Browsing Tag

berahmpur news

ଭଞ୍ଜନଗରରେ କଲେଜ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀଙ୍କ ନିଆରା ଅଂଶଗ୍ରହଣ : ଭୋଟରଙ୍କୁ ସଚେତନତା ପାଇଁ ୱାକାଥନ୍ ଓ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଭୋଟରଙ୍କୁ ସଚେତନତା ପାଇଁ ୱାକାଥନ୍ ଓ ପଥ-ମହୋତ୍ସବ ଆୟୋଜନ ଖୁବ ନିଆରା ଥିଲା । ଭୋଟର ପଞ୍ଜିକରଣ, ନିର୍ବାଚନରେ ଅଶଂଗ୍ରହଣ, ନିର୍ଭୁଲ ଭୋଟର ତାଲିକା ସଂଶୋଧନ ସହ ସଚେତନତା ଏବଂ ଯୁବଗୋଷ୍ଠୀ ମଧ୍ୟରେ ଗଣତାନ୍ତ୍ରିକ
Read More...

ଉଦଯାପନୀ ଦିବସରେ ଅସ୍ଥାୟୀ ମଣ୍ଡପରେ ରହି ଦେବୀ ଦର୍ଶନ ଦେଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ବର୍ଣ୍ଣାଢ୍ୟ ସାମାରୋହରେ ଓ ଉତ୍ସବମୁଖର ଭାବେ ପାଳିତ ହୋଇଆସିଥିବା ଠାକୁରାଣୀ ଯାତ୍ରାର ମଙ୍ଗଳବାର ଅନ୍ତିମ ଦିବସରେ ଯାତ୍ରାସ୍ଥଳ ଖୁବସରଗରମ ହୋଇଥିଲା । ସୋମବାର ସନ୍ଧ୍ୟାରେ ଦେବୀଙ୍କ ଶେଷ ଘଟଯାତ୍ରା
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଆରମ୍ଭ : ପ୍ରଥମେ ଦିବ୍ୟାଙ୍ଗ ମାନଙ୍କୁ ଆର୍ଥିକ ସହାୟତା ଏବଂ ପରେ କିନ୍ନର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପାରମ୍ପରୀକ ପ୍ରଥାନୁସାରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ପରିସରସ୍ଥ ଜଉଗଡ଼ ସମ୍ମିଳନୀ କକ୍ଷରେ ନିର୍ଦ୍ଧାରୀତ ସମୟ ଦିବା ୧୦ଘଣ୍ଟା ସମୟରେ ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର
Read More...

ଗ୍ଲୋବାଲ ସୁନ୍ଦରୀ ବ୍ରହ୍ମପୁରର ଝିଅ ଡ଼ଃ ସୁଦିପ୍ତା ପଣ୍ଡାଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଶ୍ଵ ମାନବାଧିକାର ସୁରକ୍ଷା ସଙ୍ଗଠନ ପକ୍ଷରୁ ଗତ ବୁଧବାର ସନ୍ଧ୍ୟାରେ ଏକ ଭବ୍ୟ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ ହୋଇଛନ୍ତି ବ୍ରହ୍ମପୁରର ସୁନ୍ଦରୀ ତଥା ଗ୍ଲୋବାଲ ଇଣ୍ଡିଆ ମୁମ୍ବାଇ ଆୱାର୍ଡ ୨ୟ ବିଜେତା ଡ଼.ସୁଦୀପ୍ତା ପଣ୍ଡା । ବ୍ରହ୍ମପୁର
Read More...

ଦାବୀ ପୂରଣ ନହେଲେ ନଗର ଚିକିତ୍ସାଳୟ କର୍ମଚାରୀ ଆନ୍ଦୋଳନ କରିବେ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ସହରର ନଗର ଚିକିତ୍ସାଳୟ ଏକ ପୁରାତନ ଚିକିତ୍ସାଳୟ । ଏହି ଚିକିତ୍ସାଳୟ ଉପରେ ସହର ତଥା ସହର ବାହାରୁ ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ଆବଶ୍ୟକୀୟ ଭିତ୍ତିଭୂମି ନଥିବା ଯୋଗୁଁ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ନଗର
Read More...

ସ୍କୁଲ ଖୋଲିବା ପୂର୍ବରୁ କ୍ୟାମ୍ପସ ସଫେଇ ଉପରେ ଟିମ୍ କ୍ଲିନ ସିଟିର ଗୁରୁତ୍ୱ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାରି ରହିଛି ସାପ୍ତାହିକ ସାମାଜିକ ସେବା କାର୍ଯ୍ୟ । ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ୍ କ୍ଲିନ ସିଟି ପକ୍ଷରୁ ହାତକୁ ନିଆଯାଇଛି ନିଆରା ପଦକ୍ଷେପ । କରୋନା ସଂକ୍ରମଣ ଓ କଟକଣା ଦୃଷ୍ଟିରୁ ଶିକ୍ଷାନୁଷ୍ଠାନ ଦୀର୍ଘ ଦିନ ଧରି ବନ୍ଦ
Read More...

ସୋରଡା ସ୍ଥିତ ବୃଦ୍ଧଲିଙ୍ଗେ‌ଶ୍ୱର କାମ୍ୟଦଣ୍ଡ ଓ ବରାଡି-ଅଗ୍ନିଦଣ୍ଡ ପକ୍ଷରୁ ମେଲଣ ସମାବେଶ ଓ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସୋରଡା ସ୍ଥିତ ଶ୍ରୀ ଶ୍ରୀ ବୃଦ୍ଧଲିଙ୍ଗେ‌ଶ୍ୱର କାମ୍ୟଦଣ୍ଡ ତଥା ବରାଡି ଅଗ୍ନିଦଣ୍ଡ ସାରୁଆ ସାହି ସ୍ଥିତ ଶ୍ରୀଶ୍ରୀ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଦଣ୍ଡଯାତ୍ରାର ଶେଷ ସମାରୋହ ଦିବସରେ ହରିହର ମିଳନ ଉତ୍ସବ ଆନନ୍ଦ-ଉଲ୍ଲାସର ସହ
Read More...
error: Content is protected !!