Browsing Tag

balangir news

ଦେଓଗାଁ ଚିନିକଳ ସଂଘର୍ଷ ସମିତି ତରଫରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଗାନ୍ଧୀ ନଗର ପଡ଼ାସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ରେ ଦେଓଗାଁ ଚିନିକଳ ସଂଘର୍ଷ ସମିତି ର ମୁଖ୍ୟ ଆବାହକ ତଥା କୃଷକ ସଂଘର୍ଷ ସମିତି ର ସଭାପତି ବିଶିଷ୍ଟ ଶ୍ରମିକ ନେତା ବିଭୁଦତ୍ତ ମିଶ୍ର, ଅନ୍ୟତମ ଆବାହକ ତଥା ପଶ୍ଚିମ ଓଡିଶା ସେବା ସଂଘର…
Read More...

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସଦରମହକୁମା ଗାନ୍ଧୀନଗରପଡା ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଜିଲ୍ଲାସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ସଭାପତିତ୍ଵରେ…
Read More...

କୋଶଲି ବାଲ୍ମିକୀ ଇନ୍ଦ୍ରମଣି ସାହୁଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପାଇଁ ଉଠିଲା ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନ ଠାରେ ତହଁକ୍ କୁଟୁମ୍ ପକ୍ଷରୁ କୋଶଲି ବାଲ୍ମିକୀ ଇନ୍ଦ୍ରମଣି ସାହୁଙ୍କ ଜୟନ୍ତି ପାଳିତ ହୋଇଯାଇଛି । ଲେଖକ ପରିଷଦର ସମ୍ପାଦକ କପିଳେଶ୍ୱର ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ କବି ଆନନ୍ଦ ଚନ୍ଦ୍ର ସାହୁ ଯୋଗଦେଇ…
Read More...

କଂଗ୍ରେସର କ୍ରମବର୍ଦ୍ଧିଷ୍ଣୁ ଗ୍ରହଣୀୟତାରେ ବିଜେପି ଭୟଭୀତ – ଅରବିନ୍ଦ

'କଂଗ୍ରେସର ଦୁର୍ଗ କଲେଜ ଛକରେ ଦଳର ପ୍ରାଧାନ୍ୟ ଫେରିବ' ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂପ୍ରତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଆଗଉଛି । ଓଡିଶାରେ ଏହି ଧାରାକୁ ପିସିସି ସଭାପତି ଭକ୍ତଚରଣ ଦାସ ଆଗେଇ ନେଉଛନ୍ତି । ଶ୍ରୀ ଦାସଙ୍କ ନେତୃତ୍ୱରେ କଂଗ୍ରେସ ରାଜ୍ୟରେ ଈର୍ଷଣୀୟ…
Read More...

ଲୋୟର ସୁକତେଲ ଡ୍ୟାମ ସ୍ଥଳରେ ମା’ ବନଦୁର୍ଗାଙ୍କ ଦଶହରା ପୂଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ଡ୍ୟାମ ପାଶ୍ୱର୍ରେ ପୂଜା ପାଉଛନ୍ତି ମା' ବନଦୁର୍ଗା । ବିଭିନ୍ନ ଗ୍ରାମଦେବୀ ବିସ୍ଥାପିତ ହୋଇଥିଲେ ମଧ୍ୟ ଲୋୟର ସୁକତେଲ ଡ୍ୟାମ ତଳେ ପୂଜା ପାଉଛନ୍ତି ମା' ବନଦୁର୍ଗା । ସବୁ ବର୍ଷ ପରି ଏବର୍ଷ ଦଶହରା ପୂଜା ଆୟୋଜିତ ହୋଇଛି । ସୂଚନାଯୋଗ୍ୟ ଯେ,…
Read More...

ଐତିହ୍ୟ ସମ୍ପନ୍ନ ସାଲେଭଟା ମା’ ପାଟଣେଶ୍ୱରୀ ଦେବୀଙ୍କ ବଏଲ ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ଗ୍ରାମରେ ଗୋଟିଏ ଗମ୍ଭୀରାରେ ମା' ପାଟଣେଶ୍ୱରୀ ଓ ମା' ସମଲେଶ୍ୱରୀ ପୂଜା ପାଉଛନ୍ତି । ଏହି ଐତିହ୍ୟ ପୀଠରେ ଦଶହରା ଓ ନବରାତ୍ରିି ପୂଜା ଆୟୋଜିତ ହୋଇଥିଲା । ପାଟଣା ଶାସନ ସମୟରେ ତନ୍ତ୍ରମନ୍ତ୍ର ପୀଠ ଭାବରେ ଏହା…
Read More...

କିରାବାହାଲ ରାଣୀପାଲି ଓ କୁଶଙ୍ଗ ଦୈବୀପୀଠ ଦର୍ଶନ କଲେ ନରସିଂହ

ପାର୍ବଣ ଭାଇଚାରା ଓ ବିକାଶର ବାର୍ତ୍ତାବହ ହେଉ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶାରଦୀୟ ଦୁର୍ଗାପୂଜା ବହୁତ ଜାଗଜମକରେ ଓ ଭକ୍ତିଭାବରେ ଆମ ଅଂଚଳରେ ପାଳନ କରିଆସୁଛୁ । ଏ ଅବସରରେ ମା'ଙ୍କ ଆଗମନ ଆମ ଭିତରେ ନୂତନ ଉତ୍ସାହ ଉଦ୍ଦୀପନା ସୃଷ୍ଟି କରେ । ମା'ଙ୍କ ପୂଜା ମାଧ୍ୟମରେ ଆମେ…
Read More...

ପ୍ରଜାମେଳିର ୮୭ ବର୍ଷ ପୁର୍ତ୍ତି ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ହାଇସ୍କୁଲ ପଡିଆ ଠାରେ ପ୍ରଜାମେଳିର ୮୭ ବର୍ଷ ପୁର୍ତ୍ତି ଉପଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ସ୍ମୃତି କମିଟି ଆନୁକୁଲ୍ୟରେ ଆୟୋଜିତ ସ୍ମୃତି…
Read More...

ସାନନ୍ଦ ମିଶ୍ର ହେଲେ ରାଜ୍ୟ କିଶାନ କଂଗ୍ରେସ ସଂଯୋଜକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଜିଲ୍ଲା କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ରଙ୍କୁ ନୂତନ ଭାବେ ଓଡିଶା ପ୍ରଦେଶ କିଶାନ କଂଗ୍ରେସ କମିଟି ସଂଯୋଜକ ଭାବେ ପ୍ରଦେଶ କିଶାନ କଂଗ୍ରେସ ଅଧ୍ୟକ୍ଷ ଅଭୟ ସାହୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀ ମିଶ୍ର ତାଙ୍କ ନିଯୁକ୍ତିରେ ପୂର୍ବତନ…
Read More...

ସାହିତ୍ୟିକା ଚିରଶ୍ରୀ ଇନ୍ଦ୍ରସିଂଙ୍କୁ ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ୟ୍ୟରତ 'ରଚନା' ଅନୁଷ୍ଠାନ ପ୍ରତି ବର୍ଷ 'ରଚନା'ର ପ୍ରତିଷ୍ଠାତା ସଦସ୍ୟ, ଶାରଳା ପୁରସ୍କାର ବିଜେତା ଗାଳ୍ପିକ ମନୋଜ କୁମାର ପଣ୍ଡାଙ୍କ ସ୍ମୃତିରେ ତାଙ୍କ ଜନ୍ମଦିନ ଅକ୍ଟୋବର ୪ ତାରିଖରେ ସ୍ମାରକୀ ବକ୍ତୃତା ଓ ସର୍ଜନ…
Read More...