ଲଘୁଚାପଜନିତ ବର୍ଷାରେ ଫସଲ ଛାର୍ଖାର୍ : ହତୋତ୍ସାହ ହୋଇ ଜୀବନ ହାରିଦେଲେ ଚାଷୀ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ପୁଣି ଥରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି । ଲଘୁଚାପ ଜନିତ ବର୍ଷାରେ ଫସଲ ଛାର୍ଖାର୍ ହୋଇଯାଇଥିବା ଯୋଗୁଁ ହତୋତ୍ସାହ ହୋଇ ଜୀବନ ହାରି ଦେଇଛନ୍ତି ଜଣେ ଚାଷୀ ବୋଲି ଅଭିଯୋଗ ଆସିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼!-->…
Read More...
Read More...