Browsing Tag

bhubaneswar news

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ମଧ୍ୟରେ ୧ ଜଣ ରହିଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୩ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ବିଶ୍ୱ ପର୍ଯ୍ୟାବରଣ ଦିବସରେ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ପର୍ୟ୍ୟାବରଣ ଦିବସରେ ବିଶ୍ୱର ପରିବେଶ ସୁରକ୍ଷା ଏବଂ ମାନବ ସମାଜକୁ ସୁରକ୍ଷା ଦେବାପାଇଁ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଓଡ଼ିଶା ତଥା ଓଡ଼ିଶା ବାହାରର ବିଭିନ୍ନ ସ୍ଥାନ ଯଥା ଭୁବନେଶ୍ୱରର ମା' ଶିଖରଚଣ୍ଡୀ ମନ୍ଦିର ପାଦଦେଶ ବଗିଚା, ସପ୍ତମ
Read More...

ଟୁକୁନି ସାହୁ ହେଲେ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ

ଭୁବନେଶ୍ୱର : ପୂର୍ବରୁ ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି ଦାୟିତ୍ୱରେ ଥିବା ମନ୍ତ୍ରୀ ଟୁକୁନି ସାହୁ ଏବେ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଅନୁସାରେ ତାଙ୍କୁ ନୂତନ
Read More...

ବଦଳିଲା ନାହିିଁ ନବକିଶୋର ଦାସଙ୍କ ବିଭାଗ, ପୁଣି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହେଲେ

ଭୁବନେଶ୍ୱର : ନବୀନଙ୍କ ନୂଆ ଟିମ୍‌ରେ ପୁଣି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ପାଇଛନ୍ତି ନବକିଶୋର ଦାସ । ସମସ୍ତ ଦିଗ ପ୍ରତି ନଜର ରଖାଯାଇ ନୂତନ ଭାବେ ଗଢ଼ାଯାଇଥିବା ନବୀନଙ୍କ ଟିମ୍‌ରେ କିଛି ନୂଆଁ ଚେହେରା ଦେଖିବାକୁ ମିଳିଥିବା ବେଳେ ମହିଳାମାନଙ୍କୁ ମଧ୍ୟ ବିଶେଷ
Read More...

ନବୀନଙ୍କ ନୂଆ ଟିମ୍‌ : କିଏ ପାଇଲେ କେଉଁ ବିଭାଗ….

ଭୁବନେଶ୍ୱର : ନବୀନଙ୍କ ନୂଆ ଟିମ୍‌ରେ କିଏ କେଉଁ ବିଭାଗ ପାଇଲେ ଆସନ୍ତୁ ଜାଣିନେବା । କ୍ୟାବିନେଟ ପାହ୍ୟାରେ ଜଗନ୍ନାଥ ସାରକା - ଆଇନ, ଆଦିବାସୀ କଲ୍ୟାଣ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ନିରଞ୍ଜନ ପୂଜାରୀ- ଅର୍ଥ ଓ ସଂସଦୀୟ ବ୍ୟାପାର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୃଷି ଓ କୃଷକ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ମଧ୍ୟରେ ୨ ଜଣ ରହିଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ
Read More...

ଫୁଲବାଣୀ ସହରରେ ବିଶ୍ୱ ସାଇକେଲ ଦିବସ ପାଳିତ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଫୁଲବାଣୀ ସହରର ସ୍ଥାନୀୟ ମାଦିକୁନ୍ଦ ଛକଠାରେ ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ବାଇସାଇକେଲ ଦିବସ ଗତକାଲି ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବରେ ଡେପୁଟି- ଜ଼ିଲ୍ଲାପାଳ ବୁନା ପ୍ରଧାନ ଯୋଗ ଦେଇଥିବା ବେଳେ
Read More...

ସଡକ ଦୁର୍ଘଟଣା, ୧ ଗୁରୁତର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପଳାଶୁଣି ଛକରେ ସଡକ ଦୁର୍ଘଟଣା ଘଟି ଜଣେ କାର୍‌ ଚାଳକ ଗୁରୁତର ଆହତ ହେବା ସହ କାର୍‌ଟି ଭାଙ୍ଗି ଚୁରମାର ହୋଇଯାଇଥିବା ଖବର ମିଳିଛି । ଚାଳକଙ୍କୁ ଉଦ୍ଧାର କରିବା ଓ ଟ୍ରାଫିକ୍‌ ବ୍ୟବସ୍ଥାକୁ ଠିକ୍‌ କରିବାକୁ ପୁଲିସକୁ ଦେଢ଼ ଘଣ୍ଟା ସମୟ ଲାଗିଥିଲା । ସୂଚନା
Read More...

ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଅଳକାଙ୍କୁ ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ଅଳକା ମହାନ୍ତି ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କଠାରୁ ୬୬ ହଜାର ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ଭାଜପା ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି
Read More...

“ବିଶ୍ୱ ସାଇକେଲ ଦିବସ – ୨୦୨୨” ଅବସରରେ ନେହେରୁ ଯୁବା କେନ୍ଦ୍ର ପକ୍ଷରୁ ରାଜ୍ୟସ୍ତରୀୟ ମେଗା ସାଇକେଲ ରାଲିର…

ଭୁବନେଶ୍ୱର, (ପିଆଇବି) : ନେହେରୁ ଯୁବା କେନ୍ଦ୍ର ଖୋର୍ଦ୍ଧା ଏବଂ ଆଞ୍ଚଳିକ ଆଉଟରିଚବ୍ୟୁରୋ, ଭୁବନେଶ୍ୱର ସହ ମିଶି ଭୁବନେଶ୍ୱରର ପିଆଇବି କ୍ୟାମ୍ପସରେ “ବିଶ୍ୱ ସାଇକେଲ ଦିବସ - ୨୦୨୨” ଅବସରରେ ନେହେରୁ ଯୁବା କେନ୍ଦ୍ର ରାଜ୍ୟ ସ୍ତରୀୟ ମେଗା ସାଇକେଲ ରାଲିର ଆୟୋଜନ କରିଥିଲେ । ଏହି
Read More...