କାର୍ତ୍ତିକ ମାସ ଶେଷ ସୋମବାରରେ ଶୈବପୀଠ ଚଳଚଞ୍ଚଳ : ପଞ୍ଚୁକ ପାଇଁ ସମଗ୍ର ଅଞ୍ଚଳରେ ଧାର୍ମିକ ପରିବେଶ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଧର୍ମର ମାସ କାର୍ତ୍ତିକର ଶେଷ ସୋମବାର ଓ ପଞ୍ଚୁକର ଦ୍ୱିତୀୟ ଦିନରେ ଅଞ୍ଚଳର ପ୍ରତ୍ୟେକ ଶୈବପୀଠ ସମେତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରତ୍ୟୁଷରୁ ହିଁ ଚଳଚଞ୍ଚଳ ହୋଇ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପଞ୍ଚୁକ ବ୍ରତ ପାଳନ କରୁଥିବା!-->…
Read More...
Read More...