Browsing Tag

bhubaneswar news

ଆଜିଠାରୁ ଓଜେଇଇ ଆବେଦନ

ଭୁବନେଶ୍ୱର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୩ ପାଇଁ ଶୁକ୍ରବାରଠାରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହେବ । ଏହା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ । ତେବେ ଓଜେଇଇ ପରୀକ୍ଷା ପାଇଁ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ମେ' ପ୍ରଥମ କିମ୍ବା ୨ୟ ସପ୍ତାହ ମଧ୍ୟରେ…
Read More...

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ୯ମ ସନ୍ଧ୍ୟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଗତକାଲି ୯ମ ସନ୍ଧ୍ୟାରେ ମହାରାଷ୍ଟ୍ର, ପଞ୍ଜାବ ଓ ଝାଡ଼ଖଣ୍ଡର କଳାକାରମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ । ଜନତା ମଇଦାନରେ ଆୟୋଜିତ ଏହି ଜାତୀୟସ୍ତରର ହସ୍ତଶିଳ୍ପ ମେଳା ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।…
Read More...

ଓଡ଼ିଶା ସୂଚନା କମିଶନର ଭାବେ ନିଯୁକ୍ତି ପାଇଲେ ସୁଶାନ୍ତ କୁମାର ମହାନ୍ତି

ଭୁବନେଶ୍ୱର : ନୂଆ ସୂଚନା କମିଶନର ପଦ ପାଇଁ ସୁଶାନ୍ତ କୁମାର ମହାନ୍ତିଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ତାଙ୍କୁ ନୂତନ ସୂଚନା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି । ରାଜ୍ୟପାଳ ଗଣେଶୀ ଲାଲଙ୍କ ଅନୁମୋଦନ କ୍ରମେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ଆଜି…
Read More...

ଚାଷୀମାନଙ୍କଠାରୁ ଉଚିତ ମୂଲ୍ୟରେ ମାଣ୍ଡିଆ କିଣିବା ପାଇଁ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଖୋଲାଯାଇଛି ମୋଟ ୪୦ଟି ମଣ୍ଡି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀମାନଙ୍କଠାରୁ ଉଚିତ ମୂଲ୍ୟରେ ମାଣ୍ଡିଆ କିଣିବା ଲାଗି ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ମୋଟ ୪୦ଟି ମଣ୍ଡି ଖୋଲାଯାଇଛି । ଚାଷୀମାନେ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ମୂଲ୍ୟରେ ସୁବିଧାରେ ମାଣ୍ଡିଆ ବିକ୍ରି କରି ଲାଭବାନ…
Read More...

ବ୍ରହ୍ମପୁର ବଡ ମେଡିକାଲ୍‌ରେ କାର୍ଡିଆକ୍ ଇଣ୍ଟରଭାକ୍ୟୁଲାର୍‌ ଅଲ୍‌ଟ୍ରାସାଉଣ୍ଡ୍ ମେସିନର ଶୁଭାରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ବଡ ମେଡିକାଲ୍‌ରେ କାର୍ଡିଆକ୍ ଇଣ୍ଟରଭାକ୍ୟୁଲାର୍‌ ଅଲ୍‌ଟ୍ରାସାଉଣ୍ଡ୍ ମେସିନର ଶୁଭାରମ୍ଭ ହୋଇଯାଇଛି । ଏହି ମେସିନ ହୃଦରୋଗୀଙ୍କ ପାଇଁ ଉପାଦେୟ ହେବ । ଏହି ସେବା ସମ୍ପୂର୍ଣ୍ଣ ମାଗଣାରେ ପାଇବେ ରୋଗୀ । ସରକାରୀ ଡାକ୍ତରଖାନାରେ ଏହି ସେବା ରାଜ୍ୟରେ…
Read More...

ଯାଜପୁର ଜିଲ୍ଲାରେ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲାରେ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟନ କରିଛନ୍ତି । ଏହି ମେଳାରେ ମହିଳା କୃଷି ଉଦ୍ୟୋଗୀଙ୍କୁ ଯନ୍ତ୍ରପାତି କ୍ରୟରେ ୭୫% ପର୍ଯ୍ୟନ୍ତ ରିହାତି ମିଳିବ । ସ୍ୱଳ୍ପ ଖର୍ଚ୍ଚରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର…
Read More...

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ତଥା ଲାଇଭ୍ କମନ୍ ଫିଡ୍ ପ୍ରଦାନ ନିମନ୍ତେ ବ୍ୟବସ୍ଥା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ତଥା ଲାଇଭ୍ କମନ୍ ଫିଡ୍ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ୧୦ ତାରିଖ ଜ୍ଞାନପ୍ରଭା ମିଶନ କାର୍ଯ୍ୟକ୍ରମ, ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ୧୧…
Read More...

ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ଆଦର୍ଶ ବିଦ୍ୟାଳୟର ସଫଳତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମୁଖ୍ୟ)ର ରେଜଲ୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଶାନୁରୂପ ସଫଳତା ହାସଲ କରିଛନ୍ତି । ଓଡିଶା ଆଦର୍ଶ…
Read More...

ଆସନ୍ତା ୨୩ରେ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହା

ଭୁବନେଶ୍ୱର : ଆସନ୍ତା ଫେବୃୟାରୀ ୨୩ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଏହି ଅବସରରେ ଅମିତ ଶାହା ଢେଙ୍କାନାଳର ବୁଥ୍‌ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
Read More...

ଯାଜପୁର ଜିଲ୍ଲା ମହୋତ୍ସବ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯାଜପୁର ଜିଲ୍ଲା ମହୋତ୍ସବ ୨୦୨୩ ଉଦ୍‌ଘାଟନ କରିଛନ୍ତି । ଏହି ଜିଲ୍ଲା ମହୋତ୍ସବ ୬ ଦିନ ପର୍ଯ୍ୟନ୍ତ ଚାଲିବ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ବିଧାୟକ ସୁନନ୍ଦା ଦାସ ପ୍ରମୁଖ ନିଜର…
Read More...