Browsing Tag

balangir news

ପୁଇଁତଲା ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟି

ପୃଷ୍ଠପୋଷକତା, ଆଶୀର୍ବାଦ, ଗ୍ରୀନ୍ ପେସେଜ, ବିଜୁ କନ୍ୟା ରତ୍ନ ଓ ସୁଦକ୍ଷା ଯୋଜନା ପାଇଁ ସଚେତନତା ଶିବିର ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁତଲା ବ୍ଲକ ପ୍ରାଙ୍ଗଣରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିର ତରଫରୁ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା
Read More...

ବଲାଙ୍ଗିର ପୌର ପରିଷଦ ପକ୍ଷରୁ ପିଡ଼ିଏସ୍‌ ହିତାଧିକାରୀମାନଙ୍କୁ ହଜାରେ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କ୍ରାନ୍ତିକାରୀ ପଦକ୍ଷେପ ନେଇଥିବା ବେଳେ ପିଡ଼ିଏସ୍‌ ହିତାଧିକାରୀମାନଙ୍କୁ ହଜାରେ ଟଙ୍କା ଲେଖାଏଁ ସହଯୋଗ ରାଶି ପ୍ରଦାନ କରିବାକୁ ଘୋଷଣା
Read More...

ବସ୍‌ ଉପରକୁ ଚଢ଼ିବା ବେଳେ ଖସିପଡ଼ିଲେ ବୃଦ୍ଧ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବସ୍‌ ଉପରକୁ ଚଢ଼ିବା ବେଳେ ଖସିପଡ଼ିଲେ ବୃଦ୍ଧ । ବସ୍‌ ଚଢ଼ିଗଲା ତାଙ୍କ ଗୋଡ଼ ଉପରେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ବଲାଙ୍ଗିର ଟାଉନ୍‌ ପୋଲିସ ଭର୍ତ୍ତି କରିଥିବା ଜଣାପଡ଼ିଛି । ସଂପୃକ୍ତ ବୃଦ୍ଧ
Read More...

ଏ ଅଂଚଳର ବିକାଶ ପାଇଁ ରାଜନୈତିକ ପରିବାରବାଦକୁ ବିଲୋପ କରିବାକୁ ପଡ଼ିବ : ପ୍ରମୋଦ କୁମାର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏ ଅଂଚଳର ବିକାଶ ପାଇଁ ରାଜନୈତିକ ପରିବାରବାଦକୁ ବିଲୋପ କରିବାକୁ ପଡ଼ିବ ବୋଲି ଆଜି ବଲାଙ୍ଗିର ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ କରିଛନ୍ତି କୋଶଲ ରାଜ୍ୟ ସମନ୍ୱୟ କମିଟିର ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର । ବଲାଙ୍ଗିର ଜିଲ୍ଲାର
Read More...

ପାଣି ଭିତରେ ପଶିଲା ଗଞ୍ଜେଇ ବୋଝେଇ କାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶି ଯାଇଛି ଏକ ଗଞ୍ଜେଇ ଲୋଡ ହୋଇଥିବା କାର୍‌ । ଏଭଳି ଏକ ଖବର ଆଜି ବଲାଙ୍ଗିର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କୁରୁଲରୁ ଭାଲେର୍‌ ଯାଇଥିବା ବାଏପାସ୍‌ ରାସ୍ତାରେ ପୋଖରୀ
Read More...

ପରୀକ୍ଷା ଆଗରୁ ଝୁଲି ପଡ଼ିଲେ ବଲାଙ୍ଗିର ବିଶ୍ୱାତ୍ମ ବିଦ୍ୟାମନ୍ଦିରର ଛାତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ପରୀକ୍ଷା ଆଗରୁ ଝୁଲି ପଡ଼ିଲେ ବଲାଙ୍ଗିର ବିଶ୍ୱାତ୍ମ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ର । ଆଜି ସକାଳୁ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ବଲାଙ୍ଗିର ବିଶ୍ୱାତ୍ମ ବିଦ୍ୟାମନ୍ଦିର ସ୍କୁଲ
Read More...

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଭୋଜନ ବେଳେ ଛୁଆଁ ଅଛୁଆଁ ଭେଦଭାବ ପ୍ରଦର୍ଶନ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଭୋଜନ ବେଳେ ଛୁଆଁ ଅଛୁଆଁ ଭେଦଭାବ ପ୍ରଦର୍ଶନ କରାଯାଇଥିବା ଭଳି ଏକ ଅଭାବନୀୟ ଘଟଣାକୁ ନେଇ ବଲାଙ୍ଗିର ସାମ୍ବାଦିକ ଭବନରେ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ବଲାଙ୍ଗିର ଜିଲ୍ଲା
Read More...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଆଧାରରେ ବସ୍ତିବାସିନ୍ଦାଙ୍କ ବିକାଶ କାର୍ଯ୍ୟକ୍ରମ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କଲେଜଛକ କଲ୍ୟାଣ ମଣ୍ଡପଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଆଧାରରେ ବସ୍ତିବାସିନ୍ଦାଙ୍କ ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ପୌର ପରିଷଦ ୱାର୍ଡ ନଂ.୨ର କାଉନ୍‌ସିଲର୍ ସୁଶ୍ରୀ ସରିତା ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି
Read More...

ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଏଲ୍‌ଏସ୍‌ କ୍ଲବକୁ ହରାଇ ଦୋସ୍ତି ବ୍ରଦର୍ସ ଫାଇନାଲରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିସିଏଫ୍‌ଏ କଲେଜଛକ ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ ମିଶନ ହାଇସ୍କୁଲ ପଡିଆଠାରେ ଦ୍ୱିତୀୟ ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ସିସିଏଫ୍‌ଏ ସଭାପତି ସୁରେନ୍ଦ୍ର ନାଗ (ସୋନୁ)ଙ୍କ
Read More...

ଯୁବ କୁଲୁତା ସମାଜ ତରଫରୁ କ୍ରିକେଟ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଦେଓଗାଁ ବ୍ଲକ ପଡିଆରେ ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଦେଓଗାଁ ଥାନାଧିକାରୀ ହରିବନ୍ଧୁ ଗଡତ୍ୟା ଓ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ତଥା
Read More...