Browsing Tag

bhubaneswar news

ଡିଜି ଟ୍ୟାଗିଂ ପାଇଁ ଓଡ଼ିଶା କୃଷି ବିଭାଗକୁ ପୁରସ୍କୃତ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର : ଡିଜି ଟ୍ୟାଗିଂ ପାଇଁ ସର୍ବ ଭାରତୀୟ ସ୍ତରରେ ଓଡ଼ିଶା ସରକାରଙ୍କ କୃଷି ବିଭାଗ ପୁରସ୍କୃତ ହୋଇଛି । ଲ୍ୟାଣ୍ଡ ରେକର୍ଡ ଓ କ୍ରପ୍ ପାଇଁ ଡିଜି ଟ୍ୟାଗିଂରେ ଭାରତ ସରକାର ଓଡ଼ିଶା ସରକାରଙ୍କ କୃଷି ବିଭାଗକୁ ପୁରସ୍କୃତ କରିଛନ୍ତି । ଡିଜିଟାଇଜେସନ କରିବା ଦ୍ୱାରା ଡିବିଟି ମାଧ୍ୟମରେ
Read More...

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର : ସ୍ମାର୍ଟ ମିଟର ରେଣ୍ଟ୍ ଛାଡ଼

ଭୁବନେଶ୍ୱର : ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ରାଜ୍ୟରେ ବଢ଼ିଲାନି ବିଦ୍ୟୁତ ଦର । ଦର ଅପରିବର୍ତ୍ତିତ ରହିଥିବା ପ୍ରେସମିଟ୍‌ରେ ଓଇଆରସି ପକ୍ଷରୁ ଘୋଷଣା କରାଯାଇଛି । ସାଧାରଣ ଗ୍ରାହକଙ୍କ ପାଇଁ ଅପରିବର୍ତ୍ତିତ ରହିବ ବିଦ୍ୟୁତ ଦର । ଙଋଜଉ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି ।
Read More...

ରାଜ୍ୟରେ ବଦଳିବ ପାଗ, ୪ ରୁ ୬ ଡିଗ୍ରୀ ବଢିପାରେ ତାପମାତ୍ରା

ଭୁବନେଶ୍ୱର : ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ବି ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତ୍‌ସିଂହପୁରରେ ବର୍ଷା ହୋଇପାରେ । ଆସନ୍ତା ମଙ୍ଗଳବାରଠାରୁ ତାତି କ୍ରମଶଃ ଉପରମୁହାଁ ହେବ । ୪ରୁ ୫
Read More...

ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼ ୪ ଶିକାରୀ ଗିରଫ, ୪ ବନ୍ଧୁକ ଜବତ

ଭୁବନେଶ୍ୱର : ପୋଡାଡିହା ରେଞ୍ଜର ମନଭଙ୍ଗା ବିଟ ଅଞ୍ଚଳରେ ଚଢ଼ାଉ ବେଳେ ଅଘଟଣ । ଶିକାରୀଙ୍କୁ ଧରିବା ପାଇଁ ଜଙ୍ଗଲ ଭିତରକୁ ପୋଡାଡିହା ରେଞ୍ଜ ଏବଂ ଏସଟିପିଏଫ ଟିମ୍‌ ଯାଇଥିବା ବେଳେ ଦୁଇ ରାଉଣ୍ଡ ଗୁଳିମାଡ଼ କଲେ ଶିକାରୀ । ବନ କର୍ମଚାରୀଙ୍କ ପାଲଟା ଆକ୍ରମଣରେ ଗିରଫ ହେଲେ ୪ ଶିକାରୀ ।
Read More...

ବାଇକ୍‌ରେ ଆସି ସୁନା ଅଳଙ୍କାର ଝାମ୍ପିନେଲେ ୩ ଦୁର୍ବୃତ୍ତ

ଭୁବନେଶ୍ୱର : ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଲୁଟ୍‌ । ୨ ଜଣ ମହିଳାଙ୍କ ବେକରେ ଛୁରୀ ଲଗାଇ ଚେନ୍ ଓ ମଙ୍ଗଳସୁତ୍ର ଲୁଟି ନେଲେ ୩ ମୁଖା ପିନ୍ଧା ଦୁର୍ବୃତ୍ତ । ଲୁଟର ଶୀକାର ହୋଇଥିବା ମହିଳାମାନେ ହେଲେ ରାବଣା ଆମ୍ମା ଓ ହେମ କୁମାରୀ । କୋରାପୁଟ ଜିଲ୍ଲା ଜୟପୁରର ପୁରୁଣାଗଡ ଅଞ୍ଚଳରେ ଏଭଳି
Read More...

ଖୁବଶୀଘ୍ର ତୁଟିବ ମହାନଦୀ ଜଳ ବିବାଦ

ଭୁବନେଶ୍ୱର : ଖୁବ ଶୀଘ୍ର ତୁଟିବ ମହାନଦୀ ଜଳ ବିବାଦ । କେନ୍ଦ୍ର ସରକାର-ଛତିଶଗଡ଼-ଓଡ଼ିଶା ସରକାର ମିଳିତ ଭାବେ ଆଲୋଚନା କରି ଏହାର ଆପୋସ ସମାଧାନ କରିବେ । ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏହି
Read More...

ଭୁବନେଶ୍ଵର ପିଏମ୍‌ଜି ଛକରେ ମିଳିତ ଗୋସୁରକ୍ଷା ସମାବେଶ

ଭୁବନେଶ୍ଵର : ପ୍ରତିଦିନ ଓଡିଶାରେ ହେଉଥିବା ଗୋହତ୍ୟା ଓ ଗୋଚାଲାଣ ପ୍ରତିବାଦରେ ଗର୍ଜିଲେ ଗୋସୁରକ୍ଷା ଦିଗରେ କାର୍ଯ୍ୟକରୁଥିବା ବହୁ ସଂଗଠନ ଓ ବ୍ୟକ୍ତିବିଶେଷ । ରାଜ୍ୟରେ ଗୋ-ହତ୍ୟା ବନ୍ଦ କରିବା ଓ ବିଧାନସଭାରେ ଆଗତ ଓଡ଼ିଶା ଗୋ-ହତ୍ୟା ନିଷେଧ ଓ ଗୋ-ସଂରକ୍ଷଣ ବିଲ୍ ୨୦୨୪କୁ ତୁରନ୍ତ‌ ପାରିତ
Read More...

ମେଡିକାଲ କ୍ୟାମ୍ପସରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର : ମେଡିକାଲ କ୍ୟାମ୍ପସ ଭିତରୁ ମିଳିଲା ଝୁଲନ୍ତା ମୃତଦେହ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ରେଲଓ୍ୱେ ମେଡିକାଲ କ୍ୟାମ୍ପସ ଭିତରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବକଙ୍କ ନାମ ସୀମାଞ୍ଚଳ ଭୋଇ ବୋଲି ଜଣାପଡିଛି । ଖବର ଯୋଗ୍ୟ ଯେ ଶନିବାର ସକାଳ ସମୟରେ କିଛି ଲୋକ
Read More...

ଲାଞ୍ଚ ନେଇ ଧରାପଡ଼ିଲେ ଯାଜପୁର ଆର୍‌ଡି ଡିଭିଜନ୍‌ର ଯନ୍ତ୍ରୀ : ଭୀମସେନ ମହାରଣା

ଭୁବନେଶ୍ଵର : ଲାଞ୍ଚ ନେଇ ଧରାପଡ଼ିଲେ ଯାଜପୁର ଆର୍‌ଡି ଡିଭିଜନ୍‌ର ଯନ୍ତ୍ରୀ ଭୀମସେନ ମହାରଣା । ଶୁକ୍ରବାର ଟାଙ୍ଗି ଟୋଲଗେଟ୍ ନିକଟରେ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ନଗଦ ୨ ଲକ୍ଷ ୩୦ ହଜାର ଟଙ୍କା ସହ କାର୍ ଜବତ । ସୂଚନାଯୋଗ୍ୟ ଯେ, ଯାଜପୁର ଆର୍‌ଡି ଡିଭିଜନ୍‌ର ଯନ୍ତ୍ରୀ
Read More...

ଏକ ସପିଙ୍ଗ ମଲରେ ଅଗ୍ନିକାଣ୍ଡକୁ ଆୟତ୍ତ କଲେ ଫାୟାର ଫାଇଟ : ର୍ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

ଭୁବନେଶ୍ୱର : ଶୁକ୍ରବାର ବିଳମ୍ବିତ ରାତିରେ ୟୁନିଟ-୩ ସ୍ଥିତ ଏକ ସପିଙ୍ଗ ମଲରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ କେହି ମୃତାହତ ହୋଇନାହାନ୍ତି । ଲକ୍ଷାଧିକ ଟଙ୍କାର ପୋଷାକପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀର ୨ଟି ଦମକଳ ପ୍ରାୟ ଘଣ୍ଟାଏ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ
Read More...