Browsing Tag

balangir news

୨ଟି କଣ୍ଟେନରରେ ଚାଲାଣ ହେଉଥିଲା ଗୋରୁ, ଲୋଇସିଂହାରେ ଧରି ଗୋରୁମାନଙ୍କୁ ବଲାଙ୍ଗିର ଗୋଶାଳାରେ ସୁରକ୍ଷିତ ଭାବେ ଥଇଥାନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨ଟି କଣ୍ଟେନରେ ଗୋରୁ ଚାଲାଣ ହେଉଥିବା ବେଳେ ବଲାଙ୍ଗିର ଲୋଇସିଂହା ପୋଲିସ ମାଡ଼ିବସି ଗୋରୁ ଚାଲାଣ ହେଉଥିବା କଣ୍ଟେନରକୁ ଧରି ବଲାଙ୍ଗିର ଗୋଶାଳାରେ ଗୋରୁମାନଙ୍କୁ ସୁରକ୍ଷିତ ଭାବେ ଥଇଥାନ କରିଥିବା ଖବର ମିଳିଛି । ଗୋରୁ ଚାଲାଣ ହେଉଥିବା କଣ୍ଟେନର ୨ଟିର ନମ୍ବର
Read More...

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ପ୍ରଥମ ଆଞ୍ଚଳିକ ବଲାଙ୍ଗିର ଶାଖାକୁ ମିଳିଲା ଏନ୍‌ଏଏସିର ଏ+ ମାନ୍ୟତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନର ପରିମାପକ କୁହାଯାଉଥିବା ଏନ୍‌ଏଏସି ବା NATIONAL ASSESSMENT AND ACCREDITATION କମିଟି ଆଜି ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ପ୍ରଥମ ଆଞ୍ଚଳିକ ବାଲାଙ୍ଗିର ଶାଖାକୁ ଏ+ର ମାନ୍ୟତା ପ୍ରଦାନ କରିଛି । ସୂଚନାଯୋଗ୍ୟ
Read More...

ପୋଲିସ ହାଇସ୍କୁଲ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମନୋହରପୁର ପୋଲିସ ହାଇସ୍କୁଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନଙ୍କ ସଭାପତିତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ରାଜେନ୍ଦ୍ର ବନ୍‌ଛୋର, ଶିକ୍ଷକ ସୋରୋଜ କୁମାର ମାଝି, କୃଷ୍ଣପ୍ରିୟା ପଣ୍ଡା, ସରତ
Read More...

‘ଓଏଏସ୍‌ଏମ୍‌ଇ ଆୱାର୍ଡ-୨୦୨୩’ ପାଇଲେ ଦେବଶ୍ରୀ ଟେଡର୍ସର ସତ୍ୱାଧିକାରିଣୀ ଶ୍ରୀମତୀ ଶୋଭନା ଗିରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଏଏସ୍‌ଏମ୍‌ଇ ଆୱାର୍ଡ-୨୦୨୩ ପାଇଲେ ଦେବଶ୍ରୀ ଟେଡର୍ସର ସତ୍ୱାଧିକାରିଣୀ ଶ୍ରୀମତୀ ଶୋଭନା ଗିରି । ଓଡ଼ିଶା ଆସେମ୍‌ଲି ଅଫ୍‌ ସ୍ମଲ୍‌ ଏଣ୍ଡ ଏଣ୍ଟର୍‌ପ୍ରାଇଜେସ୍‌ ପକ୍ଷରୁ ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ୩୭ତମ ବାର୍ଷିକୋତ୍ସବ ନେସ୍‌ନାଲ୍‌ ଲେଭେଲ୍‌
Read More...

ବାଲାଜୀ କଲେଜରେ ଦଳିତ ଛାତ୍ରଙ୍କୁ ଅଧ୍ୟାପକଙ୍କ ମାଡ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଖମାରମୁଣ୍ଡାରେ ଥିବା ବାଲାଜୀ ଯୁକ୍ତ ଦୁଇ ସାଇନ୍ସ କଲେଜରେ ଜଣେ ଦଳିତ ଛାତ୍ରଙ୍କୁ ସେହି କଲେଜର ଜଣେ ଅଧ୍ୟାପକ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ପାଇବା ପରେ ପୁଇଁତଲା ଥାନା ପୋଲିସ
Read More...

କଲେଜଛକ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଲେଜଛକ ଶିଶୁ ମନ୍ଦିରଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଅଶୋକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍‌ ଅଙ୍ଗୀରା ସାହୁ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ
Read More...

ଜରାସିଂହା ପେକ୍ସ ନିର୍ବାଚନ : ଲକ୍ଷ୍ମଣ କୁମାର ମେହେର ନିଦ୍ୱର୍ନ୍ଦରେ ସଭାପତି ଭାବେ ନିର୍ବାଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଜରାସିଂହା ପେକ୍ସର ପରିଚାଳନା ବୋର୍ଡ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ତଥା ସମବାୟବିଦ୍‌ ଲକ୍ଷ୍ମଣ କୁମାର ମେହେର ଜରାସିଂହା ପେକ୍ସର ସଭାପତି ଭାବରେ ଆଜି ନିଦ୍ଦ୍ୱର୍ନ୍ଦରେ
Read More...

‘କୋଶଳ ପ୍ରବାହ’ ନ୍ୟୁଜ୍‌ ପୋର୍ଟାଲ୍‌ର ବାର୍ଷିକୋତ୍ସବ ଉପଲକ୍ଷେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ :…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୨୩ ବର୍ଷ ଧରି ନ୍ୟୁଜ୍‌ ସେବା ପ୍ରଦାନ କରି ଆସୁଥିବା ‘କୋଶଳ ପ୍ରବାହ’ ସମ୍ବାଦପତ୍ରର ନ୍ୟୁଜ୍‌ ପୋର୍ଟାଲ୍‌ ‘କୋଶଳ ପ୍ରବାହ ଲାଇଭ୍‌’ର ତୃତୀୟ ବାର୍ଷିକୋତ୍ସବ ଆସନ୍ତା ୧୩ ତାରିଖ ଦିନ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି
Read More...

ଲୋୟର ସୁକତେଲ ପ୍ରକଳ୍ପସ୍ତରୀୟ ପୁନଃର୍ବାସ ଓ ଥଇଥାନ ବୈଠକ

ବିସ୍ତାପିତଙ୍କୁ ଧର୍ଯ୍ୟ ସହ ଶୁଣି ସମସ୍ୟାର ସମାଧାନ କରନ୍ତୁ : ନରସିଂହବିସ୍ଥାପିତଙ୍କ ମୁହଁରେ ହସ ଫୁଟିଲେ ହିଁ ପ୍ରକଳ୍ପ ସଫଳ ହେବ : ଜିଲ୍ଲାପାଳ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲର ପ୍ରକଳ୍ପସ୍ତରୀୟ ପୁନଃର୍ବାସ ଓ ଥଇଥାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଧାୟକ
Read More...

ଆଉ ନାହାନ୍ତି ଅବସରପ୍ରାପ୍ତ ସୈନିକ ସଂଘର ପୂର୍ବତନ ସଭାପତି ଶଶୀକାନ୍ତ ନାଏକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିଟିଲାଗଡ ବ୍ଲକ ଅଧୀନସ୍ଥ ଚାନ୍ଦୁତରା ଗ୍ରାମର ମୂଳ ନିବାସୀ ଶଶୀକାନ୍ତ ନାଏକ ଦୀର୍ଘବର୍ଷ ଧରି ଭାରତୀୟ ବାୟୁ ସେନାରେ କାର୍ଯ୍ୟ କଲାପରେ ଅବସର ନେଇ ପୂନର୍ବାର ସଇଁନ୍ତଲା ସ୍ଥିତ ଗୋଳାବାରୁଦ କାରଖାନାରେ କାର୍ଯ୍ୟକରି ଅବସର ନେଇଥିଲେ । ଅବସର ନେବା ପରେ
Read More...