Browsing Tag

balangir news

ସଙ୍ଗୀତାଙ୍କ ସାମ୍ବାଦିକ ସମ୍ମିଳନୀ : ମଦ ମାଫିଆଙ୍କୁ ମିଳୁଛି ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଓ ସୁରକ୍ଷା, ସବିଆଇ ଯାଞ୍ଚ…

ଦେଶୀ ମଦ ପରେ ଗଞ୍ଜେଇ ଚୋରା ଚାଲଣକୁ ନେଇ ସତର୍କ ହୁଅନ୍ତୁ ସରକାର ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ମଦ ନୀତି ଉପରେ ଜୋରଦାର ବର୍ଷିଛନ୍ତି ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ । ଗତ ସନ୍ଧ୍ୟାରେ ବଲାଙ୍ଗିର ସାର୍କିଟ ହାଉସଠାରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ସେ
Read More...

ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ସରକାରଙ୍କ ମୂଳ ଲକ୍ଷ୍ୟ ହେଉ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ବର୍ତ୍ତମାନ ସରକାରଙ୍କ ଦ୍ୱାରା ସମ୍ବନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଚାଲିଛି । ଏହି ଯୋଜନା ଦ୍ୱାରା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା କ୍ରୀଡା, ସାମାଜିକ, ସାଂସ୍କୃତିକ ଗୁଣର ପରିପ୍ରକାଶ କରାଇବା ମୁଖ୍ୟ
Read More...

ଡାଲଖାଇ ଗବେଷଣା କେନ୍ଦ୍ର ବଲାଙ୍ଗିରରେ ପ୍ରତିଷ୍ଠା ପାଇଁ ସାଂସ୍କୃତିକ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାର୍କିଟ ହାଉସଠାରେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ବଲାଙ୍ଗିର ଗସ୍ତ ସମୟରେ ସ୍ଥାନୀୟ ସର୍କିଟ ହାଉସରେ ବଲାଙ୍ଗିର କଳା ଓ ସଂସ୍କୃତି ସଂଘ ଓ ତହଁକ କୁଟୁମ୍‌ ତରଫରୁ ବଲାଙ୍ଗିରରେ ଡାଲଖାଇ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଏବଂ କୋସଲ
Read More...

୫୬ତମ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ପଲ୍ଲିଶ୍ରୀ ଷ୍ଟଡିୟମଠାରେ ଆଜି ୫୬ତମ ସର୍ବଭାରତୀୟ ଇଂଜିନିୟରସ୍‌ କପ୍‌ ଓ ନର୍ସିଂ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଜିଲ୍ଲାପାଳ ଚଂଚଳ ରାଣାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଖେଳ ସାଇଟ୍‌ ସଦାଇପାଲି ଓ ରକ୍‌ ଡାଇମଣ୍ଡ
Read More...

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସରକାରୀ ଟାଉନ ବାଳିକା ବିଦ୍ୟାଳୟଠାରେ ଓଡ଼ିଶା ରାଜ୍ୟ ଶିଶୁ ପରିସଦ ଭୁବନେଶ୍ୱର ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର
Read More...

ମାସିକ ରଚନା ସନ୍ଧ୍ୟା : ସଂସ୍କୃତି ପରମ୍ପରା ଓ ଆଧୁନିକତା ମଧ୍ୟରେ ସମନ୍ୱୟ ଜରୁରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ଜୀବନରେ ସଂସ୍କୃତି, ପରମ୍ପରା ଓ ଆଧୁନିକତା ସର୍ବଦା ଗତିଶୀଳ ଓ ପରସ୍ପର ଦ୍ୱାରା ପ୍ରଭାବିତ । ଆଧୁନିକତାର ସ୍ପର୍ଶରେ ଯୁଗ ଯୁଗ ଧରି ପ୍ରତିଷ୍ଠିତ ସାମାଜିକ ଓ ସାଂସ୍କୃତିକ ବିଭବକୁ ଭୁଲିଯିବା ମଣିଷ ସଭ୍ୟତା ପାଇଁ ମଙ୍ଗଳକର ନୁହେଁ । ଏଥିପାଇଁ ସଭିଏଁ ନିଜ
Read More...

ରାଜ୍ୟ ପର୍ଯ୍ୟଟନମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ଦିନିକିଆ ବଲାଙ୍ଗିର ଗସ୍ତ : ସମଲେଶ୍ୱରୀ, ପାଟଣେଶ୍ୱରୀ ମନ୍ଦିର ଓ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟସରକାରଙ୍କ ପର୍ଯ୍ୟଟନ, ଭାଷା ସାହିତ୍ୟ ଓ ଅବକାରୀ ବିଭାଗର ମନ୍ତ୍ରୀ ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ ଆସି ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟନସ୍ଥଳି ପରିଦର୍ଶନ କରିବା ସହିତ ବାନ୍ଧନଘୋରଠାରେ ଆୟୋଜିତ ସୁକତେଲ ମହୋତ୍ସବରେ ଯୋଗଦେଇଥିଲେ । ମନ୍ତ୍ରୀ ଟ୍ରେନରେ
Read More...

ଶିକ୍ଷାର ବିକାଶ ପାଇଁ ଉତ୍ତମ ଶିକ୍ଷକ ନିଯୁକ୍ତି କରନ୍ତୁ ସରକାର : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛାତ୍ରଛାତ୍ରୀ, ଯୁବକଯୁବତୀଙ୍କ ଶିକ୍ଷା, କ୍ରୀଡାର ବିକାଶ ପାଇଁ ବର୍ତ୍ତମାନ ସରକାର ଅନେକ ଯୋଜନା ଆଣୁଛନ୍ତି କିନ୍ତୁ ଯୋଜନାର ଭୁଲ ପ୍ରଣୟନ ଓ ଭୁଲ କାର୍ଯ୍ୟକାରିତା ଯୋଗୁଁ ଯୋଜନା ପ୍ରଣୟନର ମୁଖ୍ୟ ଉଦ୍ଦେଶ୍ୟ ସାଧିତ ହେଇ ପାରୁନାହିଁ । ଯେପରିକି ବର୍ତ୍ତମାନ
Read More...

ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଆଜି ପଞ୍ଚମ ଦିନରେ ଚାଲିଛି ଆଇଟି ରେଡ଼୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଆଜି ପଞ୍ଚମ ଦିନରେ ଚାଲିଛି ଆଇଟି ରେଡ଼୍‌। ଏଠାରୁ ଜବତ ହୋଇଥିବା ୧୭୬ଟି ଟଙ୍କା ବ୍ୟାଗ୍‌ ମଧ୍ୟରୁ ୧୦୬ଟି ବ୍ୟାଗ୍‌ର ଟଙ୍କା ଗଣାଯାଇଥିବା ବେଳେ ସେଥିରୁ ୧୪୬ କୋଟି ଟଙ୍କା ବାହାରିଛି । ବଲାଙ୍ଗିର ଏସ୍‌ବିଆଇ ମୁଖ୍ୟ ଶାଖାରେ
Read More...

ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କ୍ରୀଡା ଉତ୍ସବର ଦ୍ୱିତୀୟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୁଆ ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ କ୍ରୀଡା ଉତ୍ସବର ଦ୍ୱିତୀୟ ଦିବସରେ ବିଦ୍ୟାଳୟର ଅଧ୍ୟକ୍ଷ ଶିବ ଶଙ୍କର ଉଦ୍‌ଗାତାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ପୂର୍ବକ କ୍ରୀଡା
Read More...