Browsing Tag

balangir news

ରାମଗୋପାଲ ହିନ୍ଦୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ବିତର୍କ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାମଗୋପାଳ ହିନ୍ଦୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ହିନ୍ଦୀ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଜିଲ୍ଲା ସଭାପତି ସନ୍ତୋଷ କୁମାର ଅଗ୍ରୱାଲ (ମୋଦୀ)ଙ୍କ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ଛାତ୍ରମାନେ ହିନ୍ଦୀ ଭାଷା ମାଧ୍ୟମରେ
Read More...

ଗୁଲାମୁଲା ବୁହି ନେଲେ ଚୋର୍ ୧୪ ବସ୍ତା ଚଉଲ୍

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଇସ୍କୁଲରେ ଛୁଆମାନେ ଖାଏବେ ବଲି ସରକାର ଜୁଗେଇ ଦେଉଛନ୍ ଚାଉଲ୍ । ପଢି ଆଏଲା ଛୁଆମାନେ ବଡା ଗହଗହ ଥି ବେଲା କେ ଖାଉଛନ୍ ମିଲ୍ । ହେଲେ ଏନ୍‌ତା ଗୁଟେ ଘଟନା ଘଟିଛେ ବଲାଙ୍ଗିର ସଦର ବ୍ଲକ ରିନବଚନ ଗାଁର ଏମ୍‌ଇ ସ୍କୁଲ୍ ଥି । ରଏବାର୍ ଛୁଟି ଦିନ୍‌ ଥିଲା ସମାର୍
Read More...

ଟାଟା ପାୱାରର ସ୍ମାର୍ଟ ମିଟର ଲଗାଣ ବିରୁଦ୍ଧରେ ଲଢେଇ ଜାରି ରହିବ – ବଲାଙ୍ଗିର ନାଗରିକ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ବଲାଙ୍ଗିର ନାଗରିକ କମିଟିର ସପ୍ତମ ସାଧାରଣ ପରିଷଦ ବୈଠକ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କାର୍ଯ୍ୟ ତୁଳାଉଥିବା ସ୍ୱର୍ଗତ ଗଜେନ୍ଦ୍ର ତ୍ରିଭୁବନ ଦାସ ଭର୍ମରଙ୍କ
Read More...

ଡ. ଶ୍ରୀକର ମିଶ୍ର ପାଇବେ ପାର୍ବତୀ ଗିରି ସେବା ସମ୍ମାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଶ୍ରାଦ୍ଧ ସମାରୋହ ପାଳନ କରିବାକୁ ସଭାପତି କେଶବ ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପୂଜ୍ୟପୂଜା ସେବା ସଂଗଠନର ଉନବିଂଶତମ
Read More...

୰ନିମାଇଁ ଚରଣ ପାଣିଗ୍ରାହୀଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ର୍ଗତ ନିମାଇଁ ଚରଣ ପାଣିଗ୍ରାହୀ ବିଶେଷତଃ ପଶ୍ଚିମ ଓଡିଶାର ସମସ୍ତ ଭାଷା ଓ ସଂସ୍କୃତି ପ୍ରେମୀଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ଛାପ ଛାଡି ଯାଇଛନ୍ତି । ସମଗ୍ର ଜୀବନ କାଳକୁ ଆପଣାର ମାତୃଭାଷା କୋସଲି, କୋସଲାଁଚଲର ସଂସ୍କୃତି ଓ ଐତିହ୍ୟ ପାଖରେ ସମର୍ପି ଦେବାର
Read More...

ନିମେଇ ପାଣିଗ୍ରାହୀଙ୍କ ବିୟୋଗରେ ପଞ୍ଚମର ଶୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ କୋଶଲି ଗବେଷକ ତଥା ଲେଖକ ନିମେଇ ଚରଣ ପାଣିଗ୍ରାହୀଙ୍କ ବିୟୋଗରେ ସଂଗୀତ ମହାବିଦ୍ୟାଳୟ ପଞ୍ଚମ ଠାରେ ଏକ ଶୋକ ସଭା ଆୟୋଜନ ହୋଇଯାଇଛି । ପଞ୍ଚମର ସଭାପତି ମୁରଲୀଧାରୀ ପତିଙ୍କ ସଭାପତିତ୍ୱରେ ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା କରିବା
Read More...

ଓଡିଶା ରାଜ୍ୟ ଜଳ ଓ ପରିମଳ ମିଶନ କର୍ମଚାରୀ ସଂଘ ତରଫରୁ ପୁନଃ ନିଯୁକ୍ତି ପାଇଁ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଜଳ ଓ ପରିମଳ କର୍ମଚାରୀ ସଂଘ ତରଫରୁ ସାଧାରଣ ସମ୍ପାଦକ ପ୍ରମୋଦ ବଗର୍ତ୍ତି ଛଟେଇ ହୋଇଥିବା କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା ପାଇଁ ଗତ ତା. ୧୫/୭/୨୦୨୪ରେ ରାଜ୍ୟ ସରକାରଙ୍କ ଅଭିଯୋଗ ପ୍ରକୋଷ୍ଠରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କୁ
Read More...

ବାହାର୍‌ଲା ନୂଆଁଖାଇ ଲଗନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାହାର୍‌ଲା ନୂଆଁଖାଇ ଲଗନ୍‌ । ପରମ୍ପରା ଅନୁସାରେ ସମଗ୍ର ବଲାଙ୍ଗିର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ ଅନୁସାରେ ପୂର୍ବତନ ପାଟଣା ଷ୍ଟେଟ୍‌ ତଥା ମହାରାଜାଙ୍କର୍‌ ଇଷ୍ଟ ଦେବୀ ମା’ ପାଟଣେଶ୍ୱରୀ ଆର୍‌ ମା’
Read More...

ପଞ୍ଚଭୂତରେ ଲୀନ ହେଲେ ନିମାଇଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଞ୍ଚଭୂତରେ ଲୀନ ହେଲା ନିମାଇଁଙ୍କ ପାର୍ଥିବ ଶରୀର । ହଜାର ହଜାର ଶ୍ରଦ୍ଧାଳୁ, ବନ୍ଧୁବର୍ଗଙ୍କୁ ଶୋକ ସାଗରରେ ଭସାଇ ଦେଇ ଆରପାରିକୁ ଚାଲିଗଲେ କୋଶଲୀ ସାହିତ୍ୟ, ସଂସ୍କୃତି ଗବେଷକ ତଥା ସଂଗ୍ରାହକ ନିମାଇଁ ଚରଣ ପାଣିଗ୍ରାହୀ । ଖାଲି ପଡ଼ିଛି କୁର୍‌ମା, ତାଙ୍କ
Read More...

ସବୁଦିନ ପାଇଁ ଅମର ରହିଲେ ନିମାଇଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲି ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟକୁ ନେଇ ପ୍ରଚଣ୍ଡ ସ୍ୱାଭିମାନର ସହ ବଂଚୁଥିଲେ ନିମାଇଁ ଚରଣ ପାଣିଗ୍ରାହୀ । ତାଙ୍କ ଦେହାନ୍ତ କୋଶଳ ଅଂଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ବଲାଙ୍ଗିର ସହର ନିକଟସ୍ଥ
Read More...