ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆସନ୍ତା ଫେବୃଆରୀ ୨୩ ଓ ୨୪ରେ ହେବାକୁ ଯାଉଛି ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟ
ବଲାଙ୍ଗିର, (କେପିଏନ୍ଏସ୍) : ଓଡ଼ିଶା ମହିଳା କ୍ରିକେଟରେ ପ୍ରାଧାନ୍ୟ ବିସ୍ତାର କରିଥିବା ପାଇଁ ବଲାଙ୍ଗିର ଏ ଦିଗରେ ଆଉ ଏକ ପାଦ ଆଗେଇଛି । ଆସନ୍ତା ଫେବୃଆରି ୨୩ ଓ ୨୪ ଦୁଇଦିନ ଧରି ଗାନ୍ଧୀ ଷ୍ଟାଡିୟମରେ ଓଡ଼ିଶାର ବହୁ ଶ୍ରେଷ୍ଠ ମହିଳା କ୍ରିକେଟର ଏକାଠି ହେବେ । ସ୍ଥାନୀୟ ଅଗ୍ରଣୀ ମହିଳା!-->…
Read More...
Read More...