Browsing Tag

bhubaneswar news

ହନ୍ତାଳଗୁଡା ଘାଟିର ସବୁଜିମାଘେରା ରାସ୍ତା ଏବେ ଆକର୍ଷଣ କରୁଛି ପର୍ଯ୍ୟଟକଙ୍କ ଦୃଷ୍ଟି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ହନ୍ତାଳଗୁଡା ଘାଟିର ସବୁଜିମାଘେରା ରାସ୍ତା ଏବେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମିତ ଏହି ରାସ୍ତା ଅଞ୍ଚଳବାସୀଙ୍କ ବିକାଶରେ ସହାୟକ ହୋଇପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ…
Read More...

ନୂଆପଡାରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସଦରମହକୁମାରେ 'ଅହିଂସା ରଥ'କୁ ସ୍ୱାଗତ କରି ବିଶାଳ ଜନ ସମାବେଶ ହୋଇଥିଲା । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଡିଓ, ସିଡିପିଓ ଏବଂ ଅନ୍ୟାନ୍ୟ ଅଧିକାରୀ ତଥା ଜନ ପ୍ରତିନିଧିଗଣ ଏହି କାର୍ଯ୍ୟକ୍ରମରେ ସାମିଲ…
Read More...

ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା

ଭୁବନେଶ୍ୱର : ଚାଷୀଙ୍କୁ ନୂଆଁଖାଇର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ରାଜ୍ୟର ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯାଇଛି । ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀ ଏହି ସହାୟତା ପାଇଛନ୍ତି । ଏହି ବାବଦକୁ ମୋଟ୍‌ ୮୬୯ କୋଟି ଟଙ୍କା ଖର୍ଚ୍ଚ…
Read More...

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଇମ୍ଫୋଭ୍ୟାଲି ଥାନା ମଦନପୁର ପଞ୍ଚାୟତ ଜାଗସରାପାଟଣା ନିକଟରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର କରଯାଇଥିବା ଜଣାପଡିଛି । ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ଯୁବକ ଜଣଙ୍କର ମୁହଁ ଫାଟି ରକ୍ତ ବାହାରୁଥିବା…
Read More...

କାଳିଆ ସହାୟତା ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜୟ ଜଗନ୍ନାଥ, ଜୟ ମା' ସମଲେଶ୍ୱରୀ । ଆଏଜ୍‌ ନୂଆଁଖାଇ । ଇ ଅବସର ଥି ଆପଣମାନକେ ସମସ୍ତକେ ମୋର ଜୁହାର । ନୂଆଁଖାଇ ମାଟି ମା’ର ପର୍ବ । ଆମର ଚାଷୀ ଭାଇମାନଙ୍କ ପରିଶ୍ରମ ଯୋଗୁଁ ଆମେ ସମସ୍ତେ ମାଟି ମା’ର ଆଶୀର୍ବାଦ ପାଉ । ତେଣୁ ଚାଷୀ ଆମର ଗର୍ବ ଓ ଗୌରବ । ଏହି…
Read More...

ବିଭତ୍ସ ହତ୍ୟାକାଣ୍ଡ : ସାଙ୍ଗକୁ ହାଣିଲେ ୨ ସାଙ୍ଗ

ଭୁବନେଶ୍ୱର ​: ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ଭୁବନେଶ୍ୱରର ରୁପାଲି ଛକରେ ଜଣେ ସାଙ୍ଗକୁ ଅନ୍ୟ ୨ଜଣ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ରୁପାଲି ଛକରେ ସାଙ୍ଗମାନେ ବସି ନିଶା ଖାଇବା ପରେ ଏପରି ହତ୍ୟାକାଣ୍ଡ ଘଟାଇଛନ୍ତି । କୌଣସି ଏକ କାରଣକୁ…
Read More...

ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ପରିକ୍ରମା କଲା ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଗତକାଲି ଦେଓଗାଁ, ସଇଁତଲା, ଆଗଲପୁର ବ୍ଲକ ଏବଂ ଟିଟିଲାଗଡ ବ୍ଲକ ଓ ପୌରାଞ୍ଚଳରେ ଅହିଂସା ରଥ ପରିକ୍ରମା କରିଛି । ଏହି ଅବସରରେ ଜିଲ୍ଲାର ଏହି ସବୁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଆୟୋଜିତ ହୋଇଯାଇଛି ବିଶାଳ ଶୋଭାଯାତ୍ରା ସହିତ…
Read More...

ଟିଟିଲାଗଡରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ଜଳସମ୍ପଦ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଟିଟିଲାଗଡରେ ଅନୁଷ୍ଠିତ ଅହିଂସା ରଥକୁ ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ ଚିନ୍ତାଧାରାକୁ ରାଜ୍ୟର କୋଣ ଅନୁକୋଣରେ…
Read More...

ଓଡିଶା ଆଦର୍ଶ ବିଦ୍ୟାଳୟରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକର ଭଇଁଷା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅନୁଷ୍ଠିତ ଅହିଂସା ରଥକୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇଥିଲେ । ସେହିପରି ସଇଁତଳା ବ୍ଲକରେ ମଧ୍ୟ ବିଶାଳ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ…
Read More...

ଜିଏସ୍‌ଟି କମିଶନର ଭାବେ ସଞ୍ଜୟ କୁମାର ସିଂଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ବାଣିଜ୍ୟ କର ତଥା ଜିଏସ୍‌ଟି କମିଶନର ଭାବେ ଗତକାଲି କଟକ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଏହାର ସୁଫଳ…
Read More...