Browsing Tag

baleswar news

କରମଣ୍ଡଳ ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି, ଆହତ ସଂଖ୍ୟା ହଜାରେ ପାର୍‌

ବାଲେଶ୍ୱର : କରମଣ୍ଡଳ ଟ୍ରେନ୍‌ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚିଥିବା ବେଳେ ଆହତଙ୍କ ସଂଖ୍ୟା ୧ ହଜାର ପାର୍‌ ହୋଇଛି । ଏନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକା ସୂଚନା ଦେଇଛନ୍ତି । ସେହିପରି ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।
Read More...

ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର : ଦେଶ ପାଇଁ ଶୁକ୍ରବାର ଥିଲା ଏକ କଳା ଦିବସ । ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଛି ଚଳିତ ବର୍ଷର ସବୁଠୁ ବଡ଼ ରେଳ ଦୁର୍ଘଟଣା । ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ତିନୋଟି ଟ୍ରେନ୍‌ । ଦେଖୁ ଦେଖୁ ଦୁର୍ଘଟଣାଜନିତ କର୍କଶ ଛାତିଫଟା ଶବ୍ଦ ସହ କାନ୍ଦରୋଳ ଓ ଚିତ୍‌କାରରେ
Read More...

ଇଞ୍ଜିନ ଛାଡ଼ି ୫୦୦ ମିଟର ପଳାଇଲା ବଗି

ବାଲେଶ୍ବର : ଇଞ୍ଜିନ ଛାଡ଼ି ୫୦୦ ମିଟର ପଳାଇଲା ବଗି । ବାଲେଶ୍ୱର ସୀମାନ୍ତ ନେକୁରସେନି ଷ୍ଟେସନରେ ଘଟିଛି ଏହି ଅଘଟଣ । ହାୱଡ଼ା-ପୁରୀ ସୁପରଫାଷ୍ଟ ଟ୍ରେନରେ ଛାଡ଼ିଗଲା ବଗି । ଅଘଟଣ ସତ୍ବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।
Read More...

ବିଭିନ୍ନ ନକଲି କାର୍ଡ ଓ ସାର୍ଟିଫିକେଟ ପ୍ରସ୍ତୁତି ଅଭିଯୋଗରେ ୩ ଗିରଫ

ବାଲେଶ୍ୱର : ବିଭିନ୍ନ ନକଲି କାର୍ଡ ଓ ସାର୍ଟିଫିକେଟ ପ୍ରସ୍ତୁତି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ଥାନା ପୁଲିସ । ସୂଚନା ଅନୁସାରେ ବିଭିନ୍ନ ନକଲି କାର୍ଡ ଓ ସାର୍ଟିଫିକେଟ ପ୍ରସ୍ତୁତି ଅଭିଯୋଗରେ ବାଲେଶ୍ୱର କଚେରୀ ପରିସରରେ ଥିବା ଆଧାର କାର୍ଡ କେନ୍ଦ୍ରର ୨ ଜଣ ମହିଳା
Read More...

ରୋଷେଇ କରୁଥିବା ବେଳେ ସିଲିଣ୍ଡର ଫାଟି ନବଜାତ ଶିଶୁ ମୃତ, ୪ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ନିକଟସ୍ଥ ମିର୍ଜାପୁରଠାରେ ମଙ୍ଗଳବାର ସନ୍ଧ୍ୟାରେ ସିଲିଣ୍ଡର ବିସ୍ଫୋରଣରେ ଜଣେ ୪୦ ଦିନର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଶେଖ ଭାଲୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଏହି ଅଘଟଣ ଘଟିଛି । ସୂଚନା
Read More...

ବିଦ୍ୟୁତ୍ ସର୍ଟସର୍କିଟ୍‌ ଯୋଗୁଁ ଜଳିଗଲା ୧୭ ବଖରା ଘର

ବାଲେଶ୍ୱର: ବିଦ୍ୟୁତ୍ ସର୍ଟସର୍କିଟ୍‌ ଯୋଗୁଁ ଜଳିଗଲା ୧୭ ବଖରା ଘର । ବାସହରା ହେଲେ ୯ ପରିବାରର ୪୦ ସଦସ୍ୟ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ । ୧୭ ବାଖରା ଘର ଜଳିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଧାନ,
Read More...

ଭିଜିଲାନ୍ସ ଜାଲରେ ଆର ଆଣ୍ଡ ବି ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଜୟ କୁମାର ସେନାପତି

ବାଲେଶ୍ଵର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ଡିଭିଜନ-୨ର ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ସରକାରୀ କ୍ୱାର୍ଟର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ଜଣାପଡିଛି । ପୁରୀ, ବାଲେଶ୍ଵର ଓ ଖୋର୍ଦ୍ଧା ଜିଲ୍ଲାର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ
Read More...

ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ୭୪ତମ ଗଣତନ୍ତ୍ର ଦିବସ ପାଳିତ

ବାଲେଶ୍ୱର : ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ୭୪ତମ ଗଣତନ୍ତ୍ର ଦିବସ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ସ୍ଥାନୀୟ ପୁଲିସ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ସେ ଉଦ୍‌ବୋଧନ
Read More...

ଆଜି ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ

ବାଲେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବାଲେଶ୍ୱର ଗସ୍ତରେ ଆସୁଛନ୍ତି । ଏହି ଅବସରରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପ ଶୁଭାରମ୍ଭ ହେବ । ଶୋଭାରାମପୁରଠାରେ ଏକ ରେଲୱେ ଓଭରବ୍ରିଜ୍‌ (ଏଲ୍‌ସି-୭୯)ର ଉଦ୍‌ଘାଟନ ହେବା ସହିତ ୬୯ ଅନ୍ୟ ପ୍ରକଳ୍ପ ମଧ୍ୟ ଉଦ୍‌ଘାଟନ ହେବ, ଯାହାର ବ୍ୟୟ
Read More...

ଗ୍ରୋସେରି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଅଭିଯୋଗ

ଲଙ୍ଗଳେଶ୍ୱର/ରୂପ୍‌ସା : ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଧୀନ ଦନେଇପୁର ଗ୍ରାମରେ ଥିବା ଏକ ଗ୍ରୋସେରି ଦୋକାନରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ଦୋକାନର କବାଟ ଭାଙ୍ଗି ଫ୍ରିଜ୍‌, ଇନଭର୍ଟର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଇଥିବା ଦୋକାନ
Read More...