Browsing Tag

bangomunda news

କପିଲାଭଟାରେ ସାମ୍ବାଦିକଙ୍କ ପିତୃ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ନିବାସୀ ତଥା ସାମ୍ବାଦିକ ହୁଲେଶ୍ୱର ହଂସଙ୍କ ପିତୃ ବିୟୋଗରେ ଆଜି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ, ଗତ ଅକ୍ଟୋବର ୨୫ ତାରିଖରେ ଡମବୁଢା ହଂସ ୬୫ ବୟସରେ ତାଙ୍କର…
Read More...

୩୦ ବର୍ଷର ନିଷ୍ଠାପର ସେବା ପରେ ଅବସର, ତଥାପି ମିଳିଲାନି ସରକାରୀ ସ୍ୱୀକୃତି

୭୫୦ ଟଙ୍କା ମାସିକ ପାରିଶ୍ରମିକରୁ ୧୪,୫୦୦ ଟଙ୍କାରେ ପହଞ୍ଚିଲା ଦରମା ନିୟମିତ ହୋଇପାରିଲାନି ଚାକିରି; ଭବିଷ୍ୟତକୁ ନେଇ ଚିନ୍ତାରେ ପରିବାର ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଦୀର୍ଘ ୩୦ ବର୍ଷ ଧରି ଶିକ୍ଷାନୁଷ୍ଠାନରେ ନିଷ୍ଠା ଓ ଦାୟିତ୍ୱବୋଧର ସହ କାର୍ଯ୍ୟ କରିବା ପରେ ଶେଷରେ ଅବସର…
Read More...

ଆଦର୍ଶ ଶିକ୍ଷକ ଗିରିଧାରୀ ତ୍ୟାଗୀଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଖଇରା ସ୍ଥିତ ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠ ପରିସରରେ ଗିରିଧାରୀ ତ୍ୟାଗୀଙ୍କ ଅବସର ଉପଲକ୍ଷେ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ଶିକ୍ଷକ, ଛାତ୍ରଛାତ୍ରୀ,…
Read More...

ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ୨୦୨୬ ପାଇଁ ଶୁଭଖମ୍ବ ସ୍ଥାପନ ଓ କଂସ ବରଣ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ହେବାକୁ ଥିବା ୪୦ ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ୨୦୨୬ ର ମଙ୍ଗଳ ଓ ସଫଳ କାମନା ନିମନ୍ତେ ଆଜି ଧନୁଯାତ୍ରା ପଡିଆରେ କମିଟି ପକ୍ଷରୁ କଂସ ବରଣ ଏବଂ ଶୁଭଖମ୍ବ ସ୍ଥାପନା କରାଯାଇଛି । ପ୍ରଥମେ ଗ୍ରାମର ବିଭିନ୍ନ…
Read More...

ଓଆର୍‌ଭି ଆଇନର କଡ଼ାକଡ଼ି ଅନୁପାଳନ ଦାବି

ବଙ୍ଗୋମୁଣ୍ଡାରେ ବିଇଓ ଓ ଏବିଇଓଙ୍କୁ ସମ୍ବର୍ଦ୍ଧନା, ସାମ୍ବିଧାନିକ ଅଧିକାର ଓ ମିଶନ ୩ଏଲ୍‌ ଉପରେ ଆଲୋଚନା ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀଙ୍କ ଅଧିକାର ସୁରକ୍ଷା, ସାମାଜିକ ନ୍ୟାୟ ଏବଂ ସଂଗଠନର ସୁଦୃଢ଼ୀକରଣକୁ ଗୁରୁତ୍ୱ ଦେଇ…
Read More...

୪୦ ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ-ଯୋଗଦେଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ଠାରେ ଆଜି ଆଗାମୀ ୪୦ ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ପାଇଁ ମହୋତ୍ସବ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସଭାପତି ତୁଳସୀରାମ ହଂସଙ୍କ…
Read More...

ସାମ୍ବାଦିକଙ୍କ ପିତୃ ବିୟୋଗ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମର ସାମ୍ବାଦିକ ହୁଲେଶ୍ୱର ହଂସଙ୍କ ପିତା ଡମବୁଢା ହଂସଙ୍କ ୬୫ ବର୍ଷ ବୟସରେ ପରଲୋକ ଘଟିଛି । ଆଜି ସକାଳେ ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା…
Read More...

ଚାନ୍ଦତରାରେ ସମ୍ମାନିତ ହେଲେ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସ, ଯୁବ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦତରାରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଖବର ଅନୁସାରେ ଚାନ୍ଦତରା ଗ୍ରାମରେ ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ଏ ବର୍ଷର ଦୁର୍ଗା ପୂଜା…
Read More...

କପିଲାଭଟାରେ ୪ର୍ଥ ତମ ଗିରିଗୋବର୍ଦ୍ଧନ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ନୂତନ କର୍ମକର୍ତ୍ତା ଚୟନ ଜିଲ୍ଲା ତଥା ଜିଲ୍ଲା ବାହାରୁ ଯୋଗଦେବେ କଳାକାର ୫ ଜଣ ବିଶିଷ୍ଠ ପ୍ରତିଭାବାନ ବ୍ୟକ୍ତି ହେବେ ସମ୍ବର୍ଦ୍ଧିତ ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା କମିଟି ଓ…
Read More...

ବୁରୋବାହାଲରେ ମା’ ଗମଖାଇ ବୁଢାରଜା ଉତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗନ୍ଧରାବନ୍ଧ ପଞ୍ଚାୟତ ଅଧିନସ୍ଥ ବୁରୋବାହାଲ ଗାଁରେ ମା' ଗମଖାଇ ବୁଢାରଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମା' ଗମଖାଇ ବୁଢାରଜା କ୍ଲବର ସଭାପତି ହରପ୍ରସାଦ ମାଝୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ…
Read More...