ଓଡ଼ିଆ ଭାଷା, ସଂସ୍କୃତି ଏବଂ ଐତିହ୍ୟ କ୍ଷେତ୍ରର ବିକାଶ ପାଇଁ ୧୩୨ କୋଟି ଆବଣ୍ଟିତ
ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ପିପୁଲସ୍ ବଜେଟ ଓଡିଶା ୨୦୨୨ରେ ଓଡ଼ିଆ ଭାଷା, ସଂସ୍କୃତି ଏବଂ ଐତିହ୍ୟ କ୍ଷେତ୍ରର ବିକାଶ ପାଇଁ ୧୩୨ କୋଟି ଆବଣ୍ଟିତ ହୋଇଛି । ଏଥିରେ କଳାକାରମାନଙ୍କ ସାମାଜିକ ସୁରକ୍ଷା ପାଇଁ କଳାକାର ସହାୟତା ଯୋଜନାରେ ୪୬ କୋଟି ଏବଂ!-->…
Read More...
Read More...