Browsing Tag

balangir news

ଗାୟତ୍ରୀ ପରିବାରର ଆସ ଗଢ଼ିବା ସଂସ୍କାର ବାନ ପିଢ଼ି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଶୁକ୍ରବାର ଦିନ ଅପରାହ୍ନ ୩ଟାରେ ସ୍ଥାନୀୟ ମାରୱାଡ଼ି ସେବା ସଦନଠାରେ ଆସ ଗଢ଼ିବା ସଂସ୍କାର ବାନ ପିଢ଼ିର ସଂଯୋଜକ ବିଚିତ୍ର କୁମାର ସାହୁଙ୍କ ମାର୍ଗ ଦର୍ଶନରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମାରୱାଡ଼ି ସମାଜ ଓ ଗାୟତ୍ରୀ ପରିବାରର ଦୁଇ ଶହ
Read More...

ସେମେଲମୁଣ୍ଡା ଗ୍ରାମରେ ପିଇବା ପାଣି ସମସ୍ୟା : ୬ ମାସ ହେଲା ସୋଲାର୍‌ ନଳକୂପ ଅଚଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର(ଡୁଡୁକା)ବ୍ଲକ୍‌ କୁଟାସିଂହା ଗ୍ରାମ ପଂଚାୟତ ଅନ୍ତର୍ଗତ ସେମେଲମୁଣ୍ଡା ଗାଁରେ ସୋଲାର୍‌ ନଳକୂଅର ଟାଙ୍କି ଫାଟି ଯାଇଥିବାରୁ ୬ ମାସ ହେଲା ଅଚଳ ହୋଇ ପଡ଼ିରହିଛି । ଯାହା ଫଳରେ ପୂର୍ବ ପାଣି ଉତ୍କଟ ସମସ୍ୟା ଦେଖାଦେଇଛି ।
Read More...

ବିଶାଳ ବାଇକ ରେଲିରେ ଦମ୍‌ ଦେଖେଇଲା କଂଗ୍ରେସ

ଅବହେଳିତ ସମାଜର ସ୍ୱର ହେବ କଂଗ୍ରେସ - ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶ ଓ ରାଜ୍ୟରେ ଯଦି କେଉଁ ଦଳ ଲୋକଙ୍କ ହକ୍‌ର କଥା କହୁଛି ସେ ହେଉଛି କଂଗ୍ରେସ ଦଳ । ଅବହେଳିତଙ୍କୁ ସାମାଜିକ ଅର୍ଥନୈତିକ ସୁରକ୍ଷା ହେଉ କି ଯୁବକଙ୍କୁ ରୋଜଗାରର କଥା, ସେ ସବୁ ସମସ୍ୟା ସମାଧାନ ପାଇଁ
Read More...

ବଲାଙ୍ଗିର ରାମଲୀଳା ଶିବଧନୁ ଭଙ୍ଗ ଓ ସୀତା ବିବାହ ସମ୍ପନ୍ନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସର୍ବପୁରାତନ ରାମଲୀଳା ସଦାଶିବ ରଚିତ ଗୁରୁଶ୍ରୀ ବାଳମୁକୁନ୍ଦ ବେହେରାଙ୍କ କଣ୍ଠରେ ରାମଲୀଳା ଦ୍ୱିତୀୟ ସନ୍ଧ୍ୟାରେ ଶିବଧନୁ ଭଙ୍ଗ, ସୀତା ବିବାହ ସମ୍ପନ୍ନ ହୋଇଯାଇଥିବା ବେଳେ ରାମଜୀ ନାଟକ ସଂସଦର ଦ୍ୱିତୀୟ ଦିବସରେ ପର୍ଶୁରାମଙ୍କ ଭେଟ, ଧନୁ ଭଙ୍ଗ
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ବଲାଙ୍ଗିର ଏନ୍‌. ଏସ୍‌. ଏସ୍‌ ବ୍ୟୁରୋର ପ୍ରଥମ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ବଲାଙ୍ଗିର ଏନ୍‌. ଏସ୍‌. ବ୍ୟୁରୋର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉ କି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଅଧିନରେ ଦୁଇ ଗୋଟି ଜିଲ୍ଲା (ବଲାଙ୍ଗିର ଓ ସୋନପୁର) ନିମିତ୍ତ ଏକ ନୂତନ ଏନ୍‌. ଏସ୍‌. ଏସ୍‌ ବ୍ୟୁରୋ ଗଠନ
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ଦହିପାଣି ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାପ୍ତାହିକ ବଜାର ହାଟପଦାପଡା ବଲାଙ୍ଗିରଠାରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ପକ୍ଷରୁ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପସଭାପତି ପର୍ଶୁରାମ ନାୟକ, ସାଧାରଣ ସଂପାଦକ ମଲିଆ ଗଡୁଆ,
Read More...

କଂଗ୍ରେସର ଜନ ଆଶିର୍ବାଦ୍‌ କାର୍ଯ୍ୟକ୍ରମ

ବିଭିନ୍ନ ଜାତି ସମାଜ ସହ ଆଲୋଚନା ଓ ଆଶିର୍ବାଦ୍‌ ଲୋଡିଲେ ସମରେନ୍ଦ୍ରଅର୍ଥନୈତିକ ବିକାଶ ସହ ଶାନ୍ତିପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ଆମର ଲକ୍ଷ୍ୟ - ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମାରୱାଡି, ଗୁଜରାତି, ବିହାରୀ ଓ ସିନ୍ଧି ସମାଜର ବିଶିଷ୍ଟ ବ୍ୟକ୍ତିମାନେ ଏହି
Read More...

ଆସୁନ୍ ଦହି ପାଏନ୍ ଟିକେ ପିଇମା : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନସାଧାରଣଙ୍କୁ ସାମାନ୍ୟ ଆଶ୍ୱସ୍ତି ଲକ୍ଷ୍ୟରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାପମାତ୍ରା ପାଖାପାଖି ୪୩ପ୍ସ, ବଲାଙ୍ଗିରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ତାତି । ଅନ୍ୟପଟେ ନିର୍ବାଚନୀ ମାହୋଲ ସରଗରମ ରହିଥିବା ବେଳେ ବର୍ତ୍ତମାନ ବଲାଙ୍ଗିରରେ ଲୋୟର ସୁକତେଲ ପାଣିରୁ ପାଣିଛତ୍ରକୁ ଆସି ରାଜନୀତି ପହଞ୍ଚି ଗଲାଣି । ସହରରେ ଏବେ
Read More...

ଆଇଏସ୍‌ ଅଫିସର ହେଲେ ବଲାଙ୍ଗିରର ପୁଅ ସାଇରାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ନାଳଖଣ୍ଡିପଡା ନିବାସୀ ସଞ୍ଜୟ ମିଶ୍ରଙ୍କ ପୁଅ ସାଇରାଜ ମିଶ୍ର ୫୯୧ ରାଙ୍କରେ ରହି ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବଲାଙ୍ଗିର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି
Read More...

ବଲାଙ୍ଗିର ଜଗନ୍ନାଥପଡ଼ାରେ ସୀତା ବିବାହ ଓ ପର୍ଶୁରାମ ଭେଟ ମଂଚସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଗନ୍ନାଥପଡ଼ାରେ ଗତ ରାତିରେ ମଂଚସ୍ଥ ହୋଇଛି ସୀତା ବିବାହ ଓ ପର୍ଶୁରାମ ଭେଟ । ଜଗନ୍ନାଥପଡ଼ାର ରାମଲୀଳା ସାରା ବଲାଙ୍ଗିର ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ହଜାର ହଜାର ଦର୍ଶକଙ୍କ ଭିଡ଼ରେ ଖୁବ୍‌ ଉତ୍ସବମୁଖର ଅନୁଭବ ହୁଏ
Read More...