କୋଶଲ ସେନା ପକ୍ଷରୁ ନୂଆଁଖାଇ ଜୁହାର ଭେଟ୍ ଓ କୋଶଲ
ସମାବେଶ-୨୦୨୬ ଆୟୋଜିତ
ବରଗଡ଼, (ମୁନ୍ନା ସାହୁ) : ବରଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ଠାରେ କୋଶଲ ସେନା ପକ୍ଷରୁ ନୂଆଁଖାଇ ଜୁହାର ଭେଟ୍ ତଥା କୋଶଲ ସମାବେଶ-୨୦୨୬ ଧୁମ୍ଧାମରେ ଆୟୋଜିତ ହୋଇଯାଇଛି । ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । କୋଶଲ!-->…
Read More...
Read More...