ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳରେ ପରିବର୍ତ୍ତନ ଆଣିଛି ବିଜୁ ସେତୁ ଯୋଜନା
ଭୁବନେଶ୍ୱର, (କେପିଏନ୍ଏସ୍) : ଗ୍ରାମାଞ୍ଚଳକୁ ସବୁଦିନିଆ ରାସ୍ତା ସଂଯୋଗୀକରଣ ପାଇଁ ରାଜ୍ୟ ସରକାର ବିଜୁ ସେତୁ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାରେ ଖୋର୍ଦ୍ଧା ଜିଲ୍ଲାରେ ଅଦ୍ୟାବଧି ୨୧୯.୫୮ କୋଟି ଟଙ୍କା ବ୍ୟରେ ୫୧ଟି ସେତୁ ନିର୍ମାଣ ହୋଇଛି । ୫୮୮ ଗ୍ରାମର ୧୨.୮୮ ଲକ୍ଷ ଲୋକ ଏଥିରେ!-->…
Read More...
Read More...