Browsing Tag

balangir news

ଓଡିଶା ଷ୍ଟେଟ୍‌ ଉଷୁ ଟ୍ରେନିଂ କ୍ୟାମ୍ପ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଷ୍ଟେଟ୍‌ ଉଷୁ ଟ୍ରେନିଂ କ୍ୟାମ୍ପ ସଫଳତା ସହିତ ଉଦ୍‌ଯାପିତ ହୋଇଯାଇଛି । ଗାନ୍ଧୀ ଷ୍ଟାଡିୟମ୍‌ ବଲାଙ୍ଗିର ଠାରେ ଗତ ୨୧ ଏପ୍ରିଲଠାରୁ ୧ ମେ (୧୦ ଦିନ) ପର୍ଯ୍ୟନ୍ତ ଜାଲିଥିବା ଏହି ଉଷୁ ମର୍ସଲ ଆର୍ଟ୍ସ ଟ୍ରେନିଂ କ୍ୟାମ୍ପ ଆଜି ଶେଷ ଦିବସରେ ମୁଖ୍ୟ ଅତିଥି
Read More...

ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟିର ମାସିକ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରି କମିଟିର କାର୍ଯ୍ୟକାରୀ କମିଟିର ମାସିକ ବୈଠକ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ରେଲ ଉପଭୋକ୍ତ ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଡ. ଶ୍ରୀକର ମିଶ୍ର ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ କରିବା ପରେ
Read More...

ସମରେନ୍ଦ୍ର ଦାଖଲ କଲେ ପ୍ରାର୍ଥୀପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସ ଦଳ ପକ୍ଷରୁ ଆୟୋଜିତ ଶୋଭାଯାତ୍ରାରେ ଆଜି ବଲାଙ୍ଗିର ସହର ଭିତରେ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ପିଆର୍‌ ହାଇସ୍କୁଲ ଷ୍ଟାଡ଼ିଅମ୍‌ ନିକଟରେ ଥିବା ଜାତିର ପିତା ମହତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
Read More...

ସମରେନ୍ଦ୍ରଙ୍କ ନାମାଙ୍କନ ଶୋଭାଯାତ୍ରାରେ ଜନସମୁଦ୍ର

ହଜାର ହଜାର ସମର୍ଥକଙ୍କ ସହ ପ୍ରାର୍ଥୀପତ୍ର ଦାଖଲ କଲେ ଲୋକସଭା ପ୍ରାର୍ଥୀ ମନୋଜବିନାଶ ବିପକ୍ଷରେ, ବିକାଶ ସପକ୍ଷରେ ହେବ ମତଦାନ : ସମରେନ୍ଦ୍ର ବଲାଙ୍ଗିର, (କେପିଏନ୍ଏସ୍) : କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ରଙ୍କ ନାମାଙ୍କନ ଶୋଭାଯାତ୍ରାରେ ବଲାଙ୍ଗିର ସହରରେ ଜନସମୁଦ୍ର ଭଳି ଦୃଶ୍ୟ
Read More...

ସୁଗ୍ରୀବଙ୍କ ସହ ଶ୍ରୀରାମଙ୍କ ମିତ୍ରତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୀତା ଠାବ ପରେ ବୀର ହନୁମାନ ଶ୍ରୀରାମଙ୍କ ପାଖକୁ ଫେରି ଲଙ୍କାଗଡ଼ର ଖବର ଓ ମା' ଜାନକୀଙ୍କ ସମ୍ବାଦ ପ୍ରଦାନ କରିଛନ୍ତି । ସୀତୟାଙ୍କ ସଂବାଦ ପାଇ ମ୍ରିୟମାଣ ହୋଇପଡ଼ିଛନ୍ତି ପ୍ରଭୁ ଶ୍ରୀରାମ । ଗତ ରାତିରେ ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳା ନାଟକରେ ଏଭଳି
Read More...

ସେଞ୍ଚୁରିଅନ ବିଦ୍ୟାଳୟରେ ଗ୍ରୀଷ୍ମ ଶିବିର ୨୦୨୪-୨୫ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାର ମୂଳ ଲକ୍ଷ୍ୟ ହେଲା ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ କରିବା । ପାଠ୍ୟ ପୁସ୍ତକଗତ ଶିକ୍ଷା ବ୍ୟତୀତ ଆନ୍ୟନ୍ୟ ବିଷୟରେ ମଧ୍ୟ ଛାତ୍ର, ଛାତ୍ରୀଙ୍କର ଦକ୍ଷତା ବୃଦ୍ଧି ହେବ ଉଚିତ । ଏଇ ଆଭିମୁଖ୍ୟ ନେଇ ସେଞ୍ଚୁରିଅନ ବିଦ୍ୟାଳୟ (ଜେ. ଆଇ. ଟି. ଏମ୍‌)ର
Read More...

ଶ୍ରମିକ ଦିବସରେ ମହିଳା ଦାଦନ ଶ୍ରମିକଙ୍କ ପ୍ରତିମୂର୍ତ୍ତି ଗଢ଼ିଲେ ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ବିଶ୍ୱରେ ଆଜି ପାଳିତ ହେଉଛି ଆନ୍ତର୍ଜାତୀୟ ଶ୍ରମିକ ଦିବସ । ବଲାଙ୍ଗିର ଜିଲ୍ଲା ଦାଦନ ପ୍ରବଣ ଜିଲ୍ଲା ଭାବରେ ସାରା ବିଶ୍ୱରେ ଦୁର୍ନାମ ଅର୍ଜନ କରିଥିବା ବେଳେ ଶ୍ରମିକ ଦିବସ ଅବସରରେ ମହିଳା ଦାଦନ ଶ୍ରମିକଙ୍କ ପ୍ରତିମୂର୍ତ୍ତି ଗଢ଼ିଛନ୍ତି ପ୍ରସିଦ୍ଧ
Read More...

ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳା ମଂଚରେ ଚିତ୍ତାକର୍ଷକ ଲଙ୍କାପୋଡ଼ି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ମଂଚସ୍ଥ ହୋଇଛି ଚିତ୍ତାକର୍ଷକ ଲଙ୍କାପୋଡ଼ି । ରାମଲୀଳା ନାଟକରେ ବୀର ହନୁମାନଙ୍କ ଦ୍ୱାରା ଲଙ୍କାପୋଡ଼ି ଦୃଶ୍ୟ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ । ଦେବୀ ସୀତାଙ୍କ ଠାବ ପରେ ବୀର ହନୁମାନ ଅଶୋକ ବନ ଭାଙ୍ଗିବା
Read More...

ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ବିଶାଳ ମିଶ୍ରଣ ପର୍ବ : କଂଗ୍ରେସରୁ ଆସି ବିଜେଡ଼ିରେ ମିଶିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆଜି ସଂଧ୍ୟାରେ ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି । ନିକଟରେ ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ୍‌ ହୋଇଥିବା ଦୁଇ ଜଣ ବଳିଷ୍ଠ ଯୁବନେତା ବିଧୁଭୂଷଣ ତ୍ରିପାଠୀ ଓ ଆକାଶ ମିଶ୍ରଙ୍କ
Read More...

ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ଦେହାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋହରପୁର ବଲାଙ୍ଗିର ବିରାଟ କେଶରୀ ପ୍ରଧାନଙ୍କର ଗତକାଲି ଦେହାନ୍ତ ହୋଇଯାଇଛି । ଷ୍ଟ୍ରୋକ ପୀଡିତ ହୋଇ ମାର୍ଚ୍ଚ ୧୯ ତାରିଖରୁ ସେ ନ୍ୟୁରୋ ସାଇନ୍ସ ଆଇସିୟୁ, କିମ୍ସ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କ
Read More...