଂଗ୍ରେସ ଦଳ ପକ୍ଷରୁ ବିଧାନସଭାରେ ବିକ୍ଷୋଭ ପ୍ରଦର୍ଶନ : ଆଜି ସକାଳ ୯ଟାରୁ ଅପରାହ୍ନ ୩ଟା ଯାଏ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର : ଆଜି କଂଗ୍ରେସ ଦଳ ପକ୍ଷରୁ ବିଧାନସଭା ଓ ଏହାର ଆଖପାଖ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସହର ଏବଂ ଏହାର ଆଖପାଖରେ ବିଶେଷକରି ରାଜମହଲ ଛକରୁ ରୁପାଲି ଛକ ପର୍ଯ୍ୟନ୍ତ ରାସ୍ତାରେ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟ୍ରାଫିକ୍‌ ସମସ୍ୟା…
Read More...

୨୯ରୁ ଫେରିବ ଗ୍ରୀଷ୍ମ ପ୍ରବାହ : ୩୧ରୁ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ପୁଣି ଫେରିବ ତାତି । ୨୯ରୁ ପୁଣି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଅଭ୍ୟନ୍ତରୀଣ ଓଡ଼ିଶା ହେବ ବିଶେଷ ପ୍ରଭାବିତ । ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ୫ ଜିଲ୍ଲା ହେଲା ସୋନପୁର, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର । ୩୧ ତାରିଖ ଯାଏଁ ରାଜ୍ୟରେ…
Read More...

ଅସୁସ୍ଥ ହୋଇପଡ଼ିଲେ ତାରା : ପହଞ୍ଚିଲେ ଡାକ୍ତର

ଭୁବନେଶ୍ୱର : ଗତକାଲି ୧୨ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିବା ପରେ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ । ବାଚସ୍ପତିଙ୍କ ଆକ୍ସନ ପରେ ରିଆକ୍ସନ ଦେଖାଇଛନ୍ତି କଂଗ୍ରେସ ବିଧାୟକ । ଗତକାଲି ବିଧାନସଭା ଭିତରେ ଓ ବାହାରେ ତମ୍ବିତଫାନ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାୟକ ।…
Read More...