ବସ୍ରୁ ଖସି କଲେଜ ଛାତ୍ର ମୃତ
				ଆସ୍କା : ହିଂଜିଳି ଥାନା ରାଳବ ଛକ ନିକଟରେ ଅଘଟଣ । ବସରୁ ଖସି କଲେଜ ଛାତ୍ରଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ରାହୁଲ ନାୟକ(୧୯) । ସେ ଅଙ୍କୁଶପୁର ଏସଏମଆଇଟି କଲେଜରେ ଡିପ୍ଲୋମା କରୁଥିଲେ । ରାହୁଲ ହିଂଜିଳିରୁ ମହାବାହୁ ନାମକ ଏକ ବସ୍ ଯୋଗେ ନିଜ ଘର କୁଟିଆ ପଦରକୁ ଫେରୁଥିଲେ । କୌଣସି କାରଣରୁ!-->…					
Read More...
				Read More...