କୂଅରୁ ମହିଳାଙ୍କ ଶବ ଉଦ୍ଧାର
ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ କଟପଡ଼ି ଗ୍ରାମର ଏକ କୂଅରୁ ମହିଳାଙ୍କ ଶବ ଉଦ୍ଧାର କରିଛି ବାଲିଗୁଡା ପୋଲିସ । ମୃତ ମହିଳା ଜଣକ ହେଲେ ଶାନ୍ତିଲତା ମଲ୍ଲିକ । ସୂଚନା ଅନୁଗତ ଯେ, ୩ ଦିନ ହେବ ବାପ ଘରକୁ ଯିବା ପାଇଁ ବାହାରିଥିଲେ!-->…
Read More...
Read More...