କାରରେ ଚାଲିଥିଲା ଗୋରୁ ଚାଲାଣ : ୨ ଗୋରୁ ଉଦ୍ଧାର, ଗାଡ଼ି ଜବତ; ଚାଳକ ଫେରାର
ଭଦ୍ରକ : ଭଦ୍ରକ ଜିଲ୍ଲାରେ ଥମୁନି ଗୋରୁ ଚାଲାଣ । ପୁଲିସର ଘନଘନ ଚଢ଼ାଉ ସତ୍ତ୍ୱେ ଚାଲାଣକାରୀମାନେ ନୂଆ ନୂଆ ଉପାୟରେ ଗୋରୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଧାମନଗର ଥାନା ହବିବନଗର ଅଞ୍ଚଳରୁ । କଟଣାପାହି ପଡ଼ିଆ ନିକଟରେ ଏକ କାର ଯୋଗେ ଗୋରୁ ଚାଲାଣ!-->…
Read More...
Read More...