ବାଲାଟ ପେପର ନେଇ ପଳାଇଲେ ଏଜେଣ୍ଟ, ମତଦାନ ବନ୍ଦ
ଭଦ୍ରକ : କଟସାହି ୧ ନମ୍ବର ୱାର୍ଡରେ ଏଜେଣ୍ଟ ବାଲାଟ ପେପର ନେଇ ଚାଲିଯିବାରୁ ଭୋଟିଂ ବନ୍ଦ ରହିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ୩୬ ଜଣ ଭୋଟ ଦେବା ପରେ ଜଣେ ଏଜେଣ୍ଟ ସରପଞ୍ଚ ବାଲାଟ ନେଇ ଦୌଡ଼ି ପଳାଇଥିଲେ । ପରେ ପୋଲିସ ଓ ସ୍ଥାନୀୟ ଲୋକେ ଗୋଡ଼ାଇ ଯାଇ ଏଜେଣ୍ଟଙ୍କୁ ଧରି ଥାନାକୁ ନେଇଥିବା!-->…
Read More...
Read More...