ଅଗଷ୍ଟ ୨୭ରୁ ମୟୁରଭଞ୍ଜ ଜିଲ୍ଲାରେ ଅଗ୍ନିବୀର ବାୟୁ ନିଯୁକ୍ତି ରାଲି
ଭୁବନେଶ୍ୱର : ଆଗାମୀ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭାରତୀୟ ବାୟୁସେନା ପକ୍ଷରୁ ଏକ ଅଗ୍ନିବୀର ବାୟୁ ନିଯୁକ୍ତି ରାଲି ମୟୁରଭଞ୍ଜ ଜିଲ୍ଲାରେ ଆୟୋଜିତ ହେବ । ଏ ସଂପର୍କରେ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏଥିରେ ୧୨ଟି ରାଜ୍ୟ ଆସାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା,!-->…
Read More...
Read More...