Browsing Tag

balangir news

ସାଇଟ୍‌ କଲେଜ୍‌ରେ ୭୮ ତମ ସ୍ୱାଧିନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ସାଇଟ୍‌ କଲେଜ, ପଲ୍ଲିଶ୍ରୀ ଷ୍ଟଡିୟମ୍‌ ଠାରେ ୭୮ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ସୁଶ୍ରୀ ଶିକ୍ଷାନୁଷ୍ଠାନ ସମୂହ ସାଇଟ୍‌ ଡିପ୍ଲୋମା ଇଂଜିନିୟରିଂ, ସାଇଟ-ବି. ଏସ୍‌. ସି, ଜି. ଏନ୍‌. ଏମ୍‌, ଏ. ଏନ୍‌. ଏମ୍‌ ନର୍ସିଂ, ସୁଶ୍ରୀ ଆଇ. ଟି.
Read More...

ବଲାଙ୍ଗିରରେ ୭୮ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ୭୮ ତମ ସ୍ୱାଧିନତା ଦିବସ ସାରା ଦେଶ ପାଳନ କରୁଛି । ଏହି ଅବସରରେ ବଲାଙ୍ଗିରର ମୋନାହରପୁର ପଡ଼ିଆରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ, ଶ୍ରମ ବିଭାଗ ଓଡ଼ିଶା
Read More...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ମାହେଶ୍ୱରୀ ଅନୁଷ୍ଠାନ ବିଭିନ୍ନ ଦାବୀ ଜଣାଇଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସର୍କିଟ ହାଉସ ଠାରେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଙ୍କୁ ମାହେଶ୍ୱରୀ ସାମାଜିକ ସଂଗଠନ ତରଫରୁ ସୁଜନ ମୂଳକ ସାକ୍ଷାତ କରିବା ସହ ବଲାଙ୍ଗିରରେ ଅସ୍ୱାଭାବିକ ଭାବେ ବଢୁଥିବା
Read More...

ହର ଘର ତ୍ରିରଙ୍ଗା ଅଭିଯାନ

ବଲାଙ୍ଗିର, (ଦେବାଶିଷ ମଶ୍ର) : ବଲାଙ୍ଗିର ସହରର ନରସିଂ ମନ୍ଦିରରେ ଆଜି ତିରଙ୍ଗା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନାଗରିକ କମିଟିର ସଂପାଦକ ମଧୁସୁଦନ ନାୟକଙ୍କ ନେତୃତ୍ୱରେ ଆଜି ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବିଭିନ୍ନ ସାମାଜିକ କର୍ମୀମାନଙ୍କୁ ତ୍ରିରଙ୍ଗା ପତାକା ବଣ୍ଟନ
Read More...

ବଲାଙ୍ଗିରର ଏସ୍‌ଏଚ୍‌ଜି ଷ୍ଟଲରେ ମିଳୁଛି ହାତ ତିଆରି ରାକ୍ଷୀ : ଲୋକଙ୍କ ଜବରଦସ୍ତ ଭିଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ମିଳୁଛି ହାତ ତିଆରି ରାକ୍ଷୀ । ଦେଖିଲେ ମନ ଭରିଯିବ । ହଁ ଆଜ୍ଞା ଆମେ କହୁଛୁ ବଲାଙ୍ଗିର ସହରର ଜଗର୍ସ ପାର୍କ ତଥା ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ଲାଗିକି ଥିବା ଏସ୍‌ଏଚ୍‌ ଜି ସେଲ୍ସ ଆଉଟ୍‌ ଦୋକନର କଥା । ଏହି ଦୋକାନରେ ଏବେ ମହିଳା ମାନଙ୍କ ଦ୍ୱାରା ହାତରେ
Read More...

କଳାକାର ଗୋପାଳ ସାହୁଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ଜଣେ ବିଶିଷ୍ଟ କଳାକାର ଗୋପାଳ ସାହୁ (ଏଲି)ଙ୍କ ଆଜି ଶୋକସଭା ହୋଇଯାଇଛି । ତାଙ୍କର ବିୟୋଗରେ ଆଜିଭ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୃଥ୍ୱୀରାଜ ହାଇସ୍କୁଲ୍ର ୧୯୭୨ ମାଟ୍ରିକ୍ ବ୍ୟାଚ ପୁରାତନ ଛାତ୍ର ମାନଙ୍କ ଏକ ଶୋକସଭା ସହପାଠୀ ତଥା
Read More...

ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବଲାଙ୍ଗିର ଜିଓଲୋଜିଷ୍ଟ ଲାଂଚୁଆ ବାବୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବଲାଙ୍ଗିର ଜିଓଲୋଜିଷ୍ଟ ଲାଂଚୁଆ ବାବୁ । ଲାଂଚ ନେଇ ଧରାପଡ଼ିଗଲେ ଜିଓଲୋଜିଷ୍ଟ । ବିଲ୍‌ କରେଇବା ପାଇଁ ଚାଳିଶ ହଜାର ଟଙ୍କା ଲାଂଚ ନେଇ ଧରାପଡ଼ିଛନ୍ତି ବଲାଙ୍ଗିର ଭୁତଳ ଜଳ ଉନ୍ନୟନ ଖଣ୍ଡର ଜିଓଲୋଜିଷ୍ଟ
Read More...

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ଅରୁଣା ତରଫରୁ ଫୋଷ୍ଟର କେୟାର ତାଲିମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ବଲାଙ୍ଗିର ଓ ଅରୁଣା- ସିଆର୍ର୍ଏସ୍‌ର ମିଳିତ ଆନୁକୂଲ୍ୟରେ ବୁଧବାର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସଭା ଗୃହ ଠାରେ ନୂଆ ଫୋଷ୍ଟର୍ କେୟାର ମାର୍ଗଦର୍ଶିକା ୨୦୨୪ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମରେ
Read More...

ବ୍ଲକ ସ୍କୁଲ ସ୍ପୋର୍ଟସ୍‌ ଆସୋସିଏସନ୍‌ର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧପଡା ଠାରେ ବ୍ଲକ ସ୍କୁଲ ଆସୋସିଏସନ୍‌ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନାଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶାରୀରିକ
Read More...

ବିଲେଇସର୍ଡାରେ ଡାକ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଡାକ ଘର ପରିସରରେ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଉପଖଣ୍ଡ ଡାକ ଅଧିକ୍ଷକ ଦେବପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଡାକ ଘର ସବୁ ସମୟରେ ଗ୍ରାହକ
Read More...