Browsing Tag

balangir news

ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟ୍‌ବଲ୍‌

କଟକ ରୋଭର୍ସକୁ ହରାଇ ଏଲ୍‌ଏସ୍‌ ସୁନ୍ଦରଗଡ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିସିଏଫ୍‌ଏ କଲେଜଛକ ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ ମିଶନ ହାଇସ୍କୁଲ ପଡିଆଠାରେ ଦ୍ୱିତୀୟ ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ସିସିଏଫ୍‌ଏ
Read More...

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ଏସ୍‌ଏନ୍‌ସିୟୁରୁ ନବଜାତ ଶିଶୁ ନିଖୋଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ଏସ୍‌ଏନ୍‌ସିୟୁରୁ ନବଜାତ ଶିଶୁ ନିଖୋଜ । ଏଭଳି ଏକ ଅଭିଯୋଗ ଆଣିଛନ୍ତି ବୌଦ୍ଧ ଜିଲ୍ଲା ବରଡ଼ିପଦର ଗାଁର ସୁଶୀଲ ସ୍ୱାଇଁ । ମିଳିଥିବା ସୂଚନା ଅନୁସାରେ ଶ୍ରୀ ସ୍ୱାଇଁ ନିଜ ସ୍ତ୍ରୀଙ୍କୁ ଗତକାଲି ହସ୍‌ପିଟାଲର
Read More...

ବଲାଙ୍ଗିରରେ ୧୨ ଘଣ୍ଟିଆ ବନ୍ଦ, ଦୋକାନ ବଜାର ଠପ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରରେ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ପାଳନ ଦେଖିବାକୁ ମିଳିଛି । ଏଥିରେ ସହରର ଦୋକାନ ବଜାର ଠପ୍‌ ହୋଇଯାଇଥିବା ଦୃଷ୍ଟିଗୋଚର ହେଉଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି, କୃଷି ବିରୋଧୀ ନୀତି ପ୍ରତିବାଦରେ ଆଜି ଏଆଇଟିୟୁସି ପକ୍ଷରୁ ଭାରତ ବନ୍ଦ
Read More...

ଆସନ୍ତାକାଲି ବଲାଙ୍ଗିର ବନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ଶୁକ୍ରବାର ଦିନ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଦାବି ଓ ଉତ୍କଟ ବେକାରୀ ସମସ୍ୟା ଏବଂ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ଭାରତୀୟ ଜାତୀୟ କଂଗ୍ରେସ ଦଳ
Read More...

ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସିସିଏଫ୍‌ଏ ବଲାଙ୍ଗିରକୁ ହରାଇ ସମ୍ବଲପୁର ଫାଇନାଲରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିସିଏଫ୍‌ଏ କଲେଜଛକ ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ ମିଶନ ହାଇସ୍କୁଲ ପଡିଆଠାରେ ଦ୍ୱିତୀୟ ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରଥମ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ସିସିଏଫ୍‌ଏ ସଭାପତି ସୁରେନ୍ଦ୍ର ନାଗଙ୍କ ତତ୍ତ୍ୱାବଧାନରେ
Read More...

ବଲାଙ୍ଗିର ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ

ପୃଷ୍ଠପୋଷକତା, ଆଶୀର୍ବାଦ, ଗ୍ରୀନ୍ ପେସେଜ, ସୁଦକ୍ଷା ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସଚେତନତା ଶିବିର ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ବ୍ଲକ ପ୍ରାଙ୍ଗଣଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ
Read More...

ସର୍ଚ୍ଚ ଅପରେସନ ଜାରି ରହିଥିବା ସମୟରେ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) ସର୍ଚ୍ଚ ଅପରେସନ ଜାରି ରହିଥିବା ସମୟରେ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଆହତ । ଏଭଳି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଥିବା ଖବର ମିଳିଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ନାଲିକୁମ୍ପା ଜଙ୍ଗଲରେ ଏସ୍‌ଓଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି
Read More...

ଗାୟତ୍ରୀ ପରିବାର ଦ୍ୱାରା ବସନ୍ତ ପର୍ବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁଧବାର ଦିନ ସ୍ଥାନୀୟ କାମାକ୍ଷାନଗର ନିକଟସ୍ଥ ଗାୟତ୍ରୀ ମନ୍ଦରି ପ୍ରାଙ୍ଗଣରେ ବସନ୍ତ ପଞ୍ଚମୀ ପର୍ବ ବା ସରସ୍ୱତୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଗାୟତ୍ରୀ ପରିବାର ଟ୍ରଷ୍ଟ, ବଲାଙ୍ଗିର ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆକାଶବାଣୀ
Read More...

ନାରୀଶକ୍ତି ଫାଉଣ୍ଡେସନ୍‌ ପକ୍ଷରୁ ଓମେନ୍ସ କ୍ରିକେଟ୍‌ ଟିମ୍‌କୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆ-ଓ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆନ୍ତଜିଲ୍ଲାସ୍ତରୀୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ପୁରୀରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଓମେନ୍ସ କ୍ରିକେଟ୍‌ ଟିମ୍‌ ସଫଳତା ହାସଲ କରି ବଲାଙ୍ଗିର ମାଟି ପାଇଁ ଗୌରବ ଆଣି ଦେଇଛନ୍ତି । ଏହି ଅବସରରେ ଗତକାଲି
Read More...

ଚୁଡାପାଲି ଶିଶୁମନ୍ଦିରରେ ସରସ୍ୱତୀ ପୂଜା ଓ ଶିଶୁବାଟିକା ବିଭାଗର ବିଦ୍ୟାରମ୍ଭ ସଂସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଘ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥି ବୁଧବାର ଦିନ ଚୁଡାପାଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସରସ୍ୱତୀ ପୂଜା ଓ ଶିଶୁବାଟିକା ବିଭାଗର ବିଦ୍ୟାରମ୍ଭ ସଂସ୍କାର ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ସମ୍ପାଦକ ସୂର୍ଯ୍ୟମଣୀ ମେହେର, କୋଷାଧ୍ୟକ୍ଷ
Read More...