Browsing Tag

balangir news

ମହିଳା ଦିବସ ପାଳନ ଅବସରରେ ‘ସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର’ ଶୀର୍ଷକ ଏକ ସ୍ଵତନ୍ତ୍ର ସଚେତନତା କାର୍ଯ୍ୟକ୍ରମର ଦ୍ୱିତୀୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବଲାଙ୍ଗିର ସହରସ୍ଥିତ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ‘ସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର’ ଶୀର୍ଷକ ଏକ ସ୍ଵତନ୍ତ୍ର ସଚେତନତା କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସ ଅନୁଷ୍ଠିତ ହୋଇଯାଇଛି । ମହିଳାମାନଙ୍କୁ ଶାରୀରିକ ଓ…
Read More...

ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ମହିଳାମାନଙ୍କ ମଧ୍ୟରେ ଶାରୀରିକ ଓ ମାନସିକ ସୁସ୍ଥତା ଜାଗ୍ରତ କରିବା ଉଦ୍ଦେଶ୍ୟ ନେଇ ‘ଶକ୍ତି ସ୍ୱରୂପିଣୀ’ ଥିମରେ ଆଜିର…
Read More...

ଚଳଚ୍ଚିତ୍ର ‘ସଂଘର୍ଷ’ ପାଇଁ ପ୍ରସ୍ତୁତି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏ.କେ.ଫିଲ୍ମ ବଲାଙ୍ଗିରର ଆଗାମୀ ଚଳଚ୍ଚିତ୍ର ସଂଘର୍ଷ ପାଇଁ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସମାଜସେବୀ ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ପୌରାଧ୍ୟକ୍ଷା ଲିକା ସାହୁ, ବାର…
Read More...

ରାମ ନବମୀ ପାଇଁ ପସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧୁମାଭଟା ଗ୍ରାମର ନାଏକପଡାରେ ସନ୍ଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ, ବନମାଳୀ ନାଏକଙ୍କ ସଭାପତ୍ୱରେ ରାମଲୀଲା ନାଟକ ପାଇଁ ଏକ ଜରୁରୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୫୬ ବର୍ଷ ହେଲା ଶ୍ରୀରାମ ରାମଲୀଲା ନାଟକ ହୋଇ ଆସୁଛି । ଶ୍ରୀରାମ…
Read More...

ରାଣୀବନ୍ଧର ପୁନଃରୁଦ୍ଧାର, ସୌନ୍ଦର୍ଯ୍ୟକରଣ ତଥା ସୁରକ୍ଷା ପାଇଁ ଆନ୍ଦୋଳନର ସଜବାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଣୀବନ୍ଧର ପନଃରୁଦ୍ଧାର, ସୌନ୍ଦର୍ଯ୍ୟକରଣ ତଥା ସୁରକ୍ଷା ପାଇଁ ଆଜି ବଲାଙ୍ଗିର ସହରର ଚାରୋଟି ୱାର୍ଡ ୧୩, ୧୪, ୧୫ ଓ ୧୬ର ଜନସାଧାରଣ ଟିକ୍ରାପଡା ଗାନ୍ଧୀ ପାଠାଗାରର ସମ୍ପାଦକ ତଥା ପୂର୍ବତନ ନଗରପାଳ ପ୍ରଦୀପ ସାହୁଙ୍କ ଆବାହକତ୍ୱରେ ସ୍ଥାନୀୟ ଟିକ୍ରାପଡା…
Read More...

ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘ ପକ୍ଷରୁ ଟାଟା ପାୱାର ଦ୍ୱାରା ଠିକା ସଂସ୍ଥା ଦାରୁବ୍ରହ୍ମ ପ୍ରାଇଭେଟ ଲିମିଟେଡ ଦ୍ୱାରା କାର୍ଯ୍ୟରତ ଠିକା ଶ୍ରମିକମାନଙ୍କ ବିଭିନ୍ନ ନ୍ୟାର୍ଯ୍ୟ ଦାବି ନେଇ ଶ୍ରମ କମିଶନର ବଲାଙ୍ଗିରଙ୍କ କାର୍ଯ୍ୟାଳୟରେ ତୃତୀୟ…
Read More...

ଯୁବ କଂଗ୍ରେସ ନେତା ସରୋଜ ପଟ୍ଟନାୟକଙ୍କ ଦେହାନ୍ତ

ନଗର କଂଗ୍ରେସ ପକ୍ଷରୁ ସ୍ଥାନୀୟ କଂଗ୍ରେସ ଅଫିସ ଠାରେ ଶୋକସଭା ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଟିକ୍ରାପଡା ନିବାସୀ ଏବଂ କଂଗ୍ରେସ ଦଳର ଯୁବନେତା ସନୋଜ ପଟ୍ଟନାୟକଙ୍କ ଅକାଳ ଦେହାନ୍ତ ଘଟିଥିବା ଖବର ପ୍ରକାଶ ପାଇବା ପରେ ସମଗ୍ର ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଥିଲା ।…
Read More...

ହରିହର ଭେଟ ସମ୍ପନ୍ନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଙ୍ଗଳବାର ଦିନ ବଲାଙ୍ଗିର ହରିହର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଟିକ୍ରାପଡା ସ୍ଥିତ ମଦନ ମୋହନ ରଥଙ୍କ ନିବାସରୁ ରାତିରେ ରାଧାକୃଷ୍ଣଙ୍କ ସ୍ୱତନ୍ତ୍ର ପୂଜାବିଧି ପରେ ଯୁଗଳ ମୂର୍ତ୍ତିଙ୍କୁ ବିମାନରେ ସଜାଇ କିର୍ତ୍ତନ୍ୟ ମଣ୍ଡଳୀ…
Read More...

ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା ମାର୍ଚ୍ଚ ୧୮ରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ସାଇଟ୍‌ କଲେଜ ରାଧାକୃଷ୍ଣ ରଙ୍ଗମଣ୍ଡପରେ ଆସନ୍ତା ମାର୍ଚ୍ଚ ୧୮ ରୁ ୨୧ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ମହାକୋଶଲ କୋଶଲୀ ନାଟ୍‌ବାଦୀ-ନାଟଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସାଇଟ୍‌ କଲେଜ ସଂପାଦକ ନାରାୟଣ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ…
Read More...

ରାମାଇ ପାହାଡ଼ର କୋଳରେ ସରଳତାର ପ୍ରତିଛବି : ଭାଲୁପାଲି ଗ୍ରାମର ଭାବପୂର୍ଣ୍ଣ ହୋଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଐତିହାସିକ ରାମାଇ ପାହାଡ଼ ଯିଏ କି ଯୁଗ ଯୁଗ ଧରି ଆମ ଅଞ୍ଚଳର ଆତ୍ମା ହୋଇ ରହିଛି, ଆଜି ସେହି ପାହାଡ଼ର ପବିତ୍ର ପାଦଦେଶରେ ଥିବା ଭାଲୁପାଲି ଗ୍ରାମରୁ ଏକ ହୃଦୟସ୍ପର୍ଶୀ ଦୃଶ୍ୟ ସାମ୍ନାକୁ ଆସିଛି । ଏଠାର ସରଳ ଓ ନିଷ୍କପଟ ଗ୍ରାମବାସୀମାନେ ପ୍ରମାଣ କରିଛନ୍ତି…
Read More...