Browsing Tag

bhubaneswar news

ଗାନ୍ଧୀ ଜୟନ୍ତୀ ଦିନ ମୁଖ୍ୟମନ୍ତ୍ରୀ କରିବେ ବୃକ୍ଷ ରୋପଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗାନ୍ଧୀ ଜୟନ୍ତୀ ଦିନ ମୁଖ୍ୟମନ୍ତ୍ରୀ କରିବେ ବୃକ୍ଷ ରୋପଣ । ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମ ସ୍ଥାନରୁ ଏଥିପାଇଁ ସଂଗୃହୀତ ହେଉଛି ପବିତ୍ର ମାଟି ଓ ପବିତ୍ର ଜଳ । ଏହି ମାଟି ଓ ପାଣି ବୃକ୍ଷ ରୋପଣ କାର୍ଯ୍ୟରେ ବ୍ୟବହୃତ ହେବ…
Read More...

କଣ୍ଟିଲୋର ପବିତ୍ର ଘାଟରୁ ପୂଣ୍ୟଜଳ ସଂଗୃହୀତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦିପୀଠ କଣ୍ଟିଲୋର ପବିତ୍ର ଘାଟରୁ ପୂଣ୍ୟଜଳ ସଂଗୃହୀତ ହୋଇଛି । ପାରମ୍ପରିକ ପୂଜା ପରେ ଏହି ପବିତ୍ର ଜଳ ଆନିତ କରି ଗାନ୍ଧୀ ଜୟନ୍ତୀ ଦିନ ବୃକ୍ଷ ରୋପଣରେ ସିଞ୍ଚନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନ…
Read More...

ଅଳକାଶ୍ରମଠାରୁ ପବିତ୍ର ମାଟି ସଂଗ୍ରହ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜଗତସିଂହପୁର ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀମାନଙ୍କର ଏନ୍ତୁଡିଶାଳ ଅଳକାଶ୍ରମଠାରୁ ପବିତ୍ର ମାଟି ସଂଗ୍ରହ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପୌର ପରିଷଦ ଅଧ୍ୟକ୍ଷାଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଏବଂ ସଂକୀର୍ତ୍ତନ ମଣ୍ଡଳୀ,…
Read More...

ତେଲେଙ୍ଗାପେଣ୍ଠର ସ୍ୱରାଜ ଆଶ୍ରମରୁ ସଂଗୃହୀତ ହୋଇଛି ପବିତ୍ର ମାଟି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଟକ ତେଲେଙ୍ଗାପେଣ୍ଠର ସ୍ୱରାଜ ଆଶ୍ରମ, ଯେଉଁଠାରେ ମହାତ୍ମାଗାନ୍ଧୀ ରାତ୍ରୀ ରହଣୀ କରିଥିଲେ, ସେହି ପବିତ୍ର ସ୍ଥଳରୁ ସଂଗୃହୀତ ହୋଇଛି ପବିତ୍ର ମାଟି । ଗଡଗଡିଆ ଘାଟ, ଯେଉଁଠାରୁ ମହାଦେବଙ୍କ ଜଳାଭିଷେକ ନିମନ୍ତେ ଲକ୍ଷ ଲକ୍ଷ ଶିବଭକ୍ତ ଜଳ ସଂଗ୍ରହ କରନ୍ତି,…
Read More...

ଗାନ୍ଧିଜୀଙ୍କ ଉପରେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ଅମୃତ ମହୋତ୍ସବ ତଥା ଗାନ୍ଧୀ ଜୟନ୍ତୀ ପରିପ୍ରେକ୍ଷୀରେ କଟକ ତେଲେଙ୍ଗାପେଣ୍ଠ ସ୍ଥିତ ସ୍ୱରାଜ ଆଶ୍ରମରେ ଆୟୋଜିତ ହୋଇଛି ଗାନ୍ଧିଜୀଙ୍କ ଉପରେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରୀପାଠୀ…
Read More...

ବାଲିପାଟଣା ଓ ବନମାଳୀପୁରରେ ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାଲିପାଟଣା ଓ ବନମାଳୀପୁରରେ ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଓଡିଶୀ ନୃତ୍ୟ ଓ ଚିତ୍ତାକର୍ଷକ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା । ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କ ସମେତ ଜନ ପ୍ରତିନିଧିଗଣ ଓ ସ୍ୱୟଂ…
Read More...

ଆଜି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅଟେ । ରକ୍ତ ଯୋଗାଣ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ରାଜ୍ୟରେ ମୋଟ ୮୫ଟି ରକ୍ତ ଯୋଗାଣ କେନ୍ଦ୍ର କାର୍ଯ୍ୟକ୍ଷମ ଅଛି । ୨୪ଟି ରକ୍ତ ପୃଥକୀକରଣ ୟୁନିଟ୍ ଏବଂ ୧୧ଟି ରକ୍ତ ଯୋଗାଣ…
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୪୩ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୬ ଜଣ…
Read More...

ଆଜି ଓଡ଼ିଶା ଉଠା ଜଳସେଚନ ନିଗମର ୫୦ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ କୃଷି ତଥା ଜୀବନ ଜୀବିକା କ୍ଷେତ୍ରରେ ଉଠା ଜଳସେଚନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଆଜି ଉଠା ଜଳସେଚନ ନିଗମ ଗୌରବମୟ ୫୦ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିବେ । ଏନେଇ…
Read More...

ହାଇକୋର୍ଟ ନିର୍ଦ୍ଦେଶ ଦେଲେ ବଢ଼ିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ରେଜିଷ୍ଟ୍ରେସନ୍ ସୀମା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆବଶ୍ୟକୀୟ ଭିତ୍ତିଭୂମି ନଥାଇ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ (ଏଚ୍‌ଏସ୍‌ଆର୍‌ପି) ଲଗାଇବା ପାଇଁ ସମୟ ସୀମା ଧାର୍ଯ୍ୟ କରାଯିବା ପ୍ରସଙ୍ଗରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ ପରିବହନ ବିଭାଗ କଟକଣା କୋହଳ କରିବାକୁ…
Read More...