Browsing Tag

balangir news

ସୁକତେଲ ମହୋତ୍ସବର ଦ୍ଵିତୀୟ ଦିବସ

"ଦର୍ଶକଙ୍କୁ ଆକର୍ଷିତ କରୁଛି କଂସ ଦରବାର" ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ଲକ ଅନ୍ତର୍ଗତ ବାନ୍ଧନ ଘୋର ଗ୍ରାମରେ ଚାଲିଥିବା ତୃତୀୟ ସୁକତେଲ ମହୋତ୍ସବର ଦ୍ଵିତୀୟ ଦିବସ । ଏହିସଭାରେ ସଭାପତିତ୍ୱ ରାମଚନ୍ଦ୍ର ପ୍ରଧାନ, ଅତିଥି ଭାବରେ ଯୋଗ ଦେଇଥିଲେ ଗୁଡ଼ାଭେଲା ବିଡ଼ିଓ ଗୁରେଶ୍ୱର ଭୋଇ,…
Read More...

ପୋଲିସ ଉପରେ ଆକ୍ରମଣ : ଏଏସଆଇ ଗୁରୁତର, ୨ ଅଟକ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁରରେ ପୋଲିସ ଉପରକୁ ଆକ୍ରମଣ ହୋଇଛି । ଆକ୍ରମଣରେ ଲୋଇସିଂହା ଥାନାର ଏଏସଆଇ ଜୀବନାନନ୍ଦ ବେହେରା ଗୁରୁତର ହୋଇଛନ୍ତି । ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।…
Read More...

ଇମ୍ପାରିୟାଲ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ୨୦୨୬ ଉଦ୍‌ଯାପିତ

ପୁରୁଷ ବର୍ଗରେ ଚମ୍ପିୟାନ ଅଫ୍‌ ଚମ୍ପିୟାନ ହେଲେ ସମ୍ବଲପୁରର ଶଙ୍କର ମେହେରମହିଳା ବର୍ଗରେ ସମ୍ବଲପୁରର ଉର୍ମିଳା ବେହେରା ବଲାଙ୍ଗିର, (ଦେବାଶିିଷ ମିଶ୍ର) : କଳିଙ୍ଗ ବଡି ବିଲଡିଂ ଏସୋସିଏସନ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଆୟୋଜିତ ହୋଇଥିବା ଇମ୍ପାରିୟାଲ କ୍ଲାସିକ ରାଜ୍ୟ ସୁନ୍ଦର…
Read More...

ଭାରତୀୟ ବିଦ୍ୟା ନିକେତନ ବିଲେଇସର୍ଡାର ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ବିଦ୍ୟା ନିକେତନ ବିଲେଇସର୍ଡାର ଗତକାଲି୧୩ତମ ବାର୍ଷିକ ଉତ୍ସବ ଧୁମଧାମ୍‌ରେ ପାଳିତ ହୋଇଥିଲା । ଏହି ଅବସରରେ ବହୁ ଅତିଥି, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁଇଁତଲା ବ୍ଲକ ଅଧ୍ୟକ୍ଷ ଭାବେ ସରୋଜ କୁମାର…
Read More...

ଜେ ଏସ୍ ଏମ୍ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜେ ଏସ୍ ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗରେ ପୃଥକ ପୃଥକ ପୋଷ୍ଟର ମାଧ୍ୟମରେ ବିଭିନ୍ନ…
Read More...

ସପ୍ତାହେ ହେଲା ଶିକ୍ଷୟିତ୍ରୀ ନିଖୋଜ : ପୋଲିସ ତଦନ୍ତ ଜାରି

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କନ୍ଦାଜୁରୀ ପଞ୍ଚାୟତର ତେନ୍ତୁଳିଖୁଣ୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଜନୈକା ସହକାରୀ ଶିକ୍ଷୟିତ୍ରୀ ଗତ ୨୧ ତାରିଖ ଶନିବାର ଠାରୁ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ନିଖୋଜ…
Read More...

ଇମ୍ପେରିୟାଲ୍‌ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ

ଯୋଗଦେଲେ ୧୯ ଜିଲ୍ଲାରୁ ୧୨୫ ପ୍ରତିଯୋଗୀସ୍ୱାସ୍ଥ୍ୟ ହିଁ ସବୁଠାରୁ ବଡ ସଂପଦ - ଅମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୁରୁଣା ବସଷ୍ଟେଣ୍ଡ ସ୍ଥିତ ଫଳ ବଜାର ପ୍ରାଙ୍ଗଣରେ କଳିଙ୍ଗ ବଡି ବିଲଡିଂ ଏସୋସିଏସନ ବଲାଙ୍ଗିର ଶାଖା ତରଫରୁ ଇମ୍ପେରିୟାଲ କ୍ଲାସିକ ୨୦୨୬ ଷ୍ଟେଟ ଲେବେଲ…
Read More...

ମଲମୁଣ୍ଡା ସାଧନ କେନ୍ଦ୍ର ସ୍ତରୀୟ ମାସିକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଅଷ୍ଟମ ମାସିକ ବୈଠକ ମଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଏସ୍‌ପିଡ଼ି, ଓସେପା, ଓଡିଶାଙ୍କ ପତ୍ର ସଂଖ୍ୟା- ୨୫୭୪/ତା.୨୩.୦୨.୨୦୨୬, ଟିଇ ଓ ଏସସିଇଆରଟି,…
Read More...

ଅସହାୟ ଭୋକିଲାଙ୍କୁ ଖାଦ୍ୟ ବାଣ୍ଟିବ ସ୍ମାଇଲ ଫର୍‌ ଅଲ୍‌ ସଂଗଠନ

“ପେଟ କେ ମୁଠେ” ଅଭିଯାନ ଆସନ୍ତା ଆଜିଠୁ ହେବ ଆରମ୍ଭ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରରେ ବିଭିନ୍ନ ବର୍ଗର ଲୋକେ ବାସ କରୁଛନ୍ତି । ସହରରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆର୍ଥିକ ସ୍ତରରେ ସ୍ୱଚ୍ଛଳ ତଥା ଅତି ସ୍ୱଚ୍ଛଳ ବର୍ଗର । ଏମାନଙ୍କ ଭିତରେ ଅନେକ ବି ଲୋକ ଅଛନ୍ତି…
Read More...

ପୂର୍ବତନ ସରପଂଚ ତଥା ବିଶିଷ୍ଟ କଂଗ୍ରେସ ନେତା ନୃପରାଜ ବାବୁଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ପିପିର୍ଡା ପଂଚାୟତ ଅନ୍ତର୍ଗତ ପିପିର୍ଡା ଗାଁର ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ସରପଂଚ ନୃପରାଜ ବାବୁଙ୍କ ପରଲୋକ ହୋଇଯାଇଛି । ସେ ୫ ବର୍ଷ ଧରି ପିପିର୍ଡା ଗ୍ରାମ ପଂଚାୟତର ସରପଂଚ ଭାବେ କାର୍ଯ୍ୟ କରି ଅଂଚଳରେ…
Read More...