Browsing Tag

balangir news

ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରଠାରେ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ଠାରେ କର୍ମଚାରୀ କେଶବ ଚନ୍ଦ୍ର ସାହୁଙ୍କୁ ସେବା ନିବୃତ୍ତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଦୀର୍ଘ ଚାରି ଦଶନ୍ଧି ଧରି ୧୯୮୨ ମସିହା ଠାରୁ ନିରନ୍ତର ଏଠାରେ ନିଜର କର୍ମ ସାଧନା ଦେଇ ଥିବାରୁ ମହାବିଦ୍ୟାଳୟ ତରଫରୁ ତାଙ୍କୁ
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଆଜି ସଂଧ୍ୟାରେ ତରଭା ଥାନା ଅନ୍ତର୍ଗତ ବୁଦେଲବାହାଲି ଗାଁର ଦିଲୀପ ଝାଙ୍କର(୩୫) କୌଣସି କାମରେ ବାଇକ୍‌ ଯୋଗେ
Read More...

ଭାରସାମ୍ୟ ହରାଇ ଚାଷ ଜମିକୁ ପଶିଲା ବାଇକ୍‌, ଆରୋହୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଚାଷ ଜମିକୁ ପଶିଯାଇଛି ଏକ ବାଇକ୍‌ । ଏଥିରେ ଆରୋହୀ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ତରଭା ଥାନା ଅନ୍ତର୍ଗତ ସିଂହାରୀ ଗାଁର ବବଲୁ ଦୀପ(୧୮) କୌଣସି କାମରେ ବାଇକ୍‌ ଯୋଗେ ଚାରଭଟା ଯାଇ ଫେରୁଥିବା ବେଳେ ବରମୁଣ୍ଡା ଗାଁ
Read More...

ଗନ୍ଧମାର୍ଦ୍ଦନ ଶିିଳ୍ପତାଲିମ୍‌ କେନ୍ଦ୍ରଠାରେ ଝିଅମାନଙ୍କୁ ଅଗ୍ନିବୀର ଉପରେ ୫ ଦିନିଆ ତାଲିମ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିକା ସମାଜରେ ଝିଅମାନେ ବି ପୁଅମାନଙ୍କ ଠୁ କମ୍‌ ନୁହଁନ୍ତି । ସେମାନେ ବି ଦେଶ ମାତୃକାର ସେବା କରିବା ପାଇଁ ଆଗେଇ ଆସୁଥିବା ବେଳେ ବଲାଙ୍ଗିର ସହର ସ୍ଥିତ ଗନ୍ଧମାର୍ଦ୍ଦନ ଶିିଳ୍ପତାଲିମ୍‌ କେନ୍ଦ୍ରଠାରେ ଦେଶ ସେବା କ୍ଷେତ୍ରରେ ନିୟୋଜିତ ହେବା ପାଇଁ ସେମାନଙ୍କ
Read More...

ବଲାଙ୍ଗିରରେ ବସୁଧା ଯୋଜନାର ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ବସୁଧା ଯୋଜନାର ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍‌ଚୁଆଲ୍‌ ମୋଡ଼୍‌ରେ ଉଦ୍‌ଘାଟିତ ହୋଇଥିବା ଏହି ପ୍ରକଳ୍ପ ବଲାଙ୍ଗିର ସହରର ପ୍ରତ୍ୟେକ ପଡ଼ାକୁ ୨୪ ଘଂଟା ପିଇବା ପାଣି ଯୋଗାଇବାରେ ବିଶେଷ ସହାୟକ ହେବ ବୋଲି ବଲାଙ୍ଗିର
Read More...

ବଲାଙ୍ଗିର ଜିଲ୍ଲା କାରାଗାରରେ ଚାରି ଦିନିଆ ଯୋଗ, ଧ୍ୟାନ ଏବଂ ସତସଙ୍ଗ ଶିବିର ସମ୍ପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଏବଂ ମହିଳା ପତଞ୍ଜଳି ଯୋଗ ସମିତି ପକ୍ଷରୁ ବଲାଙ୍ଗିର ଜିଲ୍ଲା କାରାଗାରରେ ଚାରି ଦିନିଆ ଯୋଗ, ଧ୍ୟାନ ଏବଂ ସତସଙ୍ଗ ଶିବିରର ଆୟୋଜନ କରାଯାଇଥିଲା । ଯୋଗଗୁରୁ ଏବଂ ପତଞ୍ଜଳି ବଲାଙ୍ଗିର ଜିଲ୍ଲା ସଂଯୋଜିକା ସୁଶ୍ରୀ ସୁଜାତା
Read More...

ଡେଙ୍ଗ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ସଭାପତିତ୍ୱରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ କୃପାସିନ୍ଧୁ ମିଶ୍ର ସଂଯୋଜନା ଓ ବିଜ୍ଞାନ ଶିକ୍ଷୟିତ୍ରୀ
Read More...

ନକଲି ସୁନା ବନ୍ଧକ ଦେଇ ଲକ୍ଷାଧିକ ଟଙ୍କା ଋଣ ନେଇଥିଲେ : ବାନ୍ଧିଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ସୁନା ବନ୍ଧକ ଦେଇ ଲକ୍ଷାଧିକ ଟଙ୍କା ଋଣ ନେଇଥିଲେ । ବାନ୍ଧିଲା ବଲାଙ୍ଗିର ଟାଉନ୍‌ ପୋଲିସ । ସୂଚନା ଅନୁସାରେ ବଲାଙ୍ଗିର ଗାନ୍ଧୀନଗରପଡ଼ାରେ ଥିବା ଇସାଫ୍‌ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ଲକ୍ଷାଧିକ ଟଙ୍କା ଋଣ ନେଇଥିବା ଅଭିଯୋଗରେ
Read More...

ଜଗା ପ୍ରଦାନ ଦାବିରେ ବଲାଙ୍ଗିର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ରଶ୍ମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଶାସନ ଏ ପର୍ଯ୍ୟନ୍ତ ନିଜ କଥା ରଖିନାହିଁ । ଆମ ଜାଗାରେ ବଲାଙ୍ଗିର ମେଡ଼ିକାଲ୍‌ କଲେଜ୍‌ର ଗେଟ୍‌ ନିର୍ମିତ ହୋଇଛି । ଏଇ ଜାଗା ବଦଳରେ ଆମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଲଗା ଜାଗା ଦିଆଯାଇଛି ସତ, ଅଥଚ ଏ ପର୍ଯ୍ୟନ୍ତ ସେହି ଜାଗାର ପଟ୍ଟାପାର୍ଚ୍ଚା ଆମକୁ
Read More...

ବଲାଙ୍ଗିରରୁ ଅଯୋଧ୍ୟା ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରୁ ଅଯୋଧ୍ୟା ଦର୍ଶନ ନଗରକୁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ । ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ । ଶ୍ରୀରାମଙ୍କ ଦର୍ଶନ ପାଇଁ ମିଳିଥିବା ସୁଯୋଗରେ ଭାବବିହ୍ଵଳ ହେଲେ ଭକ୍ତ । ବଲାଙ୍ଗିରରୁ ଶ୍ରୀରାମ ଜନ୍ମଭୂମି ତଥା ଶ୍ରୀରାମ ମନ୍ଦିର ଅଯୋଧ୍ୟା ଦର୍ଶନ ପାଇଁ
Read More...