ଶୁକ୍ରବାରରୁ ଶ୍ରୀଲିଙ୍ଗରାଜଙ୍କ ପହିଲି ଭୋଗ ନୀତି
ଭୁବନେଶ୍ୱର, (କେପିଏନ୍ଏସ୍) : ଶୁକ୍ରବାର ଭୋରରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପହିଲି ଭୋଗ ନୀତି ଆରମ୍ଭ ହେବ । ମାସେ ବ୍ୟାପି ଏହି ସ୍ୱତନ୍ତ୍ର ନୀତି ନିମନ୍ତେ ମନ୍ଦିର ଦୈନିକ ଭୋର ୫ଟାରୁ ଖୋଲାଯାଇ ସକାଳ ଧୂପ ଓ ସାହାଣମେଲା ନୀତି ଅନୁଷ୍ଠିତ ହେବ । ଏହା ପରେ ଦିଅଁଙ୍କ ମାଘସ୍ନାନ କରାଯାଇ!-->…
Read More...
Read More...